Ajira Anuchinta- ସକାଳୁ ଉଠି ଏହି ସ୍ଵର ଶୁଣିଲେ ବା ଏହାକୁ ଦେଖିଲେ ହୋଇଥାଏ ବହୁତ ଶୁଭ, ହେବ ଖାଲି ଟଙ୍କା ବର୍ଷା

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ ସକାଳୁ ଉଠିବା ମାତ୍ରେ କେଉଁସବୁ ଜିନିଷ କୁ ଦେଖିବା ଅଥବା ଶୁଣିବା ଦ୍ଵାରା ଆପଣଙ୍କର ସଂପୂର୍ଣ୍ଣ ଦିନଟି ମଙ୍ଗଳ ମୟ ଏବଂ ଶୁଭମୟ ହୋଇଥାଏ । ଯଦି ଆପଣ ସକାଳେ ଉଠିବା ମାତ୍ରେ କୌଣସି ସକାରତ୍ମକ ଜିନିଷ ର ସ୍ଵର ଶୁଣନ୍ତି ଅଥବା ଦେଖନ୍ତି ତେବେ ଆପଣଙ୍କର ସଂପୂର୍ଣ୍ଣ ଦିନଟି ଶୁଭମୟ ହୋଇଥାଏ । ସେହି ସକାରାତ୍ମକ ଜିନିଷ ଗୁଡିକ ହେଉଛି ଯଦି ଆପଣ ସକାଳୁ ଉଠୁ ଉଠୁ ଯଦି ଆପଣଙ୍କୁ ଶଙ୍ଖ, ଘଣ୍ଟି, ଭକ୍ତି ସଙ୍ଗୀତ ଆଦିର ସ୍ଵର ଶୁଣିବାକୁ ମିଳେ, ତାହେଲେ ଆପଣଙ୍କ ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ ।

ଯଦି ଆଖି ଖୋଲୁ ଖୋଲୁ ଦହି ଅଥବା କ୍ଷୀର ପାତ୍ର ଉପରେ ନଜର ପଡେ, ତେବେ ତାହା ବହୁତ ଶୁଭ ହୋଇଥାଏ । ସଂପୂର୍ଣ୍ଣ ଦିନଜାକ ଶୁଭମୟ ହୋଇଥାଏ । ଏବଂ ଯଦି ସେହି ଦିନ କିଛି ମଙ୍ଗଳ ମୟ କାମ କରିବାକୁ ଚାହୁଁଥାନ୍ତି ତେବେ ସେଇ କାର୍ଯ୍ୟ ମଧ୍ୟ ଶୁଭଫଳ ଆଣିଦେଇଥାଏ ।

୧- ଯଦି ସକାଳୁ ଭିକାରି ଭିକ ମାଗିବାକୁ ଆସିଥାଏ ତେବେ ଜାଣିଯାନ୍ତୁ ଆପଣ କୌଣସି ଲୋକଙ୍କୁ ଉଧାର ଦେଇଥିବା ଧନ ଖୁବ ଶୀଘ୍ର ଫେରି ପାଇବେ । ତେବେ ଭିକାରି କୁ ଦେଖି କେବେ ମଧ୍ୟ ଅସ୍ଥବ୍ୟସ୍ଥ ହୁଅନ୍ତୁ ନାହିଁ ।

୨- ଯଦି ଆପଣ ଘରୁ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ରେ ବାହାରକୁ ଯାଉଛନ୍ତି ଏବଂ ଆପଣଙ୍କ ସମୁଖରେ ସୁହାଗିନୀ ନାରୀ ଅଥବା ଗାଈ ଆସିଯାନ୍ତି ତେବେ ଆପଣଙ୍କୁ ସଂପୂର୍ଣ୍ଣ ସଫଳତା ମିଳିଥାଏ ।

୩- ଆପଣଙ୍କ ସାମ୍ନା ରେ କୌଣସି ବ୍ୟକ୍ତି ଗୁଡ ନେଇ ଯାଉଥିଲେ ଆପଣ ବୁଝିଯାନ୍ତୁ ଯେ ଆପଣଙ୍କ ଦିନଟି ଶୁଭମୟ ତଥା ଆପଣଙ୍କ କାର୍ଯ୍ୟ ଟି ସଂପୂର୍ଣ୍ଣ ହେବ ।

୪- ରାସ୍ତାରେ ଯାଉଥିବା ସମୟରେ ଯଦି କୌଣସି ସ୍ତ୍ରୀ ଅଥବା ପୁରୁଷ କ୍ଷୀର ଅଥବା ପାଣି ପାତ୍ର ନେଇ ଯାଉଥିବାର ଦେଖନ୍ତି ତେବେ ତାହା ଶୁଭ ସଙ୍କେତ ଦେଇଥାଏ ।

୫- ଆପଣ ରାସ୍ତାରେ ଯାଉଥିବା ସମୟରେ ଯଦି ହସୁଥିବା ବାଳକ ଅଥବା ଫୁଲ ଫଳ ବିକୁଥିବା ଲୋକଙ୍କୁ ଦେଖନ୍ତି ତେବେ ଆପଣଙ୍କୁ ଲାଭପ୍ରାପ୍ତ ହେବ । ଆପଣ ବୁଝିଯାନ୍ତୁ ଯେ ଆପଣଙ୍କ ସଂପୂର୍ଣ୍ଣ ଦିନଟି ଶୁଭ ତଥା ମଙ୍ଗଳ ମୟ ହେବ । ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳ ମଧ୍ୟ ହେବ । ଏହି ଜିନିଷ ଗୁଡିକୁ ଆପଣ ସକାଳୁ ଉଠି ଦେଖିଲେ ଆପଣଙ୍କୁ ବହୁତ ଲାଭ ମିଳିବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *