ଶୀଘ୍ର ପତନ ବା ସହବାସରେ ସମସ୍ୟା ? ଜାଣନ୍ତୁ କାରଣ ଓ ଚିକିତ୍ସା (Dr Debabrata Sabat)

ବିବାହ ପରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଯ-ଔନା-ଙ୍ଗ ସମସ୍ୟା ଦେଖିବାକୁ ମିଳିଥାଏ । ଯୁବା ବୟସରେ ଥିବା ମହିଲା ଏବଂ ପୁରୁଷ ଉଭୟକୁ ଏହି ସମସ୍ୟା ଦେଇ ଯିବାକୁ ପଡିଥାଏ । ଯେପରିକି ଯୌନି ଶକ୍ତ ନ ହେବା ବା ଧାତୁ ପତନ  ହେବା  ଏବଂ ଯୌନିଙ୍ଗ ପରେ ସନ୍ତୁଷ୍ଟ ନ ଆସିବା ଆଦି ସମସ୍ୟା ହୋଇଥାଏ । ଅନେକ ସମୟରେ ଯୌନିଙ୍ଗ ସମ୍ବନ୍ଧ ରଖିବା ବା ସହବାସ କରିବା ପାଇଁ ଇଛା ପ୍ରକାଶ ନ ହେବା  ଇତ୍ୟାଦି ଦେଖାଯାଇଥାଏ ।

ପୁରୁଷ ମାନଙ୍କ ସମସ୍ୟା ହେଉଛି ଶୀଘ୍ର ଧାତୁ ପତନ ହୋଇଯିବା ସହବାସ ପରେ ମଧ୍ୟ ଧାତୁ ନ ବାହାରିବା ଏବଂ କୋଣସି ପ୍ରକାରର ଇଛା ଆସିନଥାଏ ଯେ ସହବାସ କରିବା ପାଇଁ ଏହି ସମସ୍ୟା ପୁରୁଷମାନଙ୍କୁ ବଂଶାଗତ ଭାବରେ ମଧ୍ୟ ହୋଇଥାଏ । ଯଦି ପୁରୁଷକୁ ଶ୍ଵାସ ରୋଗ ହେଉ ବା ବଂଶ ଗତ ରୋଗ ହେଲେ ମଧ୍ୟ ଏହି ସମସ୍ୟା  ଦେଖାଯାଇଥାଏ ।

ଯଦି ଆପଣଙ୍କୁ ଡାଇବେଟିସ ,ବ୍ଲଡ଼ପ୍ରେସର , ଏବଂ କୋଣସି ଅପରେଶନ ହୋଇଥାଏ ତେବେ ମଧ୍ୟ ଆପଣଙ୍କୁ ସହବାସ କରିବା ପାଇଁ ମନ ହୋଇନଥାଏ । ଶୀଘ୍ର ଧାତୁ ପତନ ହେବା ହେଉଛି ଏକ ମୁଖ୍ୟ କାରଣ ଯ-ଔନା-ଙ୍ଗ ସମସ୍ୟାର । ଏହି ବିଷୟ କୁ ନେଇ ପ୍ରାୟତ ଲୋକେ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି । ପୁରୁଷ ମାନେ ଡାକ୍ତରଙ୍କୁ ଏହା କହିଥାନ୍ତି ଯେ ଶୀଘ୍ର ଧାତୁ ପତନ ହୋଇଯାଉଛି ଏହା ଦ୍ଵାରା ଆଉ ଯ-ଔନା-ଙ୍ଗ କରିବା ପାଇଁ ଇଛା ହଉନି ।

କେବଳ ପୁରୁଷକୁ ଏହି ସମସ୍ୟା ହୋଇନଥାଏ ବରଂ ସ୍ତ୍ରୀମାନଙ୍କ ଭିତରେ ମଧ୍ୟ ଏହା ଦେଖାଯାଇଥାଏ । କିନ୍ତୁ ପୁରୁଷଙ୍କ ଭଳି ସ୍ତ୍ରୀମାନେ ଏହି ବିଷୟକୁ ନେଇ ଡାକ୍ତରଙ୍କ ପାଖ କୁ ଯାଇନଥାନ୍ତି । ସ୍ତ୍ରୀ ମାନେ ମଧ୍ୟ ସହବାସ କରିବାକୁ ଏତେ ଇଛା ପ୍ରକାଶ କରନ୍ତି ନାହିଁ , କାରଣ ସହବାସ ସମୟରେ ସେମାନଙ୍କୁ ମାନସିକ ଏବଂ ଶାରୀରିକ ଭାବରେ ଯନ୍ତ୍ରଣା ଭୋଗିବାକୁ ପଡିଥାଏ ।

ସହବାସ ସମୟରେ ସ୍ତ୍ରୀମାନଙ୍କୁ ଯେଉଁ ଭଳି ରିଲାକ୍ସ ହେବା ତାହା ହୋଇନଥାଏ ଶୁଖିଲା ରହି ଯାଇଥାଏ ଯାହା ଫଳରେ ସେମାନଙ୍କୁ ଯ-ଔନା-ଙ୍ଗ ସମ୍ପକ ରଖିବାର ପାଇଁ ଇଛା କରି ନ ଥାନ୍ତି । ଶରୀରରେ ସହବାସ କୁ ବଜାଇ ରଖିବା ପାଇଁ ଏକ ହୋରମୋନ ରହିଥାଏ । ଏହା ପୁରୁଷଙ୍କ ପାଖରେ ଚାଳିଶ ରୁ ପଚାଶ ବୟସ ଯାଏ ବଢି ରହିଥାଏ । କିନ୍ତୁ ଆଜିକା ସମୟରେ ଏହା ଚାଳିଶ ବୟସରେ ହିଁ କମିଯାଇଥାଏ , ଯାହା ଦ୍ଵାରା ସେମାନଙ୍କୁ ଯ-ଔନା-ଙ୍ଗ ସମ୍ବନ୍ଧ ରଖିବାରେ ସମସ୍ୟା ସୃଷ୍ଟି କରିଥାଏ ।

ଏହି ଯ-ଔନା-ଙ୍ଗ ସମସ୍ୟାକୁ ଚିହ୍ନିବା ପାଇଁ ଡାକ୍ତର ପୁରୁଷଙ୍କ ରକ୍ତ ପରୀକ୍ଷା କରି ବ୍ୟକ୍ତିର କୋଣସି ରୋଗ ଅଛି କି ନାହିଁ କେଉଁ କାରଣ ଆଦି କୁ ଜାଣିପାରନ୍ତି । ଏହା ର ଚିକିତ୍ସା ପାଇଁ ଡାକ୍ତର ବ୍ୟକ୍ତି ଠାରୁ ଯ-ଔନା-ଙ୍ଗ ପାଇଁ କେତେ ଜ୍ଞାନ ରହିଛି ଆଉ କଣ ସେ ଭାବୁଛି ତାହା ଜାଣନ୍ତି ଓ ତାହାକୁ ଉତ୍ତମ ଉପଦେଶ ଦେଇ ଏହି ବିଷୟରେ ଅଧିକ ଜ୍ଞାନ ପ୍ରଦାନ କରିଥାନ୍ତି । ଏହା ସହିତ ଶକ୍ତି ବୃଦ୍ଧି କରିବା ପାଇଁ ସୁଷମ ଫଳ ପନିପରିବା , ବାୟାମ , ଯୋଗ ଆଦି ର ପରାମର୍ଶ ଦେଇଥାନ୍ତି । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *