୧- ରାତିରେ ଶୋଇଲା ବେଳେ ଗୋଡରେ ଘିଅ ଘସିଲେ, ଆପଣଙ୍କ ଗୋଡରେ ଥିବା ଦାଗ ପଳାଇବ ଏବଂ କ୍ଳାନ୍ତି ଦୂରୀଭୂତ ହେବ । ୨- ରାତିରେ ଶୋଇଲା ବେଳେ କମଳା ଲେମ୍ବୁ ଚୋପାକୁ ଶୁଖାଇ ଗୁଣ୍ଡ କରି ହଳଦୀ ମିଶାଇ ତ୍ଵଚା ରେ ଲଗାଇଲେ, ଆପଣଙ୍କ ତ୍ଵଚା ଅତ୍ୟନ୍ତ ଉଜ୍ଵଳ ହେବ । ୩- ରାତିରେ ଶୋଇବା ପୂର୍ବ ରୁ ମୁହଁ ରେ ଲେମ୍ବୁ ଘଷି ତାହାକୁ ଉଷୁମ ପାଣିରେ ୨୧ ଥର କୁଲୁକୁଚା ପାଣି କରି ଛାଟିଲେ, ରାତିରେ ସୁଖ ନିଦ୍ରା ହେବା ସହିତ ସକାଳୁ ମୁଖ ଭାରି ଉଜ୍ଵଳ ଦେଖାଯିବ ।
୪- ମୁହଁରେ କଳାଦାଗ ଥିଲେ, ସିମୁଳି ଗଛର କଣ୍ଟା କୁ ଗାଇର କଞ୍ଚା କ୍ଷୀରରେ ବାଟି ୧୫ ଦିନ ମୁହଁରେ ଲଗାନ୍ତୁ ଏବଂ ଅରକ୍ଷ ଗଛର କ୍ଷୀର ସହିତ ହଳଦୀ ବାଟି ମୁହଁରେ ଲଗାଇଲେ, ଦାଗ ଲିଭିଯାଏ । ୫- ଛାତ୍ର ଛାତ୍ରୀ ମାନେ ପାଠ ପଢୁଥିବା ସମୟରେ ଯଦି ଶୋଇଯାନ୍ତି ତେବେ ପଢା ବହି କୁ ଖୋଲି ଶୁଅନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ଜ୍ଞାନ ଚାଲିଯାଇଥାଏ ।
୬- କେଶ ମୁକୁଳା କରି ରଖିଲେ ଖରାପ ଅଟେ, ଯେଉଁ ଘରେ ଶୋଊଛନ୍ତି ସେ ଘରେ ଦର୍ପଣ ରଖନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ । ୭- ଋତୁମତି ନାରୀ ଙ୍କ ମୁଖ ଯାତ୍ରା କାଳେ ଚାହାଁନ୍ତୁ ନାହିଁ । ଅଶୁଭ ହୋଇଥାଏ । ୮- ତୁଳସୀ ଗଛ ମୂଳରେ ପାଲଟା ଲୁଗା ରଖିଲେ ତୁଳସୀ ଗଛ ଅଭିଶାପ ଦେଇଥାଏ, ଅପଣଙ୍କ ପକ୍ଷେ ବଢିଲେ ପକ୍ଷେ ଛିଣ୍ଡିଥାଏ ।
୯- ଯେଉଁ ବ୍ୟକ୍ତି ନିଜ ଘରେ ଚପଲ ବ୍ୟବହାର କରିଥାଏ, ଅଥବା ଘର ଭିତରେ ଚପଲ ରଖିଥାଏ ସେମାନେ କେତେବେଳେ ମଧ୍ୟ ଟେନସନ ଫ୍ରି ହୋଇ ପାରିବେ ନାହିଁ । ସବୁବେଳେ ଟେନସନ ମୁଣ୍ଡ ଭିତରେ ରହିବ । ଏହା ଆପଣଙ୍କୁ ଅତ୍ୟନ୍ତ କଷ୍ଟ ଦେବ । ୧୦- ରାତିରେ ଶୋଇବା ପୂର୍ବରୁ ମହୁ ସହିତ ହଳଦୀ ମିଶାଇ ଲଗାଇଲେ ମୁହଁ ଉଜ୍ଵଳ ହୋଇଥାଏ ।
୧୧- ଯେଉଁ ନାରୀ ମାନେ ତାଙ୍କ ସ୍ଵାମୀ ମାନେ ତାଙ୍କର ଯାବତିୟ ଉପକାର କରୁଥିଲେ ମଧ୍ୟ ଅନ୍ୟ ଆଗରେ ସ୍ଵାମୀ ର ନିନ୍ଦା କରନ୍ତି, ଅନ୍ୟ ପୁରୁଷ ଙ୍କ ପ୍ରଶଂସା କରିବାକୁ ଯାଇ ନିଜ ସ୍ଵାମୀ ର ନିନ୍ଦା କରନ୍ତି । ସେମାନେ କେବେ ମଧ୍ୟ ସୁଖ ପାଇନଥାନ୍ତି । ଜୀବନ ହରାଇବା ପରେ ସେମାନେ କେବେ ମଧ୍ୟ ମଣିଷ ଜନ୍ମ ପାଇବେ ନାହିଁ । ଏବଂ ଜୀବନ ହରାଇବା ପରେ ସେମାନେ ପ୍ପ୍ରେତ ହୋଇ ଅନେକ ଦିନ ପର୍ଯ୍ୟନ୍ତ ଏହି ସଂସାରରେ ଘୁରି ବୁଲିବେ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ