ପ୍ରତିଦିନ ସକାଳୁ ଖାଲି ପେଟରେ ପିଅନ୍ତୁ, ବାତ, ପିତ, କଫ, ଶିର ବ୍ଳକେଜ ଓ ଆଁଠୁଗଣ୍ଠି ବିନ୍ଧା ଭଳି 300 ରୋଗ ଜୀବନ ଥିବା ପର୍ଯ୍ୟନ୍ତ ହେବ ନାହିଁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କର ବାତ, ପିତ, କଫ ଦୋଷ ସମସ୍ୟାକୁ ଦୂର କରିଥାଏ । ପ୍ରତିଦିନ ସକାଳୁ ଏହାର ସେବନ ଖାଲି ପେଟରେ କରିବାକୁ ହେବ । ଯଦି ଆପଣ ଏହାର ଏପରି ସେବନ କରିବେ ତେବେ ଜୀବନରେ କେବେବି ଶିର ବ୍ଲକେଜ, ଆଁଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟା ହେବ ନାହି । ଆପଣଙ୍କର ହାଡ ଶକ୍ତିଶାଳୀ ହେବା ସହ 300 ପ୍ରକାରର ରୋଗ ବୈରାଗ୍ୟ ଦୂର ହେବ ।

ଶରୀରର ଇମ୍ୟୁନିଟି ପାୱାର ବୃଦ୍ଧି ପାଇବ । ଏହା ସହ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ, କୋଲେଷ୍ଟ୍ରୋଲ ସମସ୍ଯା ଦୂରେ ହେବ । ଆସନ୍ତୁ ଜାଣିବା ଏହି ରେମେଡି କେମିତି ତିଆରି କରିବା । ଏହି ରେମେଡି ତିଆରି କରିବା ପାଇଁ 3ଟି ସାମଗ୍ରୀ ର ଆବଶ୍ୟକ ରହିଛି । ପ୍ରଥମ ଟି ହେଉଛି ଜୀରା ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଜୀରା ର ଫାଇଦା ବିଷୟରେ ପ୍ରାୟତଃ ଅନେକ ଲୋକ ଜାଣିଥିବେ ।

ଜୀରା ଆପଣଙ୍କର ପେଟ ଜନିତ ରୋଗ ପାଇଁ ଚମତ୍କାରୀ ଅଟେ । ପାଚନ କ୍ରିୟାକୁ ଶକ୍ତିଶାଳୀ କରିବା ସହ ରକ୍ତ ଅଭାବ ଦୂର କରିଥାଏ ଜୀରା । ମୋଟାପଣ କୁ ଦୂର କରିଥାଏ । ଏଥି ପାଇଁ ଆପଣ ଅଧ ଚାମଚର ଜୀରା ନିଅନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ଗୋଟା ଧନିଆ ଯାହା ମୋଟାପା ଦୂର କରିବା ପାଇଁ ରାମବାଣ ଔଷଧ ଅଟେ । ଏହା ଆମ ଶରୀରକୁ ଥଣ୍ଡା ପ୍ରଦାନ କରେ । ଏହାକୁ ମଧ୍ୟ ଆପଣ ଅଧା ଚାମଚ ନିଅନ୍ତୁ । ଶେଷରେ ଆବଶ୍ୟକ ରହିଛି ପାନମଧୁରୀ ଯାହା ରକ୍ତ ସଫା କରେ, ଆଖି ର ଆଲୋକ ବଢାଏ ।

ସେଥିପାଇଁ ଆପଣ ଅଧ ଚାମଚ ପାନମଧୁରୀ ନିଅନ୍ତୁ । ପ୍ରଥମେ 3ଟି ସାମଗ୍ରୀ ରୁ ଅଧା ଅଧା ନେଇ ଏକ ଗ୍ଳାସ ପାଣି ରେ ରାତି ସାରା ପକାଇ ରଖନ୍ତୁ । ତା ପର ଦିନ ସକାଳୁ ଏହି ପାଣି କୁ ଏକ ପାତ୍ରରେ ପକାଇ ଭଲ ଭାବେ ଫୁଟାନ୍ତୁ । ତା ପରେ ଆପଣ ଏହାକୁ ଛାଣି ଏହାର ସେବନ କରି ପାରିବେ । ଆପଣ ବିନା ଛାଣି ମଧ୍ୟ ଏହାର ସେବନ କରି ପାରିବେ ।

ଆପଣ ନିଜର ସ୍ଵାଦ ପାଇଁ ମହୁ ର ପ୍ରୟୋଗ ଏଥିରେ କରି ପାରିବେ । ଯଦି ଆପଣଙ୍କର ଡାଇବେଟିସ ସମସ୍ଯା ଅଛି ତେବେ ଏଥିରେ ମହୁ ର ପ୍ରୟୋଗ କରନ୍ତୁ ନାହି । 5ରୁ 7 ମିନିଟ ପରେ ଆପଣ ଗ୍ଯାସ ବନ୍ଦ କରି ଦିଅନ୍ତୁ ଓ ଏହାକୁ ଛାଣି ଦିଅନ୍ତୁ । ଆପଣ ଛାଣି କି ଏହାର ସେବନ କରିଲେ ବଞ୍ଚି ଯାଇଥିବା ସାମଗ୍ରୀ କୁ ଆପଣ ଚୋବାଇ ଖାଇ ପାରିବେ ।

ସବୁଠାରୁ ବେଷ୍ଟ ହେବ ଆପଣ ଏହାକୁ ନ ଛାଣି ଏହାର ସେବନ କରନ୍ତୁ । ସକାଳୁ ଖାଲି ପେଟରେ ଚାହା ପିଇଲା ଭଳି ଉଷୁମ ଉଷୁମ ଏହାର ସେବନ କରନ୍ତୁ । ଦେଖିବେ ପେଟ ଜନିତ ଅନେକ ରୋଗ ଦୂର ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *