Garuda Puran- ସ୍ତ୍ରୀ ପୂର୍ବରୁ ସ୍ବାମୀର କାହିଁକି ହୋଇଥାଏ ମୃତ୍ୟୁ ? ସଧବା ମହିଳା ମାନେ ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ, ମହିଳା ଙ୍କ ଏହି 3 ଟି ଭୁଲ କାରଣରୁ ସ୍ଵାମୀ ଙ୍କ ମୃତ୍ୟୁ ଆଗେ ହୋଇଯାଇଥାଏ । ଭଗବାନ କରନ୍ତୁ ଦୁନିଆର କୌଣସି ମହିଳା ଏହି ଭୁଲ ଆଦୌ କରନ୍ତୁ ନାହିଁ । ଶାସ୍ତ୍ର ରେ କୁହାଯାଇଅଛି ଯେ ଜଣେ ବ୍ୟକ୍ତି ର ଜୀବନ ସେବେ ପର୍ଯ୍ୟନ୍ତ ଅଧୁରା ରହିଥାଏ ଯେ ପର୍ଯ୍ୟନ୍ତ ତାହାର ଜୀବନ ସାଥି ଅର୍ଥାତ ତାହାର ବିବାହ ନ ହେଇଯାଏ । ଅର୍ଦ୍ଧାଙ୍ଗିନି କହୁଥିବା ପତ୍ନୀ ନିଜ ସ୍ଵାମୀ ଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ନିମନ୍ତେ କିଛି ଏଭଳି ପ୍ରୟାସ କରିଥାଏ ଯେଉଁ କାରଣରୁ ତାହାର ସ୍ଵାମୀ ଜିବନ୍ତ ରହିଥାଉ ।

ସାବିତ୍ରୀ ବ୍ରତ ରଖିବା, କେତେକ ପୂଜା ପାଠ କରିବା, ଧାର୍ମିକ ଯାତ୍ରା କରିବା, ଆଦି ସାମିଲ ଅଛି । ମାତ୍ର ଏହାପରେ ମଧ୍ୟ ବୃଦ୍ଧ ହେବା ପୂର୍ବରୁ ସ୍ଵାମୀ ଙ୍କ ମୃତ୍ୟୁ ହୋଇଯାଇଥାଏ । ତେବେ ଏପରି କେଉଁ କାରଣ ବଶତ ହୋଇଥାଏ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ଜାଣିନେବା ।

୧; ଯେତେବେଳେ କୌଣସି ନାରୀ ବିଶେଷ କରି ସାବିତ୍ରୀ ବ୍ରତ ରେ ନିଜ ସ୍ଵାମୀ ପାଇଁ ବ୍ରତ ରଖିଛନ୍ତି କିନ୍ତୁ ଆପଣ ଲୁଚି ଭୋଜନ ଗ୍ରହଣ କରି ନେଉଛନ୍ତି ଅର୍ଥାତ ପାଣି ମଧ୍ୟ ସେବନ କରିନେଉଛନ୍ତି ତ ଏଥିରୁ ଭବିଷ୍ୟତରେ ସ୍ଵାମୀ ଙ୍କ ମୃତ୍ୟୁ ଆବଶ୍ୟକ ପୂର୍ବ ରୁ ହୋଇଯାଇଥାଏ ।

୨; କଥା କଥା ରେ ସ୍ଵାମୀ ର ମିଛ ରାଣ ଖାଇବା, ସ୍ଵାମୀ ଙ୍କୁ କଥା କଥା ରେ ମିଛ କହିବା ତଥା ଝଗଡା କରିବା, ଖରାପ ଖରାପ ଗାଳି ଦେବା ଇତ୍ୟାଦି ଘୋର ପାପ ସହିତ ସମାନ ହୋଇଥାଏ । ଏଭଳି ମାନାଯାଇଅଛି ଯେ ନିକଟ ଭବିଷ୍ୟତ ରେ ସେହି ସମ୍ପର୍କ ଭାଙ୍ଗିଯାଇଥାଏ । ଏବଂ ଯୁବାସ୍ଥରେ ସ୍ଵାମୀ ଙ୍କ ମୃତ୍ୟୁ ନିଶ୍ଚିତ ଭାବରେ ହୋଇଯାଇଥାଏ ।

୩; ଗରୁଡ ପୁରାଣ ରେ କୁହାଯାଇଅଛି ଯେ ଯେତେବେଳେ କେଉଁ ନାରୀ ମାଂସ ର ସେବନ କରିଥାଏ, ସେତେବେଳେ ତାଙ୍କ ସ୍ଵାମୀ ଙ୍କ ଉପରେ କଷ୍ଟ ଆସିଥାଏ, ଏବଂ ତାହାର ମୃତ୍ୟୁ ଯୁବାସ୍ଥାରେ ହୋଇଯାଇଥାଏ । ବୃହସ୍ପତି ବାରରେ ମୁଣ୍ଡ ଧୋଇବା ଦ୍ଵାରା ସ୍ଵାମୀ ର ମୃତ୍ୟୁ ଏବଂ ସନ୍ତାନ ର ମୃତ୍ୟୁ ନିକଟ ଭବିଷ୍ୟତ ରେ ନିଶ୍ଚିତ ଭାବରେ ହୋଇଯାଇଥାଏ । ସ୍ଵାମୀ ଥାଉ ଥାଉ ଅନ୍ୟ ପୁରୁଷ ଙ୍କୁ ଦେଖିବା ଅଥବା ସମ୍ବନ୍ଧ ସ୍ଥାପିତ କରିବା ଦ୍ଵାରା ତାଙ୍କ ସ୍ଵାମୀ ଙ୍କ ମୃତ୍ୟୁ ଯୁବାସ୍ଥାରେ ହୋଇଯାଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *