Vastu Shastra- ପ୍ରତିଦିନ ସକାଳୁ ଉଠିବା ମାତ୍ରେ କୁହନ୍ତୁ ଏହି 2 ଟି ଶବ୍ଦ, ବିନା ପୂଜାରେ ସବୁ ମନୋସ୍କାମନା ହେବ ପୂର୍ଣ୍ଣ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ଜୀବନ ରେ ସବୁବେଳେ ଖୁସି ନଥାଏ । କେତେବେଳେ ଖୁସି ତ କେତେବେଳେ ଦୁଃଖ ରହିଥାଏ । ପ୍ରତିଦିନ ସକାଳୁ ଉଠିବା ପରେ ଆମର ଗୋଟିଏ ଗୋଟିଏ ଦିନ ଖୁସି ରେ ଯାଏ ତ ଆଉ ବହୁତ ଦିନ ଖରାପ ଯାଇଥାଏ ହେଲେ ଆମ ସହ ଏମିତି କଣ ପାଇଁ ହୋଇଥାଏ । ଏମିତି କଣ କଲେ ଆମେ ଆମ ଜୀବନରେ ସବୁବେଳେ ଖୁସି ରେ ବିତାଇ ପାରିବା । ଏମିତି କହିବାକୁ ଗଲେ ସୁଖ ଦୁଃଖ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ଯାହା କି ଆମେ ଚାହିଁଲେ ବି ସୁଖ ପାଇଁ ଦୁଃଖ କୁ ଛାଡି ପାରିବୁ ନାହିଁ ।

ଦୁଃଖ ଠାରୁ ଆମେ କେବେବି ମୁଁହ ବୁଲାଇ ପାରିବୁନି । କିନ୍ତୁ ଆମେ ଚାହିଁଲେ ଆମ ଜୀବନରୁ ଆମର ସବୁ କଷ୍ଟ , ଅସୁବିଧା ଏବଂ ଦାରିଦ୍ର୍ୟତା କୁ ଦୂର କରିପାରିବା । ତେଣୁ ଆଜି ଆମେ ଆପଣଙ୍କୁ ଏଭଳି ମନ୍ତ୍ର ଜଣାଇବାକୁ ଚାହୁଁଛୁ ଯାହାକୁ ଆପଣ ଜପ କରିବା ଦ୍ୱାରା ଆପଣଙ୍କ ଦରିଦ୍ରତା , ଦୁଃଖ, ସମସ୍ୟା ଆଦି ସବୁ ସମାପ୍ତ ହେବ ଓ ଆଦିର ଅନ୍ତ ଘଟିବ ଏବଂ ଆପଣଙ୍କ ଜୀବନକୁ ସୁଖ ସମୃଦ୍ଧି ରେ ଭରପୁର କରିଦେବ ।

ଏହି ଉପାୟ କୁ ଘରର ସମସ୍ତ ସଦସ୍ୟ କୁ ପ୍ରୟୋଗ କରିବା ଉଚିତ। ଛୋଟ ପିଲା ଠାରୁ ନେଇ ବୃଦ୍ଧ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ଏହି ଉପାୟ କୁ ଅବଲମ୍ବନ କରିବା ଉଚିତ। ଏହି ଉପାୟ କୁ କରିବା ଦ୍ୱାରା ଘର ପରିବାର ରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ। ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳତା ହାସଲ କରନ୍ତି।ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଥାଏ ଏବଂ କୌଣସି ବି କାର୍ଯ୍ୟ ରେ ବାଧାବିଘ୍ନ ସୃଷ୍ଟି ହୋଇନଥାଏ ।

ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ଏତେ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ ଯାହାର ଆପଣ କଳ୍ପନା ମଧ୍ୟ କରି ନଥିବେ।ପ୍ରାୟତଃ ବ୍ୟକ୍ତି ନିଜ ଜୀବନ ରେ ସୁଖ ସମୃଦ୍ଧି ପାଇବା ପାଇଁ ବିଭିନ୍ନ ପ୍ରକାର ଉପାୟ ର ପ୍ରୟୋଗ କରିଥାନ୍ତି। ତେବେ ଯଦି ଆପଣ ନିଜ ଜୀବନରେ ସୁଖ ଶାନ୍ତି ଏବଂ ସମୃଦ୍ଧି ପ୍ରତିଷ୍ଠା କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଏହି ଉପାୟ ର ପ୍ରୟୋଗ କରନ୍ତୁ ଏବଂ ଏହି ମନ୍ତ୍ର ର ଜପ କରନ୍ତୁ।

ତେବେ ଆସନ୍ତୁ ଏହି ଉପାୟ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ଆପଣ ମାନଙ୍କୁ ଏହି ଉପାୟ ନିମନ୍ତେ ସର୍ବ ପ୍ରଥମେ ସକାଳୁ ଉଠି ଦେବତା ମାନଙ୍କ ଧ୍ୟାନ କରିବା ଉଚିତ ଏବଂ ଏହା ବ୍ୟତୀତ ନିଜ ଦିନର ଆରମ୍ଭ ଦେବତା ମାନଙ୍କ ପୂଜାପାଠ ରୁ ହିଁ କରିବା ଉଚିତ।ଏହାଦ୍ବାରା ଆପଣଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ ଏବଂ କାର୍ଯ୍ୟ ରେ ସଫଳତା ହାସଲ ହେବ । ତେବେ ଆପଣ ଶୁଭ ପାଇଁ ଘରର ଦ୍ୱାର ରେ ରଙ୍ଗୋଲି କରନ୍ତୁ।

ଠାକୁର ଙ୍କ ପାଖରେ ଘିଅ ଦୀପ ଜାଲନ୍ତୁ ଏବଂ ଏହା ସହିତ ଆପଣଙ୍କୁ ନିଜର ଦୁଇ ହାତକୁ ଯୋଡ଼ି ଏହି ମନ୍ତ୍ର କୁ ଜପ କରିବା ଉଚିତ।ମନ୍ତ୍ର ଟି ହେଉଛି – ” ଓଁ ସମ୍ଭବେ ନମଃ’। ଏହି ମନ୍ତ୍ର କୁ ଆପଣ ପ୍ରତିଦିନ ସକାଳେ ଜପ କରିବା ଦ୍ବାରା ଆପଣଙ୍କ କୁଣ୍ଡଳୀ ରେ ଥିବା ଦୋଷ କଟିଥାଏ । ଅନ୍ୟ ଏକ ମନ୍ତ୍ର ଟି ହେଉଛି- “ଓଁ ତ୍ରୟଂବକମ୍ ୟ୍ଜାମହେ ସୁଗନ୍ଧିଂ ପୁଷ୍ଟି ବର୍ଦ୍ଧନମ ଉର୍ବାରୁକ୍ମିବ ବନ୍ଧନାନାତ୍ ମୃତ୍ୟମୁର୍କ୍ଷୀୟ ମାମ୍ରୁତାତ “। ତେବେ ଏହି ଦୁଇ ମନ୍ତ୍ର ର ଉଚ୍ଚାରଣ କରିବା ଦ୍ୱାରା ଆପଣଙ୍କ ଜୀବନ ରେ ସୁଖ ସମୃଦ୍ଧି ପ୍ରତିଷ୍ଠା ହେବ ଏବଂ ସମସ୍ତ ଦୁଃଖ ଓ କଷ୍ଟ ଦୂର ହୋଇଯିବ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *