ସକାଳୁ ସକାଳୁ ଏହି 2 ଟି ଜିନିଷ ଭିଜେଇ ଖାଇ ନିଅନ୍ତୁ, ମୋଟାପା, ସୁଗାର, Uric acid କୋଲେଷ୍ଟ୍ରୋଲ, ଆଁଠୁ ଦରଜ, ଅଣ୍ଟା ଦରଜ ସବୁ କିଛି ଗାୟବ ହେଇଯିବ (Health tips)

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କ ନିମନ୍ତେ ଏଭଳି ଏକ ଘରୋଇ ଚିକିତ୍ସ୍ୟା ନେଇ ଆସିଛୁ ଯାହା ଆପଣଙ୍କ ନିମନ୍ତେ ବହୁତ ଲାଭ ଦାୟକ ସାବ୍ୟସ୍ଥ ହେବ । ଏହି ଉପାୟ କବଜ, ମୋଟାପା, ୟୁରିକ ଏସିଡ, ଆଣ୍ଠୁଗଣ୍ଠି ରେ ଦରଦ, କୋଲେଷ୍ଟ୍ରୋଲ, ଡାଇବେଟିକ୍ସ ସମେତ ଶରୀରର ଅନେକ ଏଭଳି ଉପାୟ କୁ ମୂଳରୁ ସମାପ୍ତ କରିଦେବ ।

ଏହି ଉପାୟଟି ବନାଇବା ନିମନ୍ତେ ଆମ୍ଭକୁ ୨ ଟି ଜିନିଷର ଆବଶ୍ୟକତା ପଡିବ । ସେହି ଜିନିଷ କୁ ସେବନ କରିବେ ତ ଆମ୍ଭର ବାତ ର ସମସ୍ତ ସମସ୍ୟା ଦୂର ହୋଇଯିବ । ଡାଇବେଟିକ୍ସ ର ସମସ୍ୟା ମଧ୍ୟ ହେବ ନାହିଁ । ଯଦି ଏହି ସମସ୍ୟା ଥିବ ତେବେ ତାହା ଦୂର ହୋଇଯିବ । ଏହି ଉପାୟଟି ହେଉଛି ଆପଣ ଅଧ ଚାମଚ କଳାଜୀରା ନିଅନ୍ତୁ ଏବନ ଅଧ ଚାମଚ ମାତ୍ରାରେ ଜୁଆଣୀ ନିଅନ୍ତୁ ।

ଏହାକୁ ସେବନ କରିବେ କିପରି ? ଆସନ୍ତୁ ଜାଣିବା ବନ୍ଧୁଗଣ ଆପଣ ଯେବେ ମଧ୍ୟ ରୋଟି ବନାଇବା ନିମନ୍ତେ ଅଟା ଚକଟୁଛନ୍ତି, ସେହି ଅଟା ରେ ଆପଣ ୫୦ ଗ୍ରାମ କଳାଜୀରା ତଥା ୫୦ ଗ୍ରାମ ଜୁଆଣୀ ମିଶାଇ କୌଣସି ଡବା ରେ ରଖି ନିଅନ୍ତୁ । ଆପଣ ଯେବେ ମଧ୍ୟ ରୋଟି ବନାଇବା ନିମନ୍ତେ ଅଟା ଚକାଟୁଛନ୍ତି ସେଥିରେ ଆପଣ ଅଧ ଚାମଚ ମାତ୍ରାରେ ରଖିଥିବା ଏହି ମିଶ୍ରଣ କୁ ଅଟାରେ ମିଶାଇ ରୋଟି ବନାଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ପାଚନ ଭଲ ଭାବରେ ହେବ ।

ଏବଂ ଶରୀରର ସମସ୍ତ ପ୍ରକାରର ବିମାରୀ ରୁ ଏହା ବଞ୍ଚାଇ ରଖିବ । ଏହିଭଳି ଭାବରେ ଆପଣ ସମସ୍ତ ପରିବାର ଙ୍କୁ ବନାଇ ଦେଇ ପାରିବେ । ଯଦି ଡାଇବେଟିକ୍ସ, କୋଲେଷ୍ଟ୍ରୋଲ, ଆଣ୍ଠୁଗଣ୍ଠି କୁ କମ କରିବାର ଅଛି ତେବେ ସେଥିପାଇଁ ଆପଣ ଏହି ଉପାୟ ଟି କରନ୍ତୁ । ଆପଣ ଗୋଟିଏ ପାତ୍ରରେ ଏକ ଗିଲାସ ପାଣି ନିଅନ୍ତୁ ଏବଂ ସେଥିରେ ଅଧ ଚାମଚ କଳାଜୀରା ଏବଂ ଅଧ ଚାମଚ ଜୁଆଣୀ ପକାଇ ସେହି ପାଣି କୁ ଫୁଟାଇ ଦିଅନ୍ତୁ । ଏହି ପାଣିକୁ ଆପଣ ସେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେଉଁ ପର୍ଯ୍ୟନ୍ତ ପାଣି ଅଧା ନ ରହିଯିବ ।

ଆଞ୍ଚ କୁ ଆପଣ ଧିମା ଭାବରେ ରଖନ୍ତୁ । ଏହାପରେ ଅଧ ଗିଲାସ ପାଣି ହୋଇଗଲେ ଆପଣ ଗ୍ୟାସ କୁ ବନ୍ଧ କରି ଦିଅନ୍ତୁ । ଏହାପରେ ଆପଣ ସେହି ପାଣି କୁ ଛାଣି ନିଅନ୍ତୁ ଏବଂ ସେଥିରେ ଅଳ୍ପ ଗୁଡ ମିଶାଇ ସେହି ପାଣି କୁ ସେବନ କରି ନିଅନ୍ତୁ । ଏଥିରେ ଆପଣ ମହୁ ମଧ୍ୟ ମିଶାଇ ପାରିବେ । ବନ୍ଧୁଗଣ ଏହାକୁ ୧ ମାସ ଘରେ ପ୍ରସ୍ତୁତ କରି ସେବନ କରନ୍ତୁ । ଏହାର ଲାଭ ଆପଣ ନିଜେ ଅନୁଭବ କରି ପାରିବେ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *