Vastu Shastra- ସକାଳୁ ଉଠିବା ମାତ୍ରେ କୁହନ୍ତୁ ଏହି 2 ଟି ଶବ୍ଦ, ବିନା ପୂଜାରେ ସବୁ ମନୋକାମନା ହେବ ପୂର୍ଣ୍ଣ !

ବନ୍ଧୁଗଣ, ବହୁତ ଲୋକଙ୍କର ଅଚାନକ ଭାବରେ ସବୁ ଜିନିଷ ଓଲଟା ପାଲଟା ହୋଇଯାଇଥାଏ ଯେମିତି କୌଣସି କାମ ହେଉ ହେଉ ଅଟକି ଯାଇଥାଏ । କୌଣସି କାମ ତାଙ୍କ ଇଛା ଅନୁସାରେ ହେଉ ନାହିଁ । ଘରେ ଅତ୍ୟଧିକ ନକରାତ୍ମକ ଶକ୍ତିର ପ୍ରଭାବ ଯୋଗୁଁ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ଓ ଆପଣଙ୍କ ମନରେ ସବୁବେଳେ ଦୁଶ୍ଚିନ୍ତା ଆସିଥାଏ । କିଛି କାମରେ ମନ ମଧ୍ୟ ଲାଗି ନଥାଏ । ସାରା ଦିନ ପରିବାର ଓ ଆର୍ଥିକ ସମସ୍ୟାର ଚିନ୍ତାରେ ଡୁବି ରୁହନ୍ତି ।

ଭଗବାନ ଶିବଙ୍କ କୃପା ସମସ୍ତେ ପାଇବାକୁ ଇଛା ରଖିଥାନ୍ତି । ଭଗବାନ ଶିବଙ୍କୁ ପୂଜାପାଠ ଦ୍ଵାରା ଓ ସହୃଦୟ ରେ ଜଳ ଅର୍ପଣ କରିବା ଦ୍ୱାରା ପ୍ରସନ୍ନ ହୋଇଯାଇଥାନ୍ତି । ଏବଂ ଭକ୍ତ ମାନଙ୍କୁ ତାଙ୍କ ଇଛା ଅନୁସାରେ ଫଳ ମଧ୍ୟ ଦେଇଥାନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ ସକାଳୁ ଉଠି ଏହି ଦୁଇଟି ଶବ୍ଦ କହିଲେ ଆପଣଙ୍କ ସବୁ ଇଛାର ପୂର୍ତ୍ତି ହେବ ଏବଂ ଭଗବାନ ଅପଣଙ୍କ ଉପରେ ପ୍ରସନ୍ନ ହେବେ ।

ବିନା ପୂଜାପାଠରେ ମଧ୍ୟ ଏମିତି ଚମତ୍କାର ହେବ ଆପଣ ବିଶ୍ୱାସ ମଧ୍ୟ କରିପାରିବେ ନାହିଁ । ଭଗବାନ ଶିବ ଓ ମାତା ଗୌରୀ ସଦାବେଳେ ତାଙ୍କ ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି । ଯଦି ଆପଣ ଦୁଇ ଜଣଙ୍କ ଭିତରୁ ଜଣଙ୍କୁ ମଧ୍ୟ ଖୁସି କରିଦିଅନ୍ତି ତେବେ ଆପଣ ଯାହା ଚାହୁଛନ୍ତି ଆପଣଙ୍କର ସବୁ ମନୋଷ୍କାମନା ପୂରଣ ହେବ । ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି, ତେବେ ମଧ୍ୟ ଆପଣ ଏହି ଶବ୍ଦକୁ କହିପାରିବେ ।

ପିଲାଠୁ ଆରମ୍ଭ କରି ବଡ ଯାଏଁ ସମସ୍ତେ ଏହି ଉପାୟ ଅବଲମ୍ବନ କରିବା ଉଚିତ ହୋଇଥାଏ । କାରଣ ଏହାଦ୍ଵାରା ଆପଣଙ୍କ ମାନସିକ ବିକାଶ ବହୁତ ମଜବୁତ ହେବ ଓ ପିଲାଙ୍କ ପାଠ ପଢାରେ ଉନ୍ନତି ଦେଖା ଦେବ । ଆପଣ ବିନା ସ୍ନାନ କରି ମଧ୍ୟ ଏହି ଶବ୍ଦ ର ଉଚ୍ଚାରଣ କରିପାରିବେ । ଯଦି ଘରର ମହିଳା ଏହି ଶବ୍ଦର ଉଚ୍ଚାରଣ କରନ୍ତି ତେବେ ଆପଣଙ୍କ ଘରେ ଉତ୍ତମ ସନ୍ତାନ ର ଜନ୍ମ ହୋଇଥାଏ ।

ଏହି ପିଲା ଆପଣଙ୍କ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ସିଦ୍ଧ ହେବ । ଆପଣଙ୍କ ବୈବାହିକ ଜୀବନ ବହୁତ ଭଲ ରହିବ । ଏହିପରି ବୟସ୍କ ଲୋକମାନେ ଦୀର୍ଘାୟୁ ପାଇଁ ଓ ବ୍ୟାପାର କ୍ଷେତ୍ରରେ ଉନ୍ନତି ପାଇଁ ମଧ୍ୟ ଆପଣ ଏହି ଉପାୟ କୁ ଆପଣାଇ ପାରିବେ । କୌଣସି ବ୍ୟକ୍ତି ନିଜ ଜୀବନକୁ ଉତ୍ତମ କରିବା ପାଇଁ ଓ କୌଣସି ଇଛା ର ପୂର୍ତ୍ତି ପାଇଁ କିଛି ଉପାୟ ଖୋଜିଥାନ୍ତି ।

ଆପଣ ସକାଳୁ ଉଠି ଏହି ଶବ୍ଦ କୁହନ୍ତୁ ଭଗବାନ ଶିବଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିବ । ଏବଂ ଆପଣଙ୍କୁ ଜୀବନରେ ସବୁ ସଫଳତା ପ୍ରାପ୍ତ ହେବ । ଆପଣ ସକାଳୁ ଉଠି କେବଳ ଦେବତା ମାନଙ୍କର ଧ୍ୟାନ କରିବା ଉଚିତ ହୋଇଥାଏ । ଆପଣଙ୍କୁ ସକାଳୁ ପୂଜାପାଠ କରି ଦିନର ଆରମ୍ଭ କରିବା ଶୁଭ ହୋଇଥାଏ । ଏହା କରିବା ଦ୍ୱାରା ଆପଣଙ୍କୁ ଶୁଭ ଫଳ ମିଳିଥାଏ । ଆପଣଙ୍କ ସବୁ ଦୁଃଖ ସୁଖ ରେ ପରିଣତ ହୋଇଥାଏ । ସକାଳୁ ଉଠି ହାତ ଯୋଡ଼ି ଆପଣ “ଓଁ ଜୁଁ ସ୍ୱାହା” ଉଚ୍ଚାରଣ କରନ୍ତୁ ।

ଏହା ଲହୁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଅଟେ । ଏହି ମନ୍ତ୍ର ର ଜପ କରିବା ଦ୍ଵାରା ଆପଣଙ୍କ କୁଣ୍ଡଳୀ ର ସବୁ ଦୋଷ କମିଯାଏ । ଏହାଛଡା ଆପଣ ହାତ ଯୋଡ଼ି “କରାଗ୍ରେ ବସ୍ତେ ଲକ୍ଷ୍ମୀ, କରମଧ୍ୟେ ସରସ୍ଵତୀ, କର ମୁଲ୍ୟେ ତୁ ଗୋବିନ୍ଦ, ପ୍ରଭାତେ କରଦର୍ଶନମ” । ଏହି ମନ୍ତ୍ରର ଉଚ୍ଚାରଣ କରିବେ । ଆପଣ ଚାହିଁଲେ ଏହି ଦୁଇଟି ଉପାୟ ମଧ୍ୟରୁ ଗୋଟେ ଉପାୟ ଆପଣାଇ ପାରିବେ । ଏହିଭଳି ଆପଣ ନିଜ ସକାଳର ଆରମ୍ଭ କରିବେ ।

ଏମିତି କରିବା ଦ୍ୱାରା ଆପଣଙ୍କ ଦିନ ଭଲରେ କଟିବ । ଏବଂ ଆପଣଙ୍କ ଉପରେ ଭଗବାନଙ୍କ କୃପା ବନି ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *