Vastu Tips- ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ସକାଳୁ ଉଠିବା ମାତ୍ରେ ଭୁଲରେ ବି ଦେଖନ୍ତୁ ନାହିଁ ଏହି 3 ଜିନିଷ, ଜୀବନରେ ଆସିଥାଏ ଭୟଙ୍କର ଦରିଦ୍ରତା

ପ୍ରାଚୀନ ଗ୍ରନ୍ଥରେ ସକାଳ ସମୟକୁ ବହୁତ ଶୁଭ ମଣାଯାଏ । ସକାଳ ସମୟରେ ସକାରତ୍ମକ ଉର୍ଯା ର ସଂଚାର ହୋଇଥାଏ । ଯେଉଁ ବ୍ୟକ୍ତି ମାନେ ସକାଳୁ ଉଠନ୍ତି ତାଙ୍କ ଉପରେ ସକାରତ୍ମକ ଉର୍ଜା ର ପ୍ରଭାବ ପଡିଥାଏ । ଏହି ବ୍ୟକ୍ତିମାନେ ତାଙ୍କ ଜୀବନରେ ଉନ୍ନତି କରିଥାନ୍ତି ।

ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ ଭଗବତ ଗୀତରେ  କହିଛନ୍ତି କି ବ୍ରହ୍ମ ମୁହୂର୍ତ୍ତ ସର୍ବୋତ୍ତମ ମୁହୂର୍ତ୍ତ ଅଟେ । ତେବେ ପୁରାଣ ଶାସ୍ତ୍ର ଅନୁସାରେ ଏପରି କିଛି କାର୍ଯ୍ୟ ଅଛି ଯାହା ଆମେ କରିବା ଦ୍ୱାରା ଆମ ଜୀବନ ସୁଖମୟ ଓ ଧନଧାନ୍ୟ ରେ ପରିପୂର୍ଣ୍ଣ ରହେ । ସେହିପରି ଆହୁରି  କିଛି କାର୍ଯ୍ୟ ଅଛି ଯାହା କରିବା ଦ୍ୱାରା ଜୀବନରେ କ୍ଳେଶ, ଦରିଦ୍ରତା, ଆଦି ହୋଇଥାଏ । ତେବେ  ପ୍ରଥମେ ଜାଣନ୍ତୁ କେଉଁ କାର୍ଯ୍ୟ ଜରିବା ଉଚିତ । ସକାଳେ ଆପଣ ନିଜ ମୁଖ୍ୟ ଦ୍ୱାର ରେ ପିତ୍ତଳ ପାତ୍ରରେ ଜଳ ଭରି ରଖନ୍ତୁ ।

ଏହା ସକାରତ୍ମକ ଉର୍ଜା କୁ ଆକର୍ଷିତ କରିଥାଏ । କ୍ଳେଶ, ଦୁଃଖ, ଦରିଦ୍ରତା, ଦୂର ହୋଇଥାଏ । ଆମେ ଜାଣିଛୁ ମା ଲଷ୍ମୀଙ୍କୁ ପରିସ୍କାର ଓ ପରିଛନ୍ନତା ଆଦି ପ୍ରିୟ ତେଣୁ ସର୍ବଦା ସକାଳୁ ଉଠି ନିଜ ଶୟନ କକ୍ଷ କୁ ପରିଷ୍କାର ରଖନ୍ତୁ ଓ ଦ୍ୱାରରେ ଝୋଟି କରି ସ୍ୱସ୍ତିକ ଚିନ୍ହ କରନ୍ତୁ ଏହା ମା ଲଷ୍ମୀଙ୍କ ପ୍ରିୟ । ସକାଳୁ ଉଠିବା ମାତ୍ରେ ଆପଣ ନିଜ ହସ୍ତ ଦେଖି ଏହି ମନ୍ତ୍ର କୁହନ୍ତୁ ‘କରାଗ୍ରେ ବସତି ଲଷ୍ମୀ, କର ମନ୍ଧେ ସରସ୍ୱତୀ, କରମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ ‘ ଏହି ମନ୍ତ୍ର ର ଅର୍ଥ ହେଉଛି କର ବା ହାତ ର ଅଗ୍ର ରେ ଲଷ୍ମୀ ମା ବାସ କରନ୍ତି,

କର ର ମଧ୍ୟ ରେ ସରସ୍ବତୀ, ଓ କର ର ମୂଳ ରେ ଶ୍ରୀ ବିଷ୍ଣୁ ବାସ କରନ୍ତି । ଏହି ପରି କରୁଥିବା ବ୍ୟକ୍ତି କେବେ ବି ନିଜ ଜୀବନରେ ଅସଫଳ ହୋଇନଥାଏ । ଘର ର ବଡ଼ ଲୋକ ଘର ର ମୁଖ୍ୟ ଅଟନ୍ତି ତେଣୁ ସର୍ବଦା ତାଙ୍କର ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ । ରୋଷେଇ ଘର ର ପ୍ରଥମ ରୁଟି ବା ପ୍ରଥମ ଖାଦ୍ୟ ଗୋମାତା ଙ୍କ ପାଇଁ ବାହାର କରି ରଖନ୍ତୁ । ଏବେ ଜାଣନ୍ତୁ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ।

ସକାଳୁ ଉଠିବା ମାତ୍ରେ କେବେ ବି ଅଳିଆ ବା ଅପରିଷ୍କାର ଦେଖନ୍ତୁ ନାହିଁ କି ଏହାକୁ ଦ୍ୱାର ରେ ରଖନ୍ତୁ ନାହିଁ । ହିଂସ୍ର ପଶୁ , ଆଇନା, ଅଶୀଳ ଫଟୋ ଆଦି ଦେଖନ୍ତୁ ନି ଏହା ଫଳରେ ମଣିଷ ମନରେ କ୍ରୋଧ ଜାଗ୍ରତ ହୁଏ ଓ ଘରେ ଅଶାନ୍ତି ହୋଇଥାଏ । କୌଣସି ଝଗଡା, ଗାଳି ଆଦି ଜାଗାକୁ ଯିବେ ନାହିଁ ଏହି ସବୁ ଠାରୁ ଦୂର ରେ ରହିବେ ନହେଲେ ଆପଣଙ୍କ ଦିନ ଟି ଅଶୁଭ ରହିବ ।

ଯଦି ଆପଣଙ୍କ ସକାଳ ଖରାପ ଜୀବ ତେବେ ଆପଣ ନୁହେଁ ଆପଣଙ୍କ ସାରା ଦିନ ମଧ୍ୟ ଖୁବ ଖରାପ ଜୀବ । ଆପଣଙ୍କ ମାନଶୀକ ଶାନ୍ତି ମଧ୍ୟ ନଷ୍ଟ ହୋଇ ଜୀବ । ଏହା ଠାରୁ ଭଲ ଆପଣ ନିଜ ଦିନର ଆରମ୍ଭ ଖୁବ ଭଲ ଭାବେ କରିବେ । ତେଣୁ କିଛି ଗୁରୁଜନ କୁହନ୍ତି କି ଜଦି ଆପଣ ସକାଳ ସମୟ ରେ ଭଲ ମୂହୁର୍ତ୍ତ ମାନେ ରଖୀ ପାରିବେ ତେବେ ଆପଣ ନିଶ୍ଚିତ ଭାବେ ନିଜକୁ  ସାରା ଦିନ ଖୁବ ଆନନ୍ଦରେ ବିତାଇବେ ।

Leave a Reply

Your email address will not be published. Required fields are marked *