Vastu Tips- ସ୍ତ୍ରୀ ଲୋକମାନେ ରୋଷେଇ ଘରେ ରୁଟି ସେକିବା ପୂର୍ବରୁ କରି ନିଅନ୍ତୁ ଏହି 1 କାମ, ଭିକାରି ବି ହେବେ ମାଲାମାଲ

ନମସ୍କର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତଙ୍କ ଘରେ ରୋଷେଇ କରିବା ପାଇଁ ରୋଷେଇ ଘର ରହିଥାଏ । ସେହି ରୋଷେଇ ଘରକୁ ସବୁବେଳେ ପରିଷ୍କାର ଓ ପରିଚ୍ଛନ କରି ରଖିବା ଉଚିତ । କାରଣ ଯଦି ଆପଣଙ୍କ ରୋଷେଇ ଘର ପରିଷ୍କାର ରହିଥାଏ । ତେବେ ଆପଣଙ୍କ ଉପରେ ସର୍ବଦା ମା ଲକ୍ଷ୍ମୀଙ୍କର କୃପାଦୃଷ୍ଟି ବଜାୟ ରହିଥାଏ । ଆଜି ଆପଣ ରୁଟି କରିବା ସମୟରେ କ’ ଣ ସବୁ କରିବା ଉଚିତ ସେହି ବିଷୟରେ ଅନେକ କିଛି ତଥ୍ୟ ଜାଣିବାକୁ ପାଇବେ ।

ଯେଉଁ ମାନେ ଗହମରୁ ଅଟା ପ୍ରସ୍ତୁତ କରି ସେଥିରେ ରୁଟି ତିଆରି କରୁଛନ୍ତି । ସେମାନେ ସବୁବେଳେ ଅଟାକୁ ଶନିବାର ଦିନ ପେଷିବା ଉଚିତ । ଯେତେବେଳେ ଆପଣ ଅଟା ପେଷିବା ପାଇଁ ଯିବାକୁ ବାହାରିବେ । ତେବେ ୧ ମୁଠା ଶୋଲା ଓ ୪ ରୁ ୫ ଟି ଶୁଖିଲା ତୁଲସୀ ପତ୍ର ଗହମରେ ପକାଇ ତାହାକୁ କୁଟି ଅଟା ପ୍ରସ୍ତୁତ କରିବା ପରେ ଡବାରେ ପୁରାଇବା ସମୟରେ କିଛି କେଶର ଅଟାରେ ମିଶାଇ ଦେବେ ।

ଯଦି ପାକେଟ ଅଟା ବ୍ଯବହାର କରୁଥାନ୍ତି । ତେବେ ମଧ୍ୟ ଶୁଖିଲା ତୁଲସୀ ପତ୍ର କିମ୍ବା କେଶର ପକାଇ ଡବାରେ ରଖିବେ। ଏପରି କରିବା ଦ୍ଵାରା ଆପଣଙ୍କ ରୋଷେଇ ଘରେ ଧନ ବୃଦ୍ଧି ହୋଇଥାଏ । ଯେତେବେଳେ ଆପଣ ଅଟାକୁ ଦଳିଥାନ୍ତି । ସେତେବେଳେ ଅଟାକରେ କିଛି କ୍ଷୀର ମିଶାଇ ଦଳିବା ଉଚିତ  ।

ଯଦି କ୍ଷୀର ନଥାଏ ତେବେ ସେଥିରେ କ୍ଷୀରରୁ ପ୍ରସ୍ତୁତ ପାଉଡର ବା ଅମୂଲ ପକାଇ ଦଳିବେ । ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ କ୍ଷୀରରୁ ପ୍ରସ୍ତୁତ ରୁଟିର ବାସ୍ନାରେ ସନ୍ତୁଷ୍ଠ ହୋଇ ଆପଣଙ୍କ ଉପରେ ଶୁଭ ଦୃଷ୍ଟି ପକାଇବେ । ଅଟା ଦଳିସାରିବା ପରେ କେବେ ମଧ୍ୟ ଗୋଲ୍ ଗୋଲ୍ କରି ରଖିବେ ନାହିଁ । ଆପଣ ଅଟାରୁ ଯେଉଁ ଗୋଲ୍ ଗୋଲ୍ ଅଟା ଗୋଲା ତିଆରି କରିଥିବେ ।

ସେଥିରେ ନିଜର ଆଙ୍ଗୁଠି ପକାଇ ଟିକେ ଚାପିକି ରଖିବେ । ଆପଣ ରୋଷେଇ କରୁଥିବା ତାୱାକୁ ସବୁବେଳେ ସଫା କରି ରଖିବା ଉଚିତ । ଅପରିଷ୍କାର କରି ତାୱାକୁ ରଖିଲେ । ଘରେ ଅଶାନ୍ତିର ମାହୋଲ ଦେଖିବାକୁ ମିଳିଥାଏ । ତାୱାରେ ରୁଟି କରିବା ପୂର୍ବରୁ ଚିମୁଟାଏ ଲୁଣ ଆଣି ତାୱାରେ ପକାଇ ଦିଅନ୍ତୁ । ତାପରେ କପଡାରେ ସେହି ଲୁଣକୁ ପୋଛି ସଫା କରିଦିଅନ୍ତୁ ।

ସେହି ଲୁଣରେ ଯେପରି କୌଣସି ଜିନିଷ ଯେପରି ହଳଦୀ କିମ୍ବା ମସଲା ମିଶିନଥିବା ଉଚିତ । ରୁଟି ତିଆରି କରିବା ପରେ ପ୍ରଥମ ଓ ଶେଷ ରୁଟିକୁ ଖାଇବା ଉଚିତ ନୁହେଁ । ସେହି ରୁଟିକୁ ଆପଣ ଗୋମାତାକୁ ଖାଇବାକୁ ଦେଇଦେବା ଉଚିତ । ରୁଟି କରିସାରିବା ପରେ ତାୱାକୁ ଗ୍ଯାସର ଡାହାଣ ପଟେ ରଖିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *