ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୁହାଯାଏ ଯେ, ଦିନର ଆରମ୍ଭ ଯଦି ଭଲ ହୋଇଥାଏ ତେବେ ଅନ୍ତ ମଧ୍ୟ ଭଲରେ ହୋଇଥାଏ । ଯଦି ଦିନର ଆରମ୍ଭ ରେ ହିଁ କୌଣସି ବାଧା ବିଘ୍ନ ଆସିଥାଏ ତେବେ ପୁରା ଦିନ ଖରାପ ରେ ବିତିଥାଏ ।
ସକାଳୁ ଉଠିବା ପରେ ପ୍ରତ୍ୟେକ ବ୍ୟକ୍ତି ର ମନରେ ନୂତନ ଆଶା ର ସଂଚାର ହୋଇଥାଏ । ଶାସ୍ତ୍ର ଅନୁସାରେ କିଛି ଏଭଳି ଜିନିଷ ରହିଛି ଯାହାକୁ ସକାଳୁ ଉଠି ଦର୍ଶନ କରିବା ଦ୍ଵାରା ପୁରା ଦିନ ମନ୍ଦ ରେ କଟିଥାଏ ଏବଂ ଆପଣଙ୍କ ସ-ର୍ବ-ନା-ଶ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ପ୍ରଥମତଃ, ସକାଳୁ ଉଠିବା ପରେ କେବେବି କୌଣସି ଗର୍ବୀ ବ୍ୟକ୍ତି ଏବଂ ଚ-ରି-ତ୍ର ହୀ-ନା ମହିଳା ଙ୍କୁ ଆଦୋୖ ଦେଖିବା ଉଚିତ ନୁହେଁ । ଏମାନଙ୍କୁ ଦେଖିବା ଦ୍ୱାରା ସମ୍ପୂର୍ଣ୍ଣ ଦିନ ଅଶୁଭ ମୟ ହୋଇଥାଏ ଏବଂ କାର୍ଯ୍ୟ ରେ ବିଘ୍ନ ସୃଷ୍ଟି ହୋଇଥାଏ । ସର୍ବଦା ସକାଳୁ ଉଠିବା ପରେ ମାତା ପିତା ଏବଂ ଭଗବାନ ଙ୍କ ଦର୍ଶନ କରିବା ନିମନ୍ତେ ଚେଷ୍ଟା କରନ୍ତୁ ।
୨. ବନ୍ଧୁଗଣ ଦ୍ବିତୀୟତଃ, ବୈଜ୍ଞାନିକ ଙ୍କ ମତାନୁସାରେ ଏକ ରିସର୍ଚ୍ଚ ମାଧ୍ୟମରେ ଜଣା ପଡ଼ିଛି ଯେ, ସକାଳୁ ଉଠିବା ପରେ କେବେବି ଭଙ୍ଗା ଆଇନା ଦେଖିବା ଉଚିତ ନୁହେଁ । ସକାଳ ସମୟରେ ଆଇନା ରେ ନ-କ-ରା-ତ୍ମ-କ ଉର୍ଜା ରହିଥାଏ ଏବଂ ଯଦି ଆପଣ ସକାଳୁ ଉଠିବା ପରେ ପ୍ରଥମେ ଏହାର ଦର୍ଶନ କରିବେ ତେବେ ଆପଣଙ୍କ ମଧ୍ୟରେ ଥିବା ସକରାତ୍ମକ ଉର୍ଜା ନଷ୍ଟ ହୋଇଥାଏ ଏବଂ ନକରାତ୍ମକ ଉର୍ଜା ପ୍ରବେଶ କରିଥାଏ । ତେଣୁ କେବେବି ସକାଳୁ ଉଠିବା ପରେ ପ୍ରଥମେ ଆଇନା ର ଦର୍ଶନ କରନ୍ତୁ ନାହିଁ ।
୩. ବନ୍ଧୁଗଣ ତୃତୀୟତଃ, ସକାଳୁ ଉଠିବା ପରେ ଓଲଟା ଜୋତା ବା ଚପଲ ଏବଂ ବୁଢ଼ୀଆଣୀ ଜାଲ ଦେଖିବା ଦ୍ଵାରା ଆପଣ ରୋଗରେ ପୀଡ଼ିତ ହୋଇ ପାରିବେ । ଏହାଦ୍ବାରା ପୁରା ଦିନ ଆପଣଙ୍କ ମଧ୍ୟରେ ନ-କ-ରା-ତ୍ମ-କ ଉର୍ଜା ରହିବ ଏବଂ ଆପଣଙ୍କ ପୁରା ଦିନ ଖରାପ ରେ କଟିଥାଏ ।
୪. ବନ୍ଧୁଗଣ ଚତୁର୍ଥତଃ, ସକାଳୁ ଉଠିବା ପରେ ପ୍ରଥମେ କେବେବି କୌଣସି ଖାଲି ଜିନିଷ କୁ ଦେଖନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କ କାର୍ଯ୍ୟ ରେ ବାଧା ସୃଷ୍ଟି ହୋଇଥାଏ । ଏହା କାର୍ଯ୍ୟକୁ ସମ୍ପୂର୍ଣ୍ଣ ହେବାକୁ ଦେଇ ନଥାଏ । ତେଣୁ କେବେବି ସକାଳୁ ଉଠିବା ପରେ ଖାଲି ପର୍ସ ବା ଖାଲି ବାସନ ଆଦି ଦେଖନ୍ତୁ ନାହିଁ ।
୫. ବନ୍ଧୁଗଣ ପଞ୍ଚମତଃ, କେବେବି ସକାଳୁ ଉଠିବା ପରେ ଝଗଡ଼ା ହେଉଥିବାର ଦେଖନ୍ତୁ ନାହିଁ ବା ସ୍ୱୟଂ ଅନ୍ୟ କୌଣସି ବ୍ୟକ୍ତି ସହିତ ଝଗଡ଼ା କରନ୍ତୁ ନାହିଁ । ସର୍ବଦା ମିଷ୍ଠ ଭାଷା ଦ୍ୱାରା ନିଜ ଦିନର ଆରମ୍ଭ କରନ୍ତୁ । ଏହାଦ୍ବାରା ଆପଣଙ୍କ ଦିନ ଭଲରେ କଟିଥାଏ ଏବଂ ଆପଣଙ୍କ ସମସ୍ତ କାର୍ଯ୍ୟ ବିନା ବାଧା ବିଘ୍ନ ରେ ସମ୍ପୂର୍ଣ୍ଣ ହୋଇଥାଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।