Vastu Tips- ମରିଗଲେ ବି ସକାଳୁ ସକାଳୁ ଏହି ୩ ଟି କାମ କେବେ ବି କରିବେ ନାହିଁ, ଜୀବନ ସାରା ଦରିଦ୍ର ହୋଇ ରହିବେ !

ବନ୍ଧୁଗଣ ହିନ୍ଦୁଶାସ୍ତ୍ର ଅନୁସାରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ମଣିଷକୁ ସଖାଳ ସମୟରେ ଉଠିବା ପରେ କିଛି ଜିନିଷ ଗୁଡିକର ଦର୍ଶନ କରିବା ଉଚିତ । ମଣିଷ ଏହି ସବୁ ଜିନିଷ ଗୁଡିକର ଦର୍ଶନ କରିବା ଦ୍ଵାରା ତାର ଜୀବନରେ ସକାରାତ୍ମକ ପ୍ରଭାବର ସଞ୍ଚାର ହୋଇଥାଏ ।

ବନ୍ଧୁଗଣ ଆମ ଘରେ ଓ ଆମ ଘର ପାଖରେ ଏମିତି କିଛି ଜିନିଷ ଥାଏ ଯାହା ସକାରାତ୍ମକ କିମ୍ବା ନକରାତ୍ମକ ପ୍ରଭାବ ଛାଡିଥାଏ । ଯଦି ବନ୍ଧୁଗଣ ଆମେ ସଖାଳ ସମୟରେ ଉଠି କୌଣସି ନକରାତ୍ମକ ଜିନିଷର ଦର୍ଶନ କରିବା ତା ହେଲେ ଆମ ଜୀବନରେ ନକରାତ୍ମକ ପ୍ରଭାବ ପଡିବ । 

ଯଦି ଆମେ ସଖାଳ ସମୟରେ କୌଣସି ସକାରାତ୍ମକ ଶକ୍ତିର ଦର୍ଶନ କରିବା ତା ହେଲେ ଆମ ଜୀବନରେ ସକାରାତ୍ମକ ପ୍ରଭାବ ପଡିବ । ତେଣୁ ବନ୍ଧୁଗଣ ଆମ ଶାସ୍ତ୍ରରେ ଏପରି କିଛି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ସଖାଳ ସମୟରେ ଦର୍ଶନ କରିବା ଉଚିତ ଓ କିଛି ଜିନିଷ ଏମିତି ମଧ୍ୟ ଅଛି ଯାହାକୁ ନଦେଖିବା ଉଚିତ ।

ଏହି ସବୁ ଜିନିଷକୁ ଦର୍ଶନ କରିବା ବହୁତ ଶୁଭ ଓ ଅଶୁଭ ମାନା ଯାଇଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଜିନିଷ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଜିନିଷ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ସଖାଳ ସମୟରେ ଉଠିବା ପରେ ପ୍ରଥମେ ଆଇନକୁ ଦେଖିବା ଉଚିତ ନୁହେଁ । ଏହାକୁ ବହୁତ ଅଶୁଭ ମାନା ଯାଇଛି । ସଖାଳ ସମୟରେ ଆଇନା ଦେଖିବା ଦ୍ଵାରା ମଣିଷ ଭାଗ୍ୟରେ ଦୁର୍ଭାଗ୍ୟ ଆସିଥାଏ ଯାହା ମଣିଷ ପାଇଁ ବହୁତ ସମସ୍ଯାର କାରଣ ହୋଇଥାଏ ।

୨. ବନ୍ଧୁଗଣ ସଖାଳ ସମୟରେ ଉଠିବା ପରେ ମଣିଷକୁ କାହାର ଛାଇ ଦେଖିବା ଉଚିତ ନୁହେଁ । ସଖାଳ ସମୟରେ କାହାର ଛାଇ ଦେଖିବା ଦ୍ଵାରା ମଣିଷର ଦୁର୍ଭାଗ୍ୟ ଆସିଥାଏ । ଛାଇ ମଣିଷ ଜୀବନରେ ଭୟ ଏବଂ ଭ୍ରମ ନିର୍ମାଣ କରିଥାଏ ଯାହାଦ୍ୱାରା ମଣିଷ ଜୀବନରେ ନକରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ । ଏହାଫଳରେ ମଣିଷ କେବେହେଲେ ଉନ୍ନତି କରିପାରେ ନାହିଁ । ଯଦି ଆପଣ ନିଜର ଛାଇ ଦେଖିବେ ତା ହେଲେ ଏହା ଦ୍ଵାରା ଆପଣଙ୍କ ଆର୍ଥିକ ସମସ୍ଯା ଦେଖାଦେବ ।

୩. ବନ୍ଧୁଗଣ ସଖାଳ ସମୟରେ ଉଠିବା ପରେ ମଣିଷକୁ ନିଜର ଦୁଇ ହାତ ପାପୁଲିକୁ ଦେଖିବା ଉଚିତ । କାରଣ ହାତର ଅଗ୍ର ଭାଗରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ମଧ୍ୟ ଭାଗରେ ମା ସରସ୍ଵତୀ ଓ ସଂପୂର୍ଣ୍ଣ ହାତରେ ଭଗବାନ ଶ୍ରୀ କୃଷ୍ଣ ବାସ କରିଥାନ୍ତି । ଦୁଇ ହାତ ପାପୁଲିକୁ ଦେଖିବା ଦ୍ଵାରା ମଣିଷ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଓ ମଣିଷ କେବେହେଲେ କୌଣସି ସମସ୍ଯାର ସମ୍ମୁଖୀନ ହୋଇନଥାଏ ।

୪. ବନ୍ଧୁଗଣ ସଖାଳ ସମୟରେ ଉଠିବା ପରେ ଆପଣ ମାନଙ୍କୁ ଗୋମାତାଙ୍କର ଦର୍ଶନ କରିବା ଉଚିତ । ଗୋମାତାଙ୍କର ଦର୍ଶନ କରିବା ଦ୍ଵାରା ମଣିଷକୁ ତାର ଜୀବନରେ ବହୁତ ଲାଭ ପ୍ରାପ୍ତ ହେବ । ଏହାଦ୍ବାରା ମଣିଷ ସମସ୍ତ କ୍ଷେତ୍ରରେ ସଫଳତା ପାଇବ ଓ ତାର ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *