ସାବଧାନ ! ଶନିବାର ଦିନ ଭୁଲ୍ ରେ ବି ଏହି ସବୁ ଭୁଲ କରନ୍ତୁ ନାହିଁ, ଶନିଦେବ ହୁଅନ୍ତି କ୍ରୋଧିତ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନ୍ୟାୟର ଦେବତା ହେଉଛନ୍ତି ଭଗବାନ ଶନି ଦେବତା । ଶନିବାର ଦିନ ଭଗବାନ ଶନି ଦେବତାଙ୍କର ବାର ବୋଲି କୁହାଯାଇଥାଏ । ଆଜି ଆପଣ ମାନେ ଜାଣିବାକୁ ପାଇବେ ଏପରି କେତେକ ଜିନିଷ ଅଛି । ଯାହାକୁ ଶନିବାର ଦିନ ଘରକୁ ଆଣିବା ଉଚିତ ହୋଇନଥାଏ । ଏହା ଦ୍ଵାରା ଆପଣଙ୍କ ଉପରେ ପ୍ରଭୁ ଶନିଦେବଙ୍କର କୋପଦୃଷ୍ଟି ରହିଥାଏ । ଯଦି ଆପଣଙ୍କର ଉପରେ ଶନିଦଶା ରହୁଥାଏ ତେବେ ମଧ୍ୟ ଆପଣଙ୍କୁ କିଛି ନିୟମର ବିଶେଷ ଭାବେ ପାଳନ କରିବା ଉଚିତ ।

ଶନିବାର ଦିନ କେବେ ମଧ୍ୟ ଲୁହାର ଜିନିଷ ଘରକୁ ଆଣିବା ଉଚିତ ହୋଇନଥାଏ । ଯଦି ଆପଣ ଶନିବାର ଦିନ ଲୁହା ଜିନିଷ ଘରକୁ ଆଣିଥାନ୍ତି । ତେବେ ଘରେ କଳି ଝଗଡା ଓ ଅଶାନ୍ତି ସୃଷ୍ଟି ହୋଇଥାଏ । ଶନିବାର ଦିନ କଳା ରାଶି ଦାନ କରିବା ଶୁଭ ହୋଇଥାଏ କିନ୍ତୁ ଏହି ଦିନ ଘରକୁ କଳା ରାଶି ଆଣିବା ଶୁଭ ହୋଇନଥାଏ ।

ଶନିବାର ଦିନ ଭଗବାନଙ୍କୁ ଶୋରିଶ ତେଲ ଅର୍ପଣ କରିପାରିବେ କିନ୍ତୁ ଘରକୁ କୌଣସି ତେଲ କିଣିକି ଆଣିବେ ନାହିଁ । ଶନିବାର ଦିନ ରଙ୍ଗ ସମ୍ବଦ୍ଧୀୟ କୌଣସି କାର୍ଯ୍ୟ କରିବେ ନାହିଁ।  ଯେପରି ଘରକୁ ରଙ୍ଗ ଆଣିବେ ନାହିଁ କିମ୍ବା ନେଲପଲିସ ଆଣିବେ ନାହିଁ । ଏହା ସହିତ କଳା କିମ୍ବା ନୀଳ ରଙ୍ଗର ବସ୍ତୁ କିଛି ଆଣିବେ ନାହିଁ । ପେଟ୍ରୋଲ, ଡିଜେଲ ଓ କିରୋସିନୀ ଏପରି ଜିନିଷ ମଧ୍ୟ ଘରକୁ ଆଣିବା ଉଚିତ ହୋଇନଥାଏ ।

ତେଲ ଜାତୀୟ ଜିନିଷ ଘରକୁ ଆଣିବା ଦ୍ଵାରା ଅଭାବ ଓ ଅସୁବିଧା ଘରେ ଲାଗିରହିଥାଏ । ଶନିବାର ଦିନ ଭୁଲ୍ ରେ ଝାଡୁ ଘରକୁ କିଣିକି ଆଣିବା ଅନୁଚିତ । ଶନିବାର ଦିନ କଳା ଲୁଣ ବା ଲୁଣ କେବେ ମଧ୍ୟ କିଣିକି ଘରକୁ ଆଣନ୍ତୁ ନାହିଁ । ଶନିବାର ଦିନ ଶନିବାର ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧିବା କିମ୍ବା ପିନ୍ଧିକି ମନ୍ଦିର ଯିବା ଅନୁଚିତ ।

ଶନିବାର ଦିନ ଧାରୁଆ ଜିନିଷ ବା ଛୁଞ୍ଚି, କଇଁଚି ଘରକୁ କିଣିକି ଆଣିବା ଉଚିତ ହୋଇନଥାଏ । ଏପରି କରୁଥିଲେ ଆପଣଙ୍କ ଦାମ୍ପତ୍ୟ ଜୀବନ କଳହ ପୂର୍ଣ୍ଣ ହେବା ସହ ପାରିବାରିକ ଅଶାନ୍ତି ଦେଖିବାକୁ ମିଳିଥାଏ । ଯେଉଁ ଜିନିଷ ଆପଣଙ୍କର କାମରେ ବ୍ଯବହ୍ରୁତ ହେଉନଥାଏ । ସେହି ଜିନିଷ ଗୁଡିକୁ ଘରୁ ବାହାର କରିଦେବା ଉଚିତ ।

ଶନିଙ୍କ ମନ୍ଦିରରେ ମୁଣ୍ଡିଆ ମାରିବା ସମୟରେ ଭଗବାନଙ୍କ ଆଡକୁ ମୁଖ କରି ମୁଣ୍ଡିଆ ମରନ୍ତୁ କିମ୍ବା ଉତ୍ତର ଦିଗକୁ ମୁଖ କରି ମୁଣ୍ଡିଆ ମାରନ୍ତୁ । ଶନିବାର ସାହାଜ୍ଯ ପାଇଁ ଲୋଡୁଥିବା ମଣିଷଙ୍କୁ ନିହାତି ସାହାଜ୍ଯ କରିବା ଉଚିତ । ଏପରି କରିବା ଦ୍ଵାରା ଭଗବାନ ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ରହିଥାନ୍ତି । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *