ନମସ୍କାର ବନ୍ଧୁଗଣ । ଏକ ସୁଖୀ ଓ ଶାନ୍ତି ମୟ ଜୀବନ କିଏ ବା ଚାହିଁ ନଥାଏ । ସମସ୍ତେ ଜୀବନରେ ଅଧିକ ଅଧିକ ଧନ ଉପାର୍ଜନା କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ମାନ କରିଥାନ୍ତି । ବର୍ତତ୍ମାନର ସମୟ ମଧ୍ୟ କିଛି ଏପରି ହୋଇ ଯାଇଛି ଯାହା ପାଖରେ ଧନ ଅଛି ତାହା ପାଖରେ ହିଁ ଏ ଦୁନିଆର ସବୁ ଲୋକ ଅଛନ୍ତି । ଯଦି କାହା ପକାହରେ ଧନ ନାହିଁ ତେବେ ତାହର ଦୁଃଖରେ କେହି ତା ପାଖରେ ରହି ନଥା’ନ୍ତି । ଏହି କାରଣ ରୁ ସମସ୍ତେ ଅଧିକ ରୁ ଅଧିକ ଧନ ଉପାର୍ଜନା କରିବା ପାଇଁ ପରିଶ୍ରମ କରିଥାନ୍ତି ।
ଅନେକ ପରିଶ୍ରମ କରିବା ସହ ମଧ୍ୟ ଅନେକ ଥର ଦେଖିବାକୁ ମିଳିଥାଏ କି ଅଧିକ ପରିଶ୍ରମ କରି ମଧ୍ୟ ଲୋକ ସଫଳତା ପ୍ରାପ୍ତ କରି ପାରି ନଥା’ନ୍ତି । ପୁଣି କିଛି ଲୋକ ଅଳ୍ପ କିଛି ପରିଶ୍ରମ କରି ହିଁ ଦୁନିଆର ସମସ୍ତ ସୁଖ ପ୍ରାପ୍ତ କରି ଦେଇଥାନ୍ତି । ଏହାର କାରଣ ହେଉଛି କି ସେହି ବ୍ୟାକ୍ତି ମାନଙ୍କ ଉପରେ ଈଶ୍ଵର ଙ୍କର ଅପାର କୃପା ରହିଅଛି,
ଯାହାଦ୍ୱାରା ସେହି ମାନଙ୍କ ଜୀବନରେ ଅତି ସହଜରେ ଅସମ୍ଭବ ପ୍ରତୀତ ହେଉଥିବା କାର୍ଯ୍ୟ ମଧ୍ୟ ସମ୍ଭବ ହୋଇ ପାରୁଛି । ବନ୍ଧୁଗଣ ଭଗବାନ ଭୋଳା ନାଥ ଙ୍କର କୃପା ଯେଉଁ ବ୍ୟକ୍ତି ଉପରେ ହୋଇଥାଏ, ତାହାର ଜୀବନରେ ଦୁଃଖ କଷ୍ଟ ଆଦି କିଛି ରହି ନଥାଏ । ସେମାନେ ନିଜ ଜୀବନରେ ଅତି ସହଜ ରେ ହିଁ ସବୁ କିଛି ପ୍ରାପ୍ତ କରି ଦେଇଥାନ୍ତି ।
ଏପରି ଏକ ଚମତ୍କାରୀ ମନ୍ତ୍ର ବିଷୟରେ ଆମ ଶାସ୍ତ୍ର ରେ ବର୍ଣ୍ଣନା ହୋଇଅଛି, ଯାହାକୁ ଯଦି କେହି ମନୁଷ୍ୟ ସୁଦ୍ଧ ମନରେ ଏକାଗ୍ର ହୋଇ ଥରେ ମାତ୍ର ସକାଳେ ଉଚ୍ଚାରଣ କରି ଦେଇଥାଏ, ତେବେ ସେହି ମଣିଷ ଜୀବନରେ ସମସ୍ତ ଦିଗରୁ ସୁଖ ଶାନ୍ତି ସମୃଦ୍ଧି ଆକର୍ଷିତ ହୋଇ ଆସିଥାଏ । ଓ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ବନ୍ଧୁଗଣ ସେହି ମନ୍ତ୍ର ଟି ହେଉଛି,” ଓଁ ଜୁଂ ସଃ “।
ଏହି ମନ୍ତ୍ର ଟି କୁ ଯଦି କେହି ମନୁଷ୍ୟ ପ୍ରତିଦିନ ସକାଳେ ଉଠି ଥରେ ହାତ ଯୋଡି ବିଶ୍ବାସ ର ସହ ଉଚ୍ଚାରଣ କରେ ତେବେ ସେହି ବ୍ୟକ୍ତି ଉପରେ ମହାଦେବ ଶିବ ଶଙ୍କର ଖୁବ ପ୍ରସନ୍ନ ହୋଇ ଯାଇଥାନ୍ତି । ଏହା ଛଡା ବନ୍ଧୁଗଣ ଯଦି ଆପଣ ନିଦ ରୁ ଉଠିଲା ପରେ ନିଜର ଦୁଇ ହାତ ଯୋଡି ପାପୁଲି କୁ ଦେଖି, ” କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ଵତୀ, କର ମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ୍ “।
ବନ୍ଧୁଗଣ ଏହା ହେଉଛି ପ୍ରାତଃ ସ୍ମରଣ ମନ୍ତ୍ର । ଏହି ମନ୍ତ୍ର ଟି କୁ ସକାଳେ ଉଚରାଣ କରିବା ଦ୍ଵାରା ଜୀବନରେ ସକରାତ୍ମକତା ଭରି ଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଲେ ଏହାକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ