ମରିଗଲେ ବି ସକାଳୁ ସକାଳୁ ଏହି ୩ ଟି କାମ କେବେ ବି କରିବେନି, ଘର ହେଇଯାଏ ନର୍କ ସମାନ- Chanakya Niti

ବନ୍ଧୁଗଣ ଏହ ଦୁନିଆର ସମସ୍ତ ମଣିଷ ସଖାଳ ସମୟରେ ଶୀଘ୍ର ଉଠିବା ଉଚିତ । ଆପଣ ମାନେ ତ ଏହି କଥା ନିଶ୍ଚୟ ଶୁଣିଥିବେ ଯଦି ମଣିଷର ସଖାଳ ସମୟଟି ଭଲ ରହିବ ତା ହେଲେ ତାର ସଂପୂର୍ଣ୍ଣ ଦିନଟି ବହୁତ ଭଲରେ ଯିବ ।

ବନ୍ଧୁଗଣ ସାଧାରଣତଃ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଚାହିଁ ଥାନ୍ତି ହେଲେ ଜଣା ଅଜଣାରେ ଲୋକମାନେ ଏପରି କିଛି ଭୁଲ କରିଥାନ୍ତି ଯାହାଦ୍ୱାରା ସେ ନିଜ ଜୀବନରେ କେବେହେଲେ ଉନ୍ନତି କରିପାରି ନଥାନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଭୁଲ କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ସଖାଳ ସମୟରେ ଭୁଲ ସେ ମଧ୍ୟ କରନ୍ତୁ ନାହିଁ । ବନ୍ଧୁଗଣ ଏହି ସବୁ ଭୁଲ କରିବା ଦ୍ଵାରା ମଣିଷକୁ ତାର ଜୀବନରେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ଆପଣ ମାନେ ଏହି ସବୁ ଭୁଲ କାମ ଗୁଡିକୁ ଭୁଲ ସେ ମଧ୍ୟ କରନ୍ତୁ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଭୁଲ କାର୍ଯ୍ୟ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ସଖାଳ ସମୟରେ ଉଠିବା ପରେ କେବେହେଲେ ମଣିଷକୁ ନିଜ ପରିବାର ବା ନିଜ ଜୀବନ ସାଥି ସହ ବାଦବିବାଦ କରିବା ଉଚିତ ନୁହେଁ । ସଖାଳ ସମୟରେ ଉଠିବା ପରେ ବାଦବିବାଦ କରିବା ଦ୍ଵାରା ବ୍ୟକ୍ତିର ପୁରା ଦିନ ଖରାପ ଯାଇଥାଏ ଏହା ସହିତ ବ୍ୟକ୍ତି ନିଜର କାର୍ଯ୍ୟରେ ସଫଳ ହୋଇପାରି ନଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ସଖାଳ ସମୟରେ ଏହି ଭୁଲ କରନ୍ତୁ ନାହିଁ ।

୨. ସଖାଳ ସମୟରେ ଉଠିବା ପରେ କେତେକେ ଲୋକ ମିଛ କଥା କହିଥାନ୍ତି ହେଲେ ବନ୍ଧୁଗଣ ଏହା ବହୁତ ବଡ ଭୁଲ ହୋଇଥାଏ । ସାଧାରଣତଃ ମାତା ପିତା ମାନଙ୍କୁ ନିଜ ଛୁଆ ମାନଙ୍କ ସାମ୍ନାରେ ମିଛ କଥା କହିବା ଉଚିତ ନୁହେଁ କାରଣ ଆପଣଙ୍କର ଏହି ଭୁଲର ଖରାପ ପ୍ରଭାବ ଆପଣଙ୍କ ଛୁଆ ଉପରେ ପଡିପାରେ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଭୁଲ କରନ୍ତୁ ନାହିଁ ।

୩. ଆମ ହିନ୍ଦୁଶାସ୍ତ୍ରରେ ସମସ୍ତ ମଣିଷଙ୍କୁ ବ୍ରହ୍ମ ମୂହୁର୍ତ୍ତରେ ଉଠିବା ପାଇଁ କୁହାଯାଇଛି । ତେଣୁ ଯେଉଁ ବ୍ୟକ୍ତି ବ୍ରହ୍ମ ମୂହୁର୍ତ୍ତରେ ଉଠିଥାଏ ସେ ନିଜ ନିଜବରେ ବହୁତ ସମୃଦ୍ଧି କରିଥାଏ ଓ ଯେଉଁ ବ୍ୟକ୍ତି ସୂର୍ଯ୍ୟ ଉଦୟ ପରେ ଉଠିଥାଏ ସେ ଆଳସ୍ୟର ଶିକାର ହୋଇଥାଏ । ଏହି ବ୍ୟକ୍ତି ମାନେ ନିଜ ଜୀବନରେ କେବେହେଲେ ଉନ୍ନତି କରିପାରି ନଥାନ୍ତି । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଭୁଲ କରନ୍ତୁ ନାହିଁ ।

୪. ବନ୍ଧୁଗଣ ସଖାଳ ସମୟରେ ଉଠିବା ପରେ କୌଣସି ମଣିଷକୁ ନିଜ ପରିବାର ଲୋକଙ୍କର ଅପମାନ କରିବା ଉଚିତ ନୁହେଁ । ଅପମାନ କରିବା ଦ୍ଵାରା ସମ୍ପର୍କ ଖରାପ ହୋଇଥାଏ ଓ ଏହା ସହିତ ଆପଣଙ୍କର ସଂପୂର୍ଣ୍ଣ ଦିନ ବହୁତ ଖରାପ ଯିବ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ପ୍ରକାରର ଭୁଲ କରନ୍ତୁ ନାହିଁ  ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *