ସକାଳୁ ଉଠିବା ମାତ୍ରେ କୁହନ୍ତୁ ଏହି 2 ଟି ଶବ୍ଦ, ବିନା ପୂଜାରେ ସବୁ ମନୋକାମନା ହେବ ପୂର୍ଣ୍ଣ, ରହିବନି କିଛି ବି ଅଭାବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭଗବାନ ଭୋଳା ଶଙ୍କର ହେଉଛନ୍ତି କୃପାର ଭଣ୍ଡାର । ଯେଉଁ ଭକ୍ତ ସଫା ହୃଦୟରେ ଅତି ନିଷ୍ଟାର ସହ ତାଙ୍କୁ ଆରାଧନା କରିଥାଏ । ସେହି ବ୍ୟକ୍ତିଙ୍କର ବହୁତ ଶୀଘ୍ର ପ୍ରଭୁ ଶଙ୍କର ଡାକ ଶୁଣିଥାନ୍ତି । ତେଣୁ ନିଜର ମନସ୍କାମନା ପୂରଣ କରିବାକୁ ପ୍ରଭୁଙ୍କୁ ପୂଜା କରିବାର ଉପାୟ ଜାଣି ରଖନ୍ତୁ । ଯେଉଁ ବ୍ୟକ୍ତି ମାନେ ସୂର୍ଯ୍ୟଙ୍କର ପ୍ରଭାବରେ ଅତ୍ୟନ୍ତ ପୀଡାର ଶିକାର ହେଉଛନ୍ତି ।

ସେମାନଙ୍କୁ ପ୍ରଭୁ ଶିବଙ୍କର ଳିଙ୍ଗରେ ଜଳଅଭିଷେକ କରିବା ଉଚିତ । ଯାହା ଦ୍ଵାରା ସେମାନଙ୍କର ପୀଡାକୁ ପ୍ରଭୁ ଭୋଳାଶଙ୍କର ଦୂର କରିବେ । ଯଦି ଚନ୍ଦ୍ରଙ୍କର ଆପଣଙ୍କ ଉପରେ ଖରାପ ପ୍ରଭାବ ରହୁଛି । ତେବେ ଶିବଲିଙ୍ଗ ଉପରେ ନିଷ୍ଟା ସହକାରେ କ୍ଷୀର ଅଭିଷେକ ଅର୍ପଣ କରିବା ଦ୍ଵାରା ଚନ୍ଦ୍ରଙ୍କର ବ୍ୟକ୍ତି ଉପରେ ରହୁଥିବା କୁପ୍ରଭାବ କମିଥାଏ ।

ଯଦି ବ୍ୟକ୍ତି ଉପରେ ମଙ୍ଗଳ ଦୋଷର ପ୍ରଭାବ ରହୁଛି । ଯାହା କାରଣରୁ ବ୍ୟକ୍ତିର ବିବାହ ଜନିତ ଅନେକ ପ୍ରକାର ସମସ୍ଯା ଲାଗିରହୁଛି  ତେବେ ବ୍ୟକ୍ତିକୁ ଗିଲୋଇ ବୁଟୀର ରସ ଶିବଙ୍କ ଉପରେ ଅଭିଷେକ କରିବା ଉଚିତ । ଯାହା ଦ୍ଵାରା ବିବାହରେ ଅସୁବିଧା ସୃଷ୍ଟି ହେବ ନାହିଁ । ଯଦି ବ୍ୟକ୍ତିର ବୃହସ୍ପତି ଗ୍ରହର ସ୍ଥିତି ଠିକ ନଥିବାରୁ ମାନ ସମ୍ମାନ ହାନୀ ହେଉଥାଏ ।

ତେବେ ସେହି ବ୍ୟକ୍ତି ଖେରରେ ସାମାନ୍ୟ ହଳଦୀ ମିଶାଇ ପ୍ରଭୁ ଶିବଲିଙ୍ଗରେ ଅଭିଷେକ କରିବା ଦ୍ଵାରା ମାନ ସମ୍ମାନ ବଜାୟ ରହିଥାଏ । ଯଦି ବ୍ୟକ୍ତିର ଶୁକ୍ରଗ୍ରହ ଖରାପ ଫଳ ଡୁଥିବା ଯୋଗୁ ବ୍ୟକ୍ତିର ଅର୍ଥ ହାନୀ ହେଉଛି । ତେବେ ଶିବଲିଙ୍ଗ ଉପରେ ପଞ୍ଚାମୃତ ଅଭିଷେକ କରିବା ଦ୍ଵାରା ଧନ ସମସ୍ଯା ଦୂର ହୋଇଥାଏ । ଯେଉଁ ବ୍ୟକ୍ତିର ଶନିଦୋଷ ରହୁଥାଏ ।

ସେହି ବ୍ୟକ୍ତିକୁ ଆଖୁ ରସ ଶିବଲିଙ୍ଗରେ ଅର୍ପଣ କରିବା ଦ୍ଵାରା ବ୍ୟକ୍ତିର ଶନିଦୋଶା ପଡିଥାଏ । ଯେଉଁ ଘରେ ରାହୁକେତୁଙ୍କର ଖରାପ ନଜର ପଡିଥାଏ । ଯାହା ଦ୍ଵାରା ଘରେ ସବୁବେଳେ ଅନିଷ୍ଟ ଲାଗିରହୁଥାଏ । ଘର ପରିବାର ମଧ୍ୟରେ ଶାନ୍ତି ହଜିଯାଇଥାଏ । ତେବେ ଭାଙ୍ଗରେ ଶିବଲିଙ୍ଗରେ ଅଭିଷେକ କରିବା ଦ୍ଵାରା ରାହୁକେତୁଙ୍କର କୁଦ୍ରୁଷ୍ଟି ବ୍ୟକ୍ତି ଉପରୁ ହଟିଥାଏ ।

ଯେଉଁ ଦମ୍ପତି ଶିବଳିଙ୍ଗରେ କେଶର ଅର୍ପଣ କରିଥାଏ । ସେହି ଦମ୍ପତିଙ୍କର ଦାମ୍ପତ୍ୟ ଜୀବନ ମଧୁର ରହିଥାଏ । ମନ ପସନ୍ଦର ଜୀବନସାଥି ଏହି ଉପାୟ ଦ୍ଵାରା ମିଳିଥାଏ । ତେଣୁ ଏହି ସବୁ ଉପାୟ ମଧ୍ୟରୁ କୌଣସି ଉପାୟ ମଧ୍ୟ ସୋମବାର ଦିନ ନିଷ୍ଟାର ସହ କରିବା ଦ୍ଵାରା ଫଳ ପ୍ରାପ୍ତି ହୋଇଥାଏ ।

ଏହା ସହିତ ପ୍ରତ୍ଯେକ ଦିନ ସକାଳୁ ଭଗବାନ ଭୋଳାଶଙ୍କରଙ୍କର ନାମ ସ୍ମରଣ କରିବା ଦ୍ଵାରା ବ୍ୟକ୍ତି ଜୀବନରେ ପାପ ଧୀରେ ଧୀରେ କକ୍ଷୟ ହୋଇବା ସହ ମନବାଞ୍ଛା ପୂରଣ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *