ଦୁନିଆର ସବୁଠୁ ଚମତ୍କାରୀ ଫଳ ଯାହା ଆପଣଙ୍କୁ ମରଣ ମୁହଁରୁ ବି ଟାଣି ଆଣିବ, ଲକ୍ଷେ ରୋଗର ଗୋଟିଏ ଜବାବ ….

ନମସ୍କାର ବନ୍ଧୁଗଣ, ସବୁ ଫଳରେ କିଛି ନା କିଛି ଗୁଣ ରହିଛି ଯାହା ଆମ ଶରୀର ପାଇଁ ଭଲ ହୋଇଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଫଳ ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ଯାହାର ସେବନ ଆପଣ ବାସ ଗୋଟିଏ କରି ଅନେକ ଫାଇଦା ପାଇପାରିବେ । ବଡ ବଡ ରୋଗରୁ ବି ଆପଣ ଏହି ସାମାନ୍ୟା ଫଳ ଖାଇବା ଦ୍ଵାରା ମୁକ୍ତି ପାଇପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଫଳ ସମ୍ପର୍କରେ ଯାହା ଆପଣଙ୍କୁ ବଡ ରୋଗରୁ ମଧ୍ୟ ମୁକ୍ତି ଦେବ ।

ଶରୀରକୁ ସବୁଠାରୁ ଅଧିକ ଫାଇଦା ଦେଉଥିବା ସେହି ଫଳଟି ହେଉଛି କିୱି । କେବଳ ଚାଇନା ରେ ଏହି ଫଳ ମିଳୁଥିଲା କିନ୍ତୁ କେବଳ ୧୦, ୧୫ ବର୍ଷରେ ଏହି ଫଳ ଏତେ ଫାଇଦା ଲୋକଙ୍କୁ ଦେବାକୁ ଲାଗିଲା କି ଏହା ସମ୍ପୂର୍ଣ ଲୋକପ୍ରିୟ ହେବାକୁ ଲାଗିଲା । ଯାହା ଏବେ ଭାରତରେ ମଧ୍ୟ ମିଳିବାକୁ ଲାଗିଲାଣି । କିୱି ଖାଇବା ଦ୍ଵାରା ଆପଣଙ୍କୁ ଭିଟାମିନ-c ମିଳିଥାଏ । ଏଥିରୁ ଆହୁରି ଅନେକ କିଛି ନ୍ୟୁଟ୍ରିସନ ମିଳିଥାଏ ।

କିନ୍ତୁ ଅଧିକ ମାତ୍ରାରେ ଭିଟାମିନ- c ମିଳିଥାଏ । ଭିଟାମିନ- c ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ବଢିଥାଏ । ଭିଟାମିନ- c ଆପଣଙ୍କ ଶରୀରରେ ଅଧିକ ମାତ୍ରାରେ ରହିବା ଦ୍ଵାରା ଆପଣ ରୋଗ ମୁକ୍ତ ରହିଥାନ୍ତି । ଯଦି ଆପଣ ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି କିୱି ଖାଉଛନ୍ତି ତେବେ ଆପଣଙ୍କ ଶରୀରରେ କେଉଁଠାରେ ବି କିଛି ଇନଫେକସନ ହେବ ନାହିଁ ।

କିୱି ଫଳ ଖାଇବା ଦ୍ଵାରା ଆପଣଙ୍କ ଶରୀରରେ ବଢିଥିବା ଲୋକଙ୍କ ବ୍ଲଡ଼ ପ୍ରେସର କମ ରହିଥାଏ । ତେଣୁ ଏହାକୁ ଖାଇବା ଦ୍ଵାରା ଆପଣଙ୍କ ବ୍ଲଡ଼ ପ୍ରେସର ନରମାଲ ରହିଥାଏ । ଏହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀରରେ ଖରାପ କୋଲେଷ୍ଟ୍ରଲ ତଥା LDL କମିବାକୁ ଲାଗିଥାଏ । କିୱି ଖାଇବା ଦ୍ଵାରା ଟ୍ରାଇଗ୍ଲିସେରାଇଡ ଲେବଲ ମଧ୍ୟ କମ ହୋଇଥାଏ ।

କିୱି ବ୍ଲଡ଼ରେ ଥିବା ପ୍ଲାଟି ଲେଡସକୁ ପରସ୍ପର ମଧ୍ୟରେ ଚିପକି ରହିବାରୁ ରୋକି ଥାଏ । ଏହାଦ୍ଵାରା ଆପଣଙ୍କ ଶରୀର କ୍ଳଟିଙ୍ଗ ହେବାର ସମସ୍ୟା କମ ହୋଇଯାଇଥାଏ । ଏବଂ ଆପଣଙ୍କ ଶରୀରରେ ହାର୍ଟ ଆଟାକ ଏବଂ ଷ୍ଟ୍ରୋକ ଭଳି ବିମାରୀ କମ ଦେଖା ଦେଇଥାଏ । ଏହା ଆପଣଙ୍କ ଶରୀରର ସୁଜନକୁ କମ କରିବାର କାମ କରିଥାଏ ।

ଯେଉଁ ଲୋକଙ୍କ ଠାରେ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦେଖା ଦେଇଥାଏ ସେମାନଙ୍କ ପାଇଁ କିୱି ଫଳ ବହୁତ ଫାଇଦା ଆଣିଦେଇଥାଏ । କିୱି ଆପଣଙ୍କ ଶରୀରରେ ଭିଟାମିନ- A ର ମାତ୍ରା ବଢାଇଥାନ୍ତି । ଆଉ ଏହା ଆପଣଙ୍କ ଦୃଷ୍ଟି ଶକ୍ତି ପାଇଁ ବହୁତ ଭଲ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *