ବନ୍ଧୁଗଣ, ଅନେକ ଲୋକ କହିଥାନ୍ତି ଯେ ତାଙ୍କ ଘରେ ସବୁକିଛି ଓଲଟା ପାଲଟା ହୋଇଥାଏ । ଅର୍ଥାତ ଯେପରି କୌଣସି କାର୍ଯ୍ୟ ବନୁ ବନୁ ବିଗିଡି ଯାଇଥାଏ । କୌଣସି କାର୍ଯ୍ୟ ତାଙ୍କ ଇଛା ଅନୁଯାୟୀ ହୋଇନଥାଏ । ଆପଣଙ୍କ ଘରର ମାହୋଲ ଏତେ ନକାରତ୍ମକ ହୋଇଯାଏ ଯେ ନିଜ ଘରେ ଆପଣଙ୍କୁ ଅଣନିଶ୍ବାସୀ ଲାଗିଥାଏ । ଆପଣ ଏହି ସବୁ ରୁ ଛୁଟକାର ପାଇବାକୁ ଚାହୁଞ୍ଚନ୍ତି । ଆପଣଙ୍କ ମନ କୌଣସି କାର୍ଯ୍ୟ ରେ ମଧ୍ୟ ଲାଗିଥାଏ ।
ନାନା ପ୍ରକାରର ମାନସିକ ଚିନ୍ତା ମାନ ଉପୁଥାଏ । ଯଦି ଏହିଭଳି ସମସ୍ୟା ମାନ ଆପଣଙ୍କ ମଧ୍ୟରେ ଦେଖାଯାଇଥାଏ ତେବେ ଆପଣଙ୍କୁ କେବଳ ଏହି ଶବ୍ଦ ର ଉଚ୍ଚାରଣ କରିବା ଆବଶ୍ୟକ । ଆସନ୍ତୁ ଜାଣିବା ସେହି ବିଶେଷ ବିବରଣୀ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ଭଗବାନ ଭୋଳାନାଥ ଙ୍କ କୃପା ସମସ୍ତେ ପାଇବାକୁ ଚାହିଁଥାନ୍ତି । ଭୋଳାନାଥ ସ୍ଵଛ ମନରୁ ଜଳ ଅର୍ପିତ ତଥା ପୂଜା ପାଠ କରିବା ଦ୍ଵାରା ସନ୍ତୁଷ୍ଠ ହୋଇ ଯାଆନ୍ତି । ଭଗବାନ ଶିବ ସେମାନଙ୍କ ଆରାଧାନା ରେ ସନ୍ତୁଷ୍ଠ ହୋଇ ଭକ୍ତ ମାନଙ୍କୁ ନିଜ ଚମତ୍କାର ଦେଖାଇ ଥାନ୍ତି ।
କିନ୍ତୁ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ନୀତିଦିନ ସକାଳୁ ଉଠି ଆପଣ ଏହି ମନ୍ତ୍ର ଟିକୁ ଜପ କରନ୍ତୁ । ଭୋଳାନାଥ ମାତା ପାର୍ବତୀ ସର୍ବଦା ନିଜ ଭକ୍ତ ମାନଙ୍କ ଉପରେ କୃପା ବର୍ଷାଇଥାନ୍ତି । ଯଦି ଆପଣ ଜଣେ ବିଦ୍ୟାର୍ଥୀ ଅଟନ୍ତି ତେବେ ମଧ୍ୟ ଆପଣ ଏହି ଉପାୟ କୁ କରି ପାରିବେ । ଘରର ବଡ ମଧ୍ୟ ଏହି ଉପାୟଟିକୁ କରିବା ଆବଶ୍ୟକ । ଏହି ଉପାୟ ଲରିବା ଆଡବରା ଆପଣଙ୍କର ମାନସିକ ବିକାଶ ଏଭଳି ଭାବରେ ହେବ ଯେ ଆପଣ ନିଜ ପରୀକ୍ଷା ରେ ସଫଳ ହୋଇପାରିବେ । ଘରର ସ୍ତ୍ରୀ ମାନେ ମଧ୍ୟ ଏହି ଉପାୟ କୁ ନିଶ୍ଚିତ କରନ୍ତୁ ।
ସକାଳେ ଏହି ଶବ୍ଦ କହିବା ପୂର୍ବରୁ ଆପଣଙ୍କୁ ସ୍ନାନ କରିବା ମଧ୍ୟ ଆବଶ୍ୟକ ନାହିଁ । ଭଗବାନ ଙ୍କ ସହିତ ଜଡିତ ହୋଇ ରହିଥିବା ସମସ୍ତ କାର୍ଯ୍ୟ ରେ ଆପଣଙ୍କୁ ସ୍ଵଛତାର ଧ୍ୟାନ ରଖିବା ନିହାତି ଆବଶ୍ୟକ । ଯଦି ଆପଣଙ୍କ ଘରେ ବିବାହ କରି ଆସିଥିବା ନୂତନ ବୋଧୂ ଏହି ଉପାୟ ଟିକୁ କରନ୍ତି ତେବେ ସେ ଉତ୍ତମ ସନ୍ତାନ କୁ ଜନ୍ମ ଦେବେ । ଏହା ସହିତ ଆପଣଙ୍କ ଘର ନିମନ୍ତେ ବହୁତ ଭାଗ୍ୟଶାଳୀ ସିଦ୍ଧ ହେବେ । ଆପଣଙ୍କ ବୈବାହିକ ଜୀବନ ବହୁତ ଉତ୍ତମ ହୋଇଯିବ । ଏଭଳି ଶୁଭଫଳ ମିଳିବ ଯାହାର ଆପଣ କେବେ କଳ୍ପନା ମଧ୍ୟ କରି ନଥିବେ ।
ସେହିଭଳି ବୟସ୍କ ଲୋକ ଦୀର୍ଘାୟୁ ତଥା ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଏହି ଉପାୟ କରି ପାରିବେ । ବ୍ୟାପାରୀ ଲୋକେ ନିଜ ବ୍ୟାପାର କୁ ବଢାଇବା ନିମନ୍ତେ ଏହି ଉପାୟ କୁ କରିପାରିବେ । ସେହି ମନ୍ତ୍ର ଟି ହେଉଛି,- ” କରାଗ୍ରେ ବଶତେ ଲକ୍ଷ୍ମୀ: କରମଧ୍ୟେ ସରସ୍ଵତୀ: କରମୂଲେ ତୁ ଗୋବିନ୍ଦ: ପ୍ରଭାତେ କରଦର୍ଶନମ: ଏହି ମନ୍ତ୍ର ଟିକୁ ଜପ କରିଲେ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ । ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ