ବନ୍ଧୁଗଣ, ସକାଳୁ ଉଠିଲା ପରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୩ ଟି କାମ ଅଥବା ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ ଏହି ଜିନିଷ । ନଚେତ ସାରା ଦିନ ଆପଣଙ୍କର ଅ-ମ-ଙ୍ଗ-ଳରେ କ-ଟି-ଯି-ବ । ଆପଣ ନିଶ୍ଚିତ ଏହା ଜାଣିଥିବେ ଯେ ସକାଳୁ ଉଠି କାହା ମୁହଁ ଚାହିଁଲେ ଆପଣଙ୍କ ଦିନଜାକ ଖରାପ ରେ କଟିଥାଏ । ଆସନ୍ତୁ ଜାଣିବା ସେହି ବିଶେଷ କେଉଁ କାର୍ଯ୍ୟ ଅଛି ଯାହାକୁ ସକାଳୁ ଉଠି ଆଦୌ କରିବା କଥା ନୁହେଁ ।
ପ୍ରତ୍ୟକ ଦିନ ସୂର୍ଯ୍ୟ ଙ୍କ ଆରମ୍ଭ ସହିତ ଏକ ନୂଆ ଦିନର ଆରମ୍ଭ ହୋଇଥାଏ । ସଂପୂର୍ଣ୍ଣ ଦିନଟି ଶୁଭ ରେ ବିତୁ ଏଥିପାଇଁ ଲୋକ ମାନେ ଶୁଭ ବିଚାର ନିଜ ମନରେ ଆଣିଥାନ୍ତି । ଯଦି ସକାଳୁ କୌଣସି ଖରାପ କାର୍ଯ୍ୟ କରାଯାଏ, ତେବେ ତାହାର ନ-କା-ର-ତ୍ମ-କ ପ୍ରଭାବ ସାରା ଦିନ ରହିଥାଏ । ବ୍ୟକ୍ତି ତାହାର ମନ ଏବଂ ମସ୍ତିଷ୍କ ରୁ ସେହି ଖରାପ ବିଚାର କୁ ବାହାର କରି ପାରି ନଥାଏ । ତାହାର ସାରା ଦିନ ଟି ଇଛା ନ ଥିବା ସତ୍ବେ ନିଶ୍ଚିନ୍ତ ରେ କ-ଟି-ଥା-ଏ । ଏଥିପାଇଁ ମହାପୁରୁଷ ମାନେ କହିଛନ୍ତି ଯେ ଆଖି ଖୋଲିବା ମାତ୍ରେ ଶୁଭ ବସ୍ତୁ ଦେଖିବା ପରେ ସକାରାତ୍ମକ ଊର୍ଜା ର ବାତାବରଣ ସାରା ଦିନ ରହିଥାଏ । ଆସନ୍ତୁ ଜାଣିବା କଣ ସକାଳୁ ଉଠି ଦେଖିବା ଅନୁଚିତ ?
୧- ସକାଳୁ ଆଖି ଖୋଲିବା ପରେ ଦର୍ପଣ ଦେଖିବା ଅଶୁଭ ହୋଇଥାଏ । ବେଡ ରୁମ ରେ ଦର୍ପଣ ରଖିବା ଉଚିତ ନୁହେଁ । କିନ୍ତୁ ଯଦି ରଖିବାକୁ ପଡୁଛି ତେବେ ଏପରି ରଖନ୍ତୁ ଯେପରି ସକାଳୁ ଉଠିବା ମାତ୍ରେ ଆପଣଙ୍କ ମୁହଁ ସେହି ଦର୍ପଣ ରେ ଦେଖା ନ ଯାଏ ।
୨- ଶୋଇଥିବା ସେଯ ଅଥବା ଖଟ ରୁ ଉଠିବା ସମୟରେ ନିଜର ଛାଇ ଦେଖନ୍ତୁ ନାହିଁ । ସେହି ସମୟରେ କୌଣସି ଅନ୍ୟ ବ୍ୟକ୍ତି ର ଛାଇ ଦେଖିବା ଅଶୁଭ ବିଚାର କରାଯାଏ । ଏଣୁ ସକାଳୁ ଉଠିବା ମାତ୍ରେ ନିଜର ଛାଇ କିମ୍ବା ଅନ୍ୟ କାହାର ଛାଇ ଦେଖନ୍ତୁ ନାହିଁ । ସକାଳୁ ସକାଳୁ ଛାଇ ଦେଖିଲେ ଆପଣଙ୍କ ସାରା ଦିନଟି ନ-କା-ରା-ତ୍ମକ ଭାବନରେ କ-ଟି-ପାରେ ।
୩- ଜଙ୍ଗଲି ପଶୁ, ଘରେ ଜଙ୍ଗଲି ପଶୁ, ଜଙ୍ଗଲି ଜ-ନ୍ତୁ, ବିଶେଷ କରି ହିଂ-ସ୍ର ଜ-ନ୍ତୁ ମାନଙ୍କର ଫଟୋଚିତ୍ର ଲଗାନ୍ତୁ ନାହିଁ । ଏହାଦ୍ଵାରା ନ-କା-ରାତ୍ମକ ଊର୍ଜା ର ସଂଚାର ହୋଇଥାଏ । ପରିବାରରେ ଜଣଙ୍କର ଅନ୍ୟ ଜଣଙ୍କ ପ୍ରତି ଭାବ ସଠିକ ରହି ନଥାଏ । ଏହା ଫଳରେ ହିଂ-ସ୍ର ଭା-ବ ସୃଷ୍ଟି ହୋଇଥାଏ ।
ଏଥିପାଇଁ କୌଣସି ପରିସ୍ଥିତି ରେ ହିଂ-ସ୍ର ଜ-ନ୍ତୁ ମାନଙ୍କର ଚିତ୍ର ରଖିବା ଉଚିତ ନୁହେଁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ