ସକାଳୁ ଉଠି କେଉଁ କାମ କଲେ ଚମକି ଥାଏ ଭାଗ୍ୟ, ପଢନ୍ତୁ ଆଜିର 15 Anuchinta

ବନ୍ଧୁଗଣ, ଗୋଟିଏ ଦିନର ଆରମ୍ଭ ସକାଳରୁ ହୋଇଥାଏ । ଯଦି ସକାଳ ଟି ଆମର ଭଲ ଥାଏ ତା ହେଲେ ଆମର ପୁରା ଦିନ ଭଲ ଯାଇଥାଏ ଓ ଯଦି ସକାଳଟି ତେବେ ପୁରା ଦିନ ହିଁ ଆମର ଖରାପ ରେ ଯାଇଥାଏ ।

ଏମିତିରେ ସକାଳୁ ଉଠିଲା ପରେ ଆମ୍ଭେ ଯେଉଁ ସବୁ ଜିନିଷ ଦେଖିଥାଉ ପୁରା ଦିନ ଟି ସେହିଭଳି ଅନୁକୂଳ ଅଥବା ପ୍ରତିକୂଳ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ କି ସକାଳୁ ଉଠି କଣ କରିବା ଉଚିତ ଯାହା ଦ୍ଵାରା ଆମର ପୁରା ଦିନ ଭଲରେ କାଟିବ । ତେବେ ଚାଲନ୍ତୁ ଜାଣିନେବା ଆଜିର କିଛି ଅନୁଚିନ୍ତା ବିଷୟରେ ।

୧- ମଣିଷର ହାତରେ ଅକ୍ଷୟ ଶକ୍ତି ରହିଥାଏ । ଏଣୁ ସକାଳୁ ଉଠିଲା ପରେ ସର୍ବପ୍ରଥମେ ନିଜର ଦୁଇଟି ପାପୁଲି କୁ ଦେଖିବା ଉଚିତ ।

୨- ସକାଳୁ ଉଠିବା ପରେ ସର୍ବ ପ୍ରଥମେ ଆଇନରେ ନିଜ ଚେହେରା କୁ ଦେଖିବା ଅନୁଚିତ । ଏହା ଅଶୁଭ ହୋଇଥାଏ ।

୩- ସକାଳୁ ଉଠିଲା ପରେ ନିଜର ଅଥବା ଅନ୍ୟ ଲୋକଙ୍କର ଛାଇ କୁ ଦେଖିବା ଅନୁଚିତ । ଏହା ଦୁର୍ଭାଗ୍ୟ ବୃଦ୍ଧି କରିଥାଏ ।

୪- ସକାଳୁ ଉଠିବା ପରେ ଯଦି କୁକୁରକୁ ବାହାରେ ଲଢେଇ କରୁଥିବାର ଦେଖନ୍ତି ତେବେ ଏହା ବହୁତ ଅଶୁଭ ହୋଇଥାଏ ।

୫- ସକାଳୁ ଉଠିବା ପରେ ଯେ କୌଣସି ପଶୁ ଜନ୍ତୁ ଙ୍କ ଫଟୋ ଦେଖିବା ଅନୁଚିତ ଏହାଦ୍ଵାରା ଦିନସାରା ଯେ କୌଣସି ବିବାଦ ଦେଖା ଦେଇପାରେ ।

୬- ତୈଳ ପାତ୍ର କୁ ସକାଳେ ଉଠି ଦେଖିବା କଥା ନୁହେଁ ଏହା ଦ୍ଵାରା ପୁରା ଦିନଟି ଖରାପ କଟିଥାଏ ।

୭- ସକାଳୁ ଉଠିଲା ପରେ ନଡିଆ, ମୟୁର ଫଟୋ ଅଥବା ହଂସ ର ଫଟୋ ଆଦି ଦେଖିଲେ, ଆପଣଙ୍କ ଦିନଟି ଶୁଭ ହୋଇଥାଏ ।

୮- ଆପଣ ଶୋଇଥିବା ବିଛଣାକୁ ଭଲଭାବେ ସଜାଡି କରି ସକାଳୁ ରଖିବା ଦ୍ଵାରା ଆପଣଙ୍କ ଜୀବନରେ ଏହା ଭଲ ପ୍ରଭାବ ପକାଇଥାଏ ।

୯- ସୂର୍ଯ୍ୟ ଙ୍କ ରଶ୍ମୀ ଯେପରି ଘରେ ପ୍ରବେଶ କରିବା ସେଥିପାଇଁ ସକାଳୁ ଝରକା ଖୋଇଲା ରଖିବା ଉଚିତ । ଏହା ଶୁଭ ହୋଇଥାଏ ।

୧୦- ସକାଳୁ ଉଠିବା ପରେ ତମ୍ବା ପାତ୍ରରେ ରଖାଯାଇଥିବା ଜଳ ସେବନ କରିବା ଉଚିତ । ଏହା ଶରୀର ନିମନ୍ତେ ହିତକର ହୋଇଥାଏ ।

୧୧- ସକାଳୁ ଉଠିଲା ପରେ ଘଣ୍ଟି ଶଦ୍ଦ ଅଥବା ଶଙ୍ଖ ଧ୍ୱନି ଶୁଣାଗଲେ, ବହୁତ ଶୁଭ ହୋଇଥାଏ ।

୧୨- ସକାଳୁ ବାହାରିଲା ପରେ ଯଦି ସଫେଇ କର୍ମଚାରୀ କାର୍ଯ୍ୟରତ ଦେଖନ୍ତି ତେବେ ଏହା ଶୁଭ ହୋଇଥାଏ ।

୧୩- ତୁଳସୀ ଦାସ କହିଛନ୍ତି, ସକାଳୁ ଖାଇସାରି ହନୁ ମାନଙ୍କୁ ପୂଜା କରିବା ଉଚିତ । ଖାଲି ପେଟରେ ପୂଜା କଲେ ଅଶୁଭ ହୋଇଥାଏ ।

୧୪- ସକାଳୁ ଉଠି ଖାଲି ପେଟରେ ପ୍ରଚୁର ପାଣି ପିଇବା ଦ୍ଵାରା ମୁଣ୍ଡବିନ୍ଧା ଦୂର ହେବା ସହିତ ଶରୀର ଫୁର୍ତି ରହିଥାଏ ।

୧୫- ସକାଳୁ ପ୍ରଚୁର ପାଣି ପିଇବା ଦ୍ଵାରା ହଜମଶକ୍ତି ବୃଦ୍ଧି ହୋଇଥାଏ ଏବଂ ଶରୀର କ୍ରିୟାଶୀଳ ହୋଇଥାଏ ।

୧୬- ସକାଳୁ ଖାଲି ପେଟରେ ପ୍ରଚୁର ପାଣି ପିଇବା ଦ୍ଵାରା ଶରୀରର ଓଜନ ନିୟନ୍ତ୍ରଣ ହୋଇଥାଏ ଏବଂ ପେଟ କମିଥାଏ ।

୧୭- ସକାଳୁ ଉଠି ପ୍ରଚୁର ପାଣି ପିଇବା ଦ୍ଵାରା ଚେହେରାରେ ଚମକ ଆସିଥାଏ । ଏବଂ ମୁଖବ୍ରଣ ଦୂର ହେବାରେ ଏହା ସାହାର୍ଯ୍ୟ କରିଥାଏ । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *