ରାତିରେ ଶୋଇବା ପୂର୍ବରୁ ପାଣି କାହିଁକି ପିଇବା ଉଚିତ ? ପଢନ୍ତୁ ଆଜିର 20 ଟି Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀର ଅଛି । ତେବେ ଶରୀର ଜନିତ ସମସ୍ଯା ମଧ୍ୟ ଅନେକ ଅଛି । ଏପରି କୌଣସି ଶରୀର ନାହିଁ । ଯେଉଁ ଶରୀର କୌଣସି ପ୍ରକାର ରୋଗବେମାରୀର ସାମ୍ନା କରିନଥିବ । ଆଜି ଆପଣ ଛୋଟ ବଡ କେତୋଟି ସ୍ଵାସ୍ଥ ସମ୍ବଦ୍ଧିତ ସ୍ଵାସ୍ଥ ସୂଚନା ଆମ ପୋଷ୍ଟ ମାଧ୍ୟମରେ ଜାଣିବାକୁ ପାଇବେ । ସକାଳୁ ଉଠି ୩ ଗ୍ଳାସ ପାଣି ସେବନ କରିଲେ ।

ଅନ୍ତର ଶକ୍ତି ଜାଗ୍ରତ ହେବା ସହିତ ଶରୀର ଅନେକ ରୋଗ ବେମାରୀରୁ ନିଜ ଶରୀରକୁ ସୁରକ୍ଷା ଦେଇପାରେ । ଗାଧୋଇ ସାରି ଏକ ଗ୍ଳାସ ପାଣି ସେବନ କରିଲେ । ବ୍ଲଡ୍ ପ୍ରେସର ନିୟନ୍ତ୍ରିତ ହୋଇ ରହିଥାଏ । ଖାଇବାର ଅଧ ଘଣ୍ଟା ଆଗରୁ ୨ ଗ୍ଳାସ ପାଣି ସେବନ କରିଲେ । ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ ।

ରାତିରେ ଶୋଇବା ପୂର୍ବରୁ ପାଣି ପିଇକି ଶୋଇବା ଦ୍ଵାରା ହୃଦଘାତ ଜନିତ କୌଣସି ସମସ୍ଯା ଦେଖାଯାଇନଥାଏ । ୫ ଟି ଗୋଲମରୀଚ, ୧ ଟି ପିଆଜ ଓ ଅଧ ଚାମଚ ଲୁଣକୁ ବାଟି କେଶରେ ଲଗାଇଲେ । କେଶ ଝଡିବା ବହୁ ପରିମାଣରେ କମିଯାଇଥାଏ । ମୁହଁରେ କଳା ଦାଗ ଥିଲେ । ଦହିରେବିଲାତି ରସ ମିଶାଇ ଲଗାଇ ୧୫ ମିନିଟ ପର୍ଯ୍ୟନ୍ତ ରଖି ଧୋଇଦେଲେ ।

ଏହା ଭଳି କିଛି ଦିନ କରିବା ପରେ ମୁହଁରେ କଳା ଦାଗ ଦୂର ହେବା ସହ ମୁହଁରେ ଚମକ ଆସିଥାଏ । ରାତିରେ ଶୋଇବା ପୂର୍ବରୁ ଆଳୁ ରସ ମୁହଁରେ ଲଗାଇ ଶୋଇବା ଦ୍ଵାରା ମୁହଁରେ ସଫାପଣ ଆସିଥାଏ । ୨ ଟି ଗୁଜୁରାତିକୁ ଗୁଣ୍ଡ କରି ଗରମ ପାଣିରେ ମିଶାଇ ଖାଇଲେ । କେଶ ମୂଳ ମଜଭୁତ ହୋଇବା ସହ କେଶ ଝଡିବା କମିଯାଇଥାଏ ।

ଅଣ୍ଟା ଦରଜ ହେଉଥିଲେ । ୫ ଟି ଖଜୁରୀ କୋଳି ସହିତ ମେଥି ଗୁଣ୍ଡକୁ ମିଶାଇ ସିଝାଇ ଖାଇଲେ । ତାହା ଦୂର ହୋଇଥାଏ । ପେଟରେ ଗ୍ଯାସ ସମସ୍ଯା ଦେଖାଗଲେ । ୧ ଚାମଚ ଜୁଆଣୀ ସହିତ କଳା ଲୁଣ ମିଶାଇ ଉଷୁମ ପାଣିରେ ଖାଇଲେ । ଗ୍ଯାସ ସମସ୍ଯା ଦୂର ହୋଇଥାଏ ।

ରୋଷେଇ କରିସାରିବା ପରେ ଚୁଲି କିମ୍ବା ଗ୍ଯାସକୁ ଭଲ ଭାରେ ପୋଛି ସଫା କରିବା ଉଚିତ । ଏପରି କରିବା ଦ୍ଵାରା ଘରର ସମୃଦ୍ଧି ବଢିଥାଏ । ରାତିରେ ରୋଷେଇ ଘରେ ଅଇଁଠା ବାସନ ରଖିବା ଅନୁଚିତ । ଭାଙ୍ଗିଯାଇଥିବା ବାସନରେ ଖାଇବା ଉଚିତ ନୁହେଁ । କିମ୍ବା ସେଥିରେ ରୋଷେଇ କରନ୍ତୁ ନାହିଁ । ଏହା ଅଶୁଭତ୍ଵର ସୂଚନା ଦେଇଥାଏ ।

ରୋଷେଇ ଘରେ କେବେ ମଧ୍ୟ ଔଷଧ କିମ୍ବା ପୂଜା ସାମଗ୍ରୀ ରଖନ୍ତୁ ନାହିଁ । ଏପରି କରିବା ଦ୍ଵାରା ଘରର ଅମଙ୍ଗଳ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *