ସକାଳୁ ଉଠିବା ମାତ୍ରେ ମହିଳାଙ୍କର ଏହି 1 ଜିନିଷ ଭୁଲରେ ବି ଦେଖନ୍ତୁ ନାହିଁ, ପୁରା ପରିବାର ହେଇଯାଏ ଭିକାରୀ, ଖରାପ ଲାଗିଲେ ବି ସତ !

ବନ୍ଧୁଗଣ, ଚାଣକ୍ୟ ଜଣେ ମାହାନ ଜ୍ଞାନୀ ଥିଲେ, ଯିଏ ନିଜ ନୀତିଶିକ୍ଷା ମାଧ୍ୟମରେ ଚନ୍ଦ୍ରଗୁପ୍ତ ମୋରୟା ଙ୍କୁ ରାଜଗାଦୀ ରେ ବସାଇ ଦେଇଥିଲେ । ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କର କିଛି ମହତ୍ଵପୂର୍ଣ୍ଣ ନୀତି ଯାହା ଆପଣଙ୍କ ଜୀବନ କୁ ଉନ୍ନତି ର ପଥ ଆଡକୁ ଅଗ୍ରସର କରିଥାଏ । ସକାଳୁ ଉଠିବା ମାତ୍ରେ ଏହି ୫ ଟି ସଙ୍କେତ ମିଳିଲେ ସାଧାରଣତ ମନୁଷ୍ୟର ରୋମ ଟାଙ୍କୁରି ଉଠିଥାଏ । ଏଥିପାଇଁ ସକାଳୁ ଉଠିବା ମାତ୍ରେ ମହିଳା ମାନଙ୍କର ଏହି ଜିନିଷ କେବେ ଦେଖିବା କଥା ନୁହେଁ ।

ନଚେତ ଦିନ କଣ ଆପଣଙ୍କର ସଂପୂର୍ଣ୍ଣ ବର୍ଷ ମଧ୍ୟ ବରବାଦ ହୋଇ ପାରିବ । ସାଧାରଣତ ସବୁଦିନ ସକାଳ ବ୍ୟକ୍ତି ଙ୍କ ନିମନ୍ତେ ଏକ ନୂତନ ସକାଳ ନେଇ ଆସିଥାଏ । ସବୁଦିନ ପ୍ରାତ ସମୟରେ ବ୍ୟକ୍ତି ମନରେ ନୂତନ ଆଶା ତଥା ନୂତନ ଉତ୍କଣ୍ଠା ରହିଥାଏ । ଶାସ୍ତ୍ର ମାନଙ୍କରେ ମଧ୍ୟ କୁହାଯାଇଅଛି ଯେ ସକାଳର ଆରମ୍ଭ ଯଦି ସଠିକ ଭାବରେ କରାଯାଇଥାଏ, ତେବେ ସଂପୂର୍ଣ୍ଣ ଦିନଟି ଭଲରେ କଟିଥାଏ । ଏବଂ ଦିନର ଆରମ୍ଭରେ ଯଦି କିଛି ଅଶୁଭ ଜିନିଷର ଦର୍ଶନ କରାଯାଇଥାଏ, ତେବେ ସଂପୂର୍ଣ୍ଣ ଦିନ ବର୍ବାଦ ହୋଇଯାଇଥାଏ ।

ଏପରିକି ଆସୁଥିବା ସମୟ ମଧ୍ୟ ନଷ୍ଟ ହୋଇଯାଇଥାଏ । ଏହିଭଳି ପରିସ୍ଥିତିରେ ବ୍ୟକ୍ତି ର ମନରେ ନିରାଶତା ଆସିଯାଇଥାଏ । ଏହା ଫଳରେ ସେ ଆଗକୁ କେବେ ଉନ୍ନତି କରି ପାରି ନଥାଏ । ଏଥି ନିମନ୍ତେ ଆଜି ଆମ୍ଭେ ଆପଣ ମାନଙ୍କୁ ୫ ଟି ରହସ୍ୟମୟ ଅଶୁଭ ଜିନିଷ ସମ୍ବନ୍ଧରେ କହିବାକୁ ଯାଉଅଛୁ ।

୧- ଶାସ୍ତ୍ରରେ କୁହାଯାଇଅଛି ଯେ, ସକାଳୁ ସକାଳୁ ଆପଣ କୌଣସି ଗର୍ବିତ ବ୍ୟକ୍ତି ଙ୍କୁ ତଥା କୌଣସି ଚରିତ୍ରହିନ ବ୍ୟକ୍ତିଙ୍କୁ ଦେଖିବା ଆଦୌ ଉଚିତ ନୁହେଁ । ଏଭଳି ମାନା ଯାଇଅଛି ଯେ ଏମାନଙ୍କର ସକାଳୁ ସକାଳୁ ଦର୍ଶନ କରିବା ଦ୍ଵାରା ଆପଣଙ୍କ ଜୀବନରେ ଉନ୍ନତି ହୋଇପାରେ ନାହିଁ । ଏଣୁ ସର୍ବ ପ୍ରଥମେ ଆପଣ ମାତା ପିତା ଏବଂ ଭଗବାନ ଙ୍କ ଦର୍ଶନ କରନ୍ତୁ ।

୨- ଭାଙ୍ଗିଥିବା ଦର୍ପଣ ରେ ନିଜ ଚେହେରା ଦେଖିବା ଦ୍ଵାରା ବ୍ୟକ୍ତି କାଙ୍ଗାଳ ହୋଇଯାଇପାରେ । ସକାଳ ର ଆରମ୍ଭରେ ଦର୍ପଣ ରେ ନକାରତ୍ମକ ଊର୍ଜା ରହିଥାଏ । ଏଣୁ ସକାଳେ ପ୍ରଥମେ ଆଇନା ଦେଖିବା ଦ୍ଵାରା ଆପଣଙ୍କ ମଧ୍ୟରେ ନକାରତ୍ମକ ଊର୍ଜା ପ୍ରବେଶ କରିଥାଏ । ଏହା ଫଳରେ ଆପଣଙ୍କ ମଧ୍ୟରେ ସକାରତ୍ମକ ଊର୍ଜା ର ନା-ଶ ହୋଇଥାଏ । ଏଥିପାଇଁ ସକାଳେ ଦର୍ପଣ ଦେଖିବା ଠାରୁ ବଞ୍ଚନ୍ତୁ ।

୩- ସକାଳୁ ବୁଢିଆଣୀ ଜା-ଲ ଦେଖିଲେ, ବ୍ୟକ୍ତି ବିଶେଷ ବିମାର ପଡିଥାଏ, ଏଣୁ ସକାଳୁ ଉଠିବା ମାତ୍ରେ ବୁଢିଆଣୀ ଜା-ଲ ଆଦୌ ଦେଖନ୍ତୁ ନାହିଁ ।

୪- ସକାଳୁ ଉଠିବା ମାତ୍ରେ ଖାଲି ପାତ୍ର ଅଥବା ଖାଲି ପର୍ସ ଦେଖିବା ଦ୍ଵାରା ଆପଣଙ୍କୁ ସଫଳତା ମିଳି ନଥାଏ । ଏଣୁ ଆପଣ ସକାଳୁ ଏ ସବୁ ଦେଖନ୍ତୁ ନାହିଁ ।

୫- ସକାଳୁ ଝ-ଗ-ଡା ଦେଖିଲେ ଆପଣଙ୍କ ପରିବାର ତଥା ଘର ମଧ୍ୟରେ ଏହାର କୁ ପ୍ରଭାବ ପଡିଥାଏ । ଏଣୁ ସକାଳ ର ଶୁଭାରମ୍ଭ ମଧୁର ବାଣୀ ରେ କରନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *