Jyotish Shastra- ସବୁଠୁ ଅଧିକ ଲକି ହୋଇଥାନ୍ତି ଏହି 2 ଟି ନାମର ଝିଅ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ର ବ୍ୟକ୍ତିତ୍ବ ସମ୍ବନ୍ଧରେ ଜାଣିବା ବହୁତ କଷ୍ଟକର ହୋଇଥାଏ । ବ୍ୟକ୍ତି ର ଚେହେରା ରୁ ବ୍ୟକ୍ତି ର ଗୁଣ ଭଲ ଅଥବା ମନ୍ଦ ତାହା ଜଣା ପଡ଼ି ନଥାଏ ।

କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତି ର ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତି ର ବ୍ୟକ୍ତିତ୍ବ ସମ୍ବନ୍ଧରେ ଜଣା ପଡ଼ିଥାଏ । ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ହିଁ ସେହି ବ୍ୟକ୍ତି ର ଗୁଣ ଓ ସ୍ୱଭାବ ଦର୍ଶାଇ ଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଦୁଇଟି ନାମର ଝିଅ ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ସ୍ୱୟଂ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସେମାନେ ସର୍ବଦା ଅନ୍ୟକୁ ଖୁସି ପ୍ରଦାନ କରିଥାନ୍ତି ।

ଏହି ନାମ ଥିବା ଝିଅ କେବେବି ଅନ୍ୟ ମାନଙ୍କ ପାଇଁ ନିଜ ମନରେ କିଛି ବି କଥା ରଖନ୍ତି ନାହିଁ । ଏହି ଝିଅ ମାନଙ୍କ ଏହି ସ୍ୱଭାବ ଯୋଗୁଁ ଏମାନେ ନିଜ ଘର ଓ ପରିବାର ପାଇଁ ମଧ୍ୟ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି । ତେବେ ଆସନ୍ତୁ ସେହି ଦୁଇ ନାମ ର ଝିଅ ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି, ‘N’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନେ ସଫା ହୃଦୟ ର ହୋଇଥାନ୍ତି । ଏହି ଝିଅ ମାନେ ନିଜ ଦୁନିଆ ରେ ହିଁ ହଜି ଯାଇଥାନ୍ତି । ଏମାନଙ୍କ ପାଖରେ ଧନ ଓ ଐଶ୍ୱର୍ଯ୍ୟ ର ଆଦୌ ଅଭାବ ନଥାଏ । ଏମାନଙ୍କ ଭାବନା ହିଁ ଏମାନଙ୍କୁ ସଫଳତା ର ମାର୍ଗ ରେ ପହଞ୍ଚାଇଥାଏ । ଏହି ନାମର ଝିଅ ମାନେ ଆବଶ୍ୟକ ସମୟରେ ଅନ୍ୟ ବ୍ୟକ୍ତି ଙ୍କ ସାହାଯ୍ୟ ମଧ୍ୟ କରିଥାନ୍ତି ।

ଏମାନଙ୍କ ଖାସ ଗୁଣ ହେଉଛି ଯେ, ଏମାନେ ସର୍ବଦା ନିଜ ଜୀବନରେ ନୂଆ ନୂଆ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ଏମାନେ ଗଙ୍ଗା ଭଳି ପବିତ୍ର ଅଟନ୍ତି । ଏମାନଙ୍କୁ ନିଜର ମାନ ସମ୍ମାନ ଅତ୍ୟନ୍ତ ପ୍ରିୟ ଅଟେ ଏବଂ ଏଥିପାଇଁ ଏହି ଝିଅ ମାନେ ସମସ୍ତ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ଏହି ଝିଅ ମାନେ ଏଭଳି କୌଣସି କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ । ଯାହାଦ୍ୱାରା ଏମାନଙ୍କ ମାନ ସମ୍ମାନ ହାନି ହୋଇଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି,’S’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ନିଜ ନାମ ଭଳି ଅତ୍ୟନ୍ତ ସୁନ୍ଦର ଓ ପବିତ୍ର ହୋଇଥାନ୍ତି । ଏମାନେ ସର୍ବଦା ଅନ୍ୟକୁ ଖୁସି ଦେବାକୁ ଚାହିଁଥାନ୍ତି ଏବଂ ମିଳିମିଶି କାର୍ଯ୍ୟ କରିବାରେ ବିଶ୍ୱାସ ରଖନ୍ତି । ଏହି ନାମର ଝିଅ ଙ୍କ ନାମ ରେ ହିଁ ତାଙ୍କର ପବିତ୍ରତା ଝଲସି ଥାଏ ।

ଏହି ନାମର ଝିଅ ମାନଙ୍କୁ ମଧ୍ୟ ନିଜର ମାନ ସମ୍ମାନ ବହୁତ ପ୍ରିୟ ହୋଇଥାଏ ଏବଂ ନିଜର ମାନ ସମ୍ମାନ ପାଇଁ ଏମାନେ କିଛି ବି ତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଯାନ୍ତି । ଏହି ଝିଅ ମାନେ ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାନ୍ତି ଏବଂ ଏହି କାରଣରୁ ଏମାନଙ୍କୁ ବହୁତ ଶୀଘ୍ର ନିଜର ଭଲ ପାଇବା ମଧ୍ୟ ମିଳିଯାଏ ।

କିନ୍ତୁ ଏମାନେ ଭଲ ପାଇବା କ୍ଷେତ୍ରରେ ଅନେକ ବିପଦ ର ସାମ୍ନା କରିଥାନ୍ତି । ଏହି ନାମର ଝିଅ ମାନେ ଆକର୍ଷକ ଛବି ର ମାଲିକ ଅଟନ୍ତି । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *