ବନ୍ଧୁଗଣ, ସକାଳୁ ଉଠିବା ମାତ୍ରେ କହି ନିଅନ୍ତୁ ଏହି ୨ ଟି ଶବ୍ଦ ଆପଣ ଯେଉଁଭଳି ଚାହିଁବେ ସେହିଭଳି ହେବ ସବୁ କାର୍ଯ୍ୟ । ସଂପୂର୍ଣ୍ଣ ହେବ ସମସ୍ତ କଥା । ଏହି ୨ ଶବ୍ଦ ଆପଣଙ୍କର ଜୀବନ ବଦଳାଇ ଦେବ ଏବଂ ସବୁ ପରିସ୍ଥିତି ର ସମାଧାନ ଆପଣଙ୍କୁ ମିଳିବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ସାଧାରଣତ ଭୋଳାନାଥ ପୂଜାପାଠ ତଥା ସଚ୍ଚା ମନରେ ଜଳ ଅର୍ପଣ କରିବା ଦ୍ଵାରା ହିଁ ପ୍ରସନ୍ନ ହୋଇଯାଇଥାନ୍ତି ।
ସେ ନିଜ ଭକ୍ତ କୁ ବିଭିନ୍ନ ପ୍ରକାରର ଚମତ୍କାର ଦେଖାଇଥାନ୍ତି । ସବୁ ଉପାୟ ରେ ଭଗବାନ ଙ୍କ ସହିତ ଜଡିତ ହୋଇଥିବା ସବୁ କାର୍ଯ୍ୟ ନିମନ୍ତେ ସ୍ଵଛତାର ଧ୍ୟାନ ରଖିବାକୁ ହୋଇଥାଏ । ସ୍ନାନ କରି ସ୍ଵଛ ପୋଷାକ ଧାରଣ କରିବାକୁ ହୋଇଥାଏ । ଆପଣ ସକାଳୁ ଉଠି ସବୁଠାରୁ ପ୍ରଥମେ ଦେବତା ମାନଙ୍କର ଧ୍ୟାନ କରନ୍ତୁ । ଆପଣଙ୍କୁ ସକାଳେ ନିଜର ଦୁଇ ହାତ କୁ ଯୋଡି ଭଗବାନଙ୍କୁ ନମନ କରି କହିବାକୁ ହେବ “ଓମ ଜୂଂ ସାହ” । ଏହା ମହାମୃତ୍ୟୁଞ୍ଜୟ ମନ୍ତ୍ର ଅଟେ ।
ଏହି ମନ୍ତ୍ର ର ଜପ ଦ୍ଵାରା ଯଦି ଆପଣଙ୍କ କୁଣ୍ଡଳୀ ରେ ଯଦି କୌଣସି ଦୋଷ ଆସିଥାଏ ତେବେ ତାହା ଦୂର ହୋଇଥାଏ । ଏହି ମନ୍ତ୍ର ର ଜପରେ ଆମ୍ଭର ସଂପୂର୍ଣ୍ଣ କାର୍ଯ୍ୟ ବନିଥାଏ ଏବଂ ଏଥିରୁ ହିଁ ଆମ୍ଭକୁ ନିଜ ସକାଳର ଆରମ୍ଭ କରିବା ଆବଶ୍ୟକ । କୁହାଯାଇଅଛି ଯେ ସକାଳ ର ଆରମ୍ଭ ଉତ୍ତମ ହେଲେ ସବୁକିଛି ଉତ୍ତମ ଏବଂ ସୁନ୍ଦର ହେବ । ଏଥି ନିମନ୍ତେ ସକାଳେ ଯେତେବେଳେ ଆଖି ଖୋଲିବା ଯଦି ଆମ୍ଭକୁ ସକାରାତ୍ମକ ଉର୍ଜ ମିଳିଯିବ ତେବେ ବୁଝି ନିଅନ୍ତୁ ଯେ ଆମ୍ଭ ଦିନ ବନିଗଲା ।
ଆମ୍ଭେ ସକାଳେ ଉଠି ଜଣାଅଜାଣତରେ ଅନେକ ଭୁଲ କରିଦେଇଥାଉ ଯାହା ଫଳରେ ନକାରତ୍ମକତାର ପ୍ରଭାବ ଆମ୍ଭ ଉପରେ ପଡିଥାଏ । ଏବଂ ଏହି ଭୁଲ କାରଣରୁ ମାତା ଲକ୍ଷ୍ମୀ ମଧ୍ୟ ଆମ୍ଭଠାରୁ ରୁଷ୍ଠ ହୋଇ ରହିଥାନ୍ତି । ସକାଳୁ ଉଠିବା ମାତ୍ରେ ଆପଣ ନିଜ ହାତ ଦେଖି ସର୍ବ ପ୍ରଥମେ ଏହା କୁହନ୍ତୁ “କରାଗ୍ରେ ବଶତେ ଲକ୍ଷ୍ମୀ କରମଧ୍ୟେ ସରସ୍ଵତୀ, କରମୂଳେତୁ ଗୋବିନ୍ଦମ, ପ୍ରଭାତେ କର ଦର୍ଶନମ” । ଏହି ଶ୍ଳୋକ ଆପଣଙ୍କୁ ଜପିବା କଥା ଏହାର ଅର୍ଥ ଏହା ଯେ ଶାସ୍ତ୍ର ଅନୁସାରେ ହାତ ର ଆଗ୍ରା ଭାଗରେ ମାତା ଲକ୍ଷ୍ମୀ ମଧ୍ୟରେ ମାତା ସରସ୍ଵତୀ ଏବଂ ମୂଳରେ ଭଗବାନ ବିଷ୍ଣୁ ଙ୍କ ବାସ ହୋଇଥାଏ ।
ଯଦି ସକାଳୁ ଉଠିବା ମାତ୍ରେ ଆପଣଙ୍କ ଆଖି ଶଙ୍ଖର ଶବ୍ଦ ଏବଂ ଘଣ୍ଟି ର ଧ୍ୱନି ଦ୍ଵାରା ଖୋଲିଥାଏ ତେବେ ତାହା ବହୁତ ଶୁଭ ହୋଇଥାଏ । ଆପଣଙ୍କ ସମସ୍ତ କଷ୍ଟ ଏବଂ ନକାରାତ୍ମକ ପ୍ରଭାବ ପ୍ରଭୁ ହରିନେଇଛନ୍ତି । ସକାଳେ ଉଠି ସର୍ବପ୍ରଥମେ ସ୍ଵଛ ହୋଇ ଭଗବାନଙ୍କ ପୂଜା କରନ୍ତୁ । ଦେଖିବେ ଆପଣଙ୍କ ସମସ୍ତ ମନୋଷ୍କାମନା ନିଶ୍ଚିତ ଭଗବାନ ପୂରଣ କରିବେ । ମାତ୍ର ଆପଣ ଏକାଗ୍ରତା ସହିତ ଭଗବାନ ଙ୍କୁ ନିଜ ମନ କଥା କୁହନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।