Vastu Shastra- ସକାଳ 8 ଟା ପରେ ଗାଧଉଥିବା ମହିଳା ମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ, ବାସ୍ତୁଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ଆମ୍ଭ ଜୀବନର ଅଭିନ୍ନ ଅଙ୍ଗ ଅଟନ୍ତି । ଆମ୍ଭ ଦ୍ଵାରା କରାଯାଇଥିବା ପ୍ରତ୍ୟକ କାର୍ଯ୍ୟ ର ଫଳ ଆମ୍ଭକୁ ଏହା ମାଧ୍ୟମରେ ହିଁ ମିଳିଥାଏ । ଆମ୍ଭେ ଦିନ ଜାକରେ ଯେଉଁ କାର୍ଯ୍ୟ ମଧ୍ୟ କରିଥାଉ, ଯେଉଁ କଥା ମଧ୍ୟ କହିଥାଉ, ଏଭଳିକି ଯାହା ଶୁଣିଥାଉ ତାହାର ପ୍ରଭାବ ଆମ୍ଭ ଜୀବନ ଉପରେ ନିଶ୍ଚିନ୍ତ ଭାବରେ ପଡିଥାଏ । କାରଣ ଘରର ବାସ୍ତୁ ପୁରୁଷ ର ଆମ୍ଭର ସମସ୍ତ କ୍ରିୟାକଳାପ ଉପରେ ନଜର ରହିଥାଏ ।

ବାସ୍ତୁଶାସ୍ତ୍ରରେ ଆମ୍ଭ ଜୀବନର ପ୍ରତ୍ୟକ କ୍ରିୟାକଳାପ ନିମନ୍ତେ କିଛି ନିର୍ଦ୍ଧିଷ୍ଟ ନିୟମ ସମ୍ବନ୍ଧରେ କୁହାଯାଇଅଛି । ଏଥି ମଧ୍ୟରୁ ଆମ୍ଭର ସ୍ନାନ କରିବା କ୍ଷେତ୍ରରେ ମଧ୍ୟ କିଛି ନିୟମ ରହିଅଛି । ଆସନ୍ତୁ ତେବେ ସେମାନଙ୍କର ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା ।

୧;- ମହିଳା ମାନଙ୍କୁ ସକାଳେ ଜଲ୍ଦି ଉଠି ସବୁଠାରୁ ପ୍ରଥମେ ସ୍ନାନ କରିବା ଆବଶ୍ୟକ । ଏହାପରେ ରୋଷେଇ ଘରେ ପ୍ରବେଶ କରିବାକୁ ହୋଇଥାଏ । ଶାସ୍ତ୍ରରେ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବାକୁ ସବୁଠାରୁ ଶୁଭ ମାନାଯାଇଅଛି । କାରଣ ଏହା ଦେବତା ଙ୍କ ସ୍ନାନ ର ସମୟ ଅଟେ । ମାତ୍ର ଏହା ସମ୍ଭବ ହୋଇ ପାରିନଥାଏ ଏଣୁ ସକାଳେ ଯେତେ ଜଲ୍ଦି ହୋଇପାରିବ ସେତେ ଜଲ୍ଦି ମହିଳା ମାନଙ୍କୁ ସ୍ନାନ କରିବା ଆବଶ୍ୟକ ।

୨;- ସ୍ନାନ ପରେ ଭଗବାନଙ୍କ ନାମ ସ୍ମରଣ କରିବା ଦ୍ଵାରା ଘରେ ସକାରାତ୍ମକ ଊର୍ଜା ବ୍ୟାପ୍ତ ହୋଇଯାଇଥାଏ । ଏବଂ ଶାନ୍ତି ଆସିଥାଏ । ଏଥିପାଇଁ ମହିଳା ମାନଙ୍କୁ ସ୍ନାନ ପରେ ସବୁଠାରୁ ପ୍ରଥମେ ଭଗବାନ ଙ୍କ ନାମ ସ୍ମରଣ କରିବା ଆବଶ୍ୟକ । ଏହାଦ୍ଵାରା ମାନସିକ ଚିନ୍ତା ଦୂର ହୋଇଥାଏ । ଏବଂ ପରିବାରରେ ସ୍ନେହଶ୍ରଦ୍ଧା ବନି ରହିଥାଏ ।

୩;- ମହିଳା ମାନେ ୮ ଟା ପରେ ସ୍ନାନ କରୁଥିଲେ ତାହା ଶାସ୍ତ୍ର ଅନୁସାରେ ଅସୁର ସ୍ନାନ ରେ ପରିଗଣିତ ହୋଇଥାଏ । ଏହି ସମୟରେ ସ୍ନାନ କରିଲେ ସର୍ବଦା ରୋଗ ଲାଗି ରହିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ସ୍ନାନ କରୁଥିବା ସମୟରେ କୌଣସି ମହିଳା ଙ୍କୁ ପୂର୍ଣ୍ଣ ରୂପରେ ଉଳଘ୍ନ ହୋଇ ସ୍ନାନ କରିବା ଉଚିତ ନୁହେଁ । ଏହା ବାସ୍ତୁ ଶାସ୍ତ୍ର ର ଦ୍ରୁଷ୍ଟି ରୁ ସଠିକ ହୋଇନଥାଏ । ମହିଳା ମାନଙ୍କୁ ସାର୍ବଜନୀକ ସ୍ତରରେ ନିବସ୍ତ୍ର ହୋଇ ସ୍ନାନ କରିବା ଉଚିତ ନୁହେଁ ।

ଯଦି ନିବସ୍ତ୍ର ହୋଇ ସ୍ନାନ କରିଥାଉ ତେବେ ଆମ୍ଭର ପୂର୍ବଜ ଆମ୍ଭର ଆଖପାଖ ରେ ରହିଥାନ୍ତି, ଏବଂ ଆମ୍ଭ ବସ୍ତ୍ରରୁ ପଡୁଥିବା ପାଣି କୁ ଗ୍ରହଣ କରିଥାନ୍ତି । ନିବସ୍ତ୍ର ସ୍ନାନ କରିବା ଦ୍ଵାରା ସେ ଏଭଳି କରିପାରନ୍ତି ନାହିଁ । ଏବଂ ସେମାନେ ଅତୃପ୍ତ ହୋଇ ଆମ୍ଭଠାରୁ କ୍ରୋଧିତ ହୋଇ ଯାଇଥାନ୍ତି । ତେଣୁ ଆପଣ ଏହିସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ ।

ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *