ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ ରୋଷେଇ ଘରେ କେଉଁ ୩ ଟି ଜିନିଷ ଅଛି ଯାହା ଆପଣଙ୍କୁ ଆଦୌ କରିବା କଥା ନୁହେଁ । ନଚେତ ଆପଣଙ୍କୁ ନିଜ ଘରେ ଏହାର ଖରାପ ପ୍ରଭାବ ଦେଖିବାକୁ ମିଳିବ । ଆମ୍ଭ ସମସ୍ତଙ୍କ ଘରେ ରୋଷେଇ ଘରକୁ ବହୁତ ମହତ୍ଵପୂର୍ଣ୍ଣ ଜାଗା ବୋଲି ମାନା ଯାଇଅଛି ଯାହାଦ୍ଵାରା ଆମ୍ଭ ସମସ୍ତଙ୍କ ଭାଗ୍ୟ ଜଡିତ ହୋଇ ରହିଥାଏ ।
୧;- ଅଟା, କିଛି ଘରେ ଏହା ଦେଖିବାକୁ ମିଳିଥାଏ ଯେ ଡବାରୁ ସଂପୂର୍ଣ୍ଣ ଭାବରେ ଅଟା ଖାଲି ହେବା ପରେ ସେଥିରେ ନୂଆ ଅଟା ଭରାଯାଇଥାଏ । ଯଦି ଆପଣ ମଧ୍ୟ ଏପରି କରୁଛନ୍ତି ତେବେ ଏହାକୁ ତୁରନ୍ତ ଅଟକାଇ ଦିଅନ୍ତୁ । ଏହି ଅଟା ସଂପୂର୍ଣ୍ଣ ଭାବରେ ସମାପ୍ତ ହେବା ପୂର୍ବ ରୁ ସେଥିରେ ନୂଆ ଅଟା ଭର୍ତ୍ତି କରି ଦିଅନ୍ତୁ ।
୨;- ହଳଦୀ, ଏହାର ପ୍ରୟୋଗ ବିଶେଷ କରି ସମସ୍ତ ଜିନିଷରେ କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେଖିବାକୁ ଗଲେ ଏହାର ସମ୍ବନ୍ଧ ବୃହସ୍ପତି ଗ୍ରହ ସହିତ ମାନାଯାଇଅଛି । ଯଦି ଆପଣଙ୍କ ରୋଷେଇ ଘରେ ହଳଦୀ ସମାପ୍ତ ହୋଇଯାଇଥାଏ ତେବେ ତାହା ଆପଣଙ୍କ ଗୁରୁଗ୍ରହ ଖରାପ ଅଛି ବୋଲି ଜାଣନ୍ତୁ । ଧ୍ୟାନ ରଖିବେ କାହାକୁ ହଳଦୀ କେବେ ଉଦ୍ଧାର ମାଗନ୍ତୁ ନାହିଁ ଅଥବା କାହାକୁ ଉଦ୍ଧାର ଦିଅନ୍ତୁ ନାହିଁ । ଏଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘରୁ ସବୁଦିନ ଲାଗି ଚାଲିଯାଇଥାନ୍ତି ।
୩;- ଚାଉଳ, ଚାଉଳ ର ସମ୍ବନ୍ଧ ଶୁକ୍ରଗ୍ରହ ସହିତ ମାନାଯାଇଅଛି ଏବଂ ଶୁକ୍ର କୁ ଐସ୍ଵର୍ଜ୍ୟ ବୃଦ୍ଧି ଏବଂ ଭୌତିକ ବୃଦ୍ଧି ର କାରକ ବୋଲି ମାନାଯାଇଅଛି । ଚାଉଳ ଘରେ ଶେଷ ହୋଇଯିବା ଶୁକ୍ର ଙ୍କର ଦୋଷ କୁ ଦର୍ଶାଇଥାଏ । ଯାହାଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ବନ୍ଧ ବିଛେଦ ହେବାକୁ ଲାଗିଥାଏ ।
୪;- ଲୁଣ, ଲୋକେ ଡବାରେ ଥିବା ଲୁଣ କୁ ପ୍ରଥମେ ଶେଷ କରିଦେଇଥାନ୍ତି ଏହାପରେ ସେଥିରେ ନୂତନ ଲୁଣ ପକାଇଥାନ୍ତି । ଜ୍ୟୋତିଷ ରେ ଲୁଣକୁ ରାହୁ ର ପଦାର୍ଥ ବୋଲି ମାନାଯାଇଅଛି । ରୋଷେଇ ଘରେ ଲୁଣ ଶେଷ ହୋଇଗଲେ ରାହୁ ର କୁଦ୍ରୁଷ୍ଟି ଆପଣଙ୍କ ଉପରେ ପଡିଥାଏ ଏବଂ ଆପଣଙ୍କ କାର୍ଯ୍ୟ ବିଗିଡିବାକୁ ଲାଗିଥାଏ । ଏହା ସହିତ ଆପଣଙ୍କୁ ଆର୍ଥିକ ସମସ୍ୟା ର ସାମ୍ନା କରିବାକୁ ପଡିଥାଏ ।
୫;- ସୋରିଷ ତେଲ, ଖାଦ୍ୟ ପ୍ରସ୍ତୁତ ସମୟରେ ସୋରିଷ ତେଲ ଖାଦ୍ୟ ତେଲ ଭାବରେ ପ୍ରୟୋଗ କରାଯାଇଥାଏ । ଯେତେବେଳେ ଆପଣଙ୍କ ଘରେ ତେଲ ସମାପ୍ତ ହୋଇଯାଇଥାଏ ସେତେବେଳେ ଲୋକେ ନୂତନ ତେଲ ଘରକୁ ନେଇ ଆସିଥାନ୍ତି । ମାତ୍ର ଆପଣ ଏହିଭଳି ଭୁଲ ଆଦୌ କରନ୍ତୁ ନାହିଁ । ଘରେ ସୋରିଷ ତେଲ ଶେଷ ହୋଇଗଲା ମାତ୍ରେ ଆପଣ ନୂଆ ତେଲ ନେଇ ଆସନ୍ତୁ । ସୋରିଷ ତେଲ ଶନିଗ୍ରହ ସହିତ ସମ୍ବନ୍ଧ ରଖିଥାଏ ।
ସୋରିଷ ତେଲ ଶେଷ ହେବାର ଅର୍ଥ ଆପଣଙ୍କୁ ଶନି ଙ୍କର କୋପ ଭାଜନର ଶିକାର ବନାଇଥାଏ ।ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ