ବନ୍ଧୁଗଣ, ଆମ ଦୈନନ୍ଦିନ ଜୀବନରେ ଏଭଳି କିଛି ଭୁଲ ଆମ୍ଭେ ସାମାନ୍ୟ ଭାବି ତାହାକୁ କରି ଚାଲିଯାଇଥାଉ । ମାତ୍ର ତାହାର ପଛରେ ଥିବା ଶାସ୍ତ୍ର ସମ୍ବନ୍ଧରେ ଆମ୍ଭେ କେବେ ହେଲେ ଜାଣିବାକୁ ଚେଷ୍ଟା କରି ନଥାଉ । ସ୍ନାନ ଆମ୍ଭ ଜୀବନରେ ଏକ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆପଣ ଜାଣିଛନ୍ତି କି ସ୍ନାନ କରିବାର ଏକ ନିର୍ଦ୍ଧାରିତ ସମୟ ତଥା ନିୟମ ରହିଅଛି ବୋଲି ?
ଅଧିକାଂଶ ସମୟରେ ଆମ୍ଭେ ନିଜର ସୁବିଧା ଅନୁସାରେ ଦିନରେ ଯେ କୌଣସି ସମୟରେ ସ୍ନାନ କରିଥାଉ । ମାତ୍ର ଏହି ଅଭ୍ୟାସ ବହୁତ ଖରାପ ହୋଇଥାଏ । ଏହା ଦ୍ଵାରା ଫାଇଦା କମ ଏବଂ କ୍ଷତି ଅଧିକ ହୋଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ସ୍ନାନ କରିବା ନିମନ୍ତେ କେଉଁ ସମୟ ଟି ସର୍ବୋତ୍ତମ ହୋଇଥାଏ ?
ଶାସ୍ତ୍ର ଅନୁସାରେ ବ୍ରହ୍ମ ସ୍ନାନ, ଦେବ ସ୍ନାନ, ରୁଷି ସ୍ନାନ, ମାନବ ସ୍ନାନ ଏବଂ ଦାନବ ସ୍ନାନ । ଏହା ସ୍ନାନର ମୁଖ୍ୟ ପ୍ରକାର ହୋଇଥାଏ । ଶାସ୍ତ୍ର ଅନୁସାରେ ବ୍ରହ୍ମ ମୂହୁର୍ତ୍ତ ରେ କରାଯାଉଥିବା ସ୍ନାନ କୁ ସର୍ବଶ୍ରେଷ୍ଠ ମାନାଯାଇଅଛି । କାରଣ ଏହି ସମୟ ଦେବତା ଙ୍କ ସମୟ ଅଟେ । ଏଣୁ ଏହି ସମୟରେ କରାଯାଇଥିବା ସ୍ନାନ କୁ ସର୍ବଶ୍ରେଷ୍ଠ ମାନାଯାଇଅଛି ।
ଦ୍ଵିତୀୟରେ ହେଉଛି ଦେବ ସ୍ନାନ, ସକାଳ ୫ ରୁ ୬ ମଧ୍ୟରେ କରାଯାଉଥିବା ସ୍ନାନ କୁ ଦେବସ୍ନାନ କୁହାଯାଇଥାଏ । ସମସ୍ତ ପବିତ୍ର ନଦୀ ମାନଙ୍କର ସ୍ମରଣ କରି କରାଯାଇଥିବା ସ୍ନାନ କୁ ମଧ୍ୟ ଶ୍ରେଷ୍ଠ ସ୍ନାନ ମାନାଯାଇଅଛି । ଏହି ସମୟରେ ସ୍ନାନ କରିବା ଦ୍ଵାରା ଆମ୍ଭ ଶରୀରରେ ସକାରତ୍ମକ ଊର୍ଜା ର ସଂଚାର ହୋଇଥାଏ ।
ଏହାଦ୍ଵାରା ସମସ୍ତ ପ୍ରକାରର ନକାରାତ୍ମକତା ବାରକୁ ଚାଲିଯାଇଥାଏ । ଦେବସ୍ନାନ କରିବା ଫଳରେ ଆମ୍ଭ ଶରୀର ସହିତ ଆମ୍ଭ ମନ ମଧ୍ୟ ପବିତ୍ର ହୋଇଯାଇଥାଏ । ତୃତୀୟରେ ରହିଛି ରୁଷିସ୍ନାନ, ସକାଳେ ଯେତେବେଳେ ଆକାଶରେ ତାରା ନଜର ଆସିଥାଏ, ସେହି ସମୟରେ କରାଯାଇଥିବା ସ୍ନାନ କୁ ରୁଷିସ୍ନାନ କୁହାଯାଇଥାଏ । ଏହା ମଧ୍ୟ ଶ୍ରେଷ୍ଠ ସ୍ନାନ ମଧ୍ୟରୁ ଗୋଟିଏ ଅଟେ ।
ଏହି ସମୟରେ ସ୍ନାନ କରିବା ଦ୍ଵାରା ଆମ୍ଭକୁ ମାନସିକ ଶାନ୍ତି ମିଳିଥାଏ । ୬ ରୁ ୮ ମଧ୍ୟରେ କରାଯାଉଥିବା ସ୍ନାନ କୁ ମାନବ ସ୍ନାନ କୁହାଯାଇଅଛି । ଏହି ସ୍ନାନ ସୂର୍ଯ୍ୟ ଉଦୟ ସମୟରେ ଅଥବା ସୂର୍ଯ୍ୟ ଉଦୟ ର ଠିକ ପରେ କୁ କୁହାଯାଇଥାଏ । ଏହି ସମୟରେ ସ୍ନାନ କରିବା ମଧ୍ୟ ବହୁତ ଉତ୍ତମ ମାନଯାଇଅଛି । ଶରୀରରେ ଦିନସାରା ସତେଜ ରହିଥାଏ ।
ଏବଂ ସକାରାତ୍ମକ ଊର୍ଜା ରେ ମନ ପରିପୂର୍ଣ୍ଣ ରହିଥାଏ । ପଞ୍ଚମ ସ୍ନାନ ସକାଳ ୮ ପରେ ସ୍ନାନ କରିବାକୁ ଆମ୍ଭ ଶାସ୍ତ୍ର ରେ ଅନୁଚିତ ମାନାଯାଇଅଛି । ଏହି ସମୟରେ ବାତାବରଣ ରେ ବ୍ୟାପ୍ତ ଦେବୀଶକ୍ତି ବହୁତ କମ ହୋଇଯାଇଥାଏ । ଏଥିପାଇଁ ମନୁଷ୍ୟରେ ଉତ୍ସାହ ଏବଂ ଊର୍ଜା ର ଅଭାବ ଆସିଥାଏ । ଏହାଦ୍ଵାରା ସେ ଦିନଜାକ ଆଳସ ର ଅନୁଭବ କରିଥାଏ ।
ସଂପୂର୍ଣ୍ଣ ଦିନରେ ଶରୀରରେ ସ୍ଵସ୍ତି ରହିଥାଏ ଏବଂ କୌଣସି କାର୍ଯ୍ୟ ରେ ମନ ଲାଗିନଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ