ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ବାବା ରାମଦେବ ଙ୍କ ଦ୍ଵାରା କୁହାଯାଇଥିବା ରଶୁଣ ର କିଛି ଫାଇଦା ସମ୍ବନ୍ଧରେ କଗିବାକୁ ଯାଉଅଛୁ । ରଶୁଣ ସେବନ କରିବା ଦ୍ଵାରା ଆମ୍ଭକୁ ବହୁତ ଲାଭ ମିଳିଥାଏ । ମାତ୍ର ଯଦି ଏହାକୁ ସଠିକ ଭାବରେ ଉପଯୋଗୀ କରାଯାଇଥାଏ ତେବେ ଏହାର ଚମତ୍କାରୀ ଲାଭ ଦେଖିବାକୁ ମିଳିଥାଏ । ସାଧାରଣତ ଜ୍ଞାନଧର୍ମ ରେ ମନା କରାଯାଇଥାଏ ଯେ ରଶୁଣ ଏବଂ ପିଆଜ କୁ ଆପଣ ସେବନ କରନ୍ତୁ ନାହିଁ ।
ଏହା ଗୋଟିଏ ପାର୍ଶ୍ଵରୁ ଦେଖିବାକୁ ଗଲେ ସଠିକ ମଧ୍ୟ ହୋଇଥାଏ । କାରଣ ଏହା ଗୋଟିଏ ଔଷଧ ସାଦୃଶ୍ୟ ହୋଇଥାଏ । ଏଣୁ ଖାଦ୍ୟ ବନାଇଲା ସମୟରେ ଏହାକୁ ନୀତିଦିନ ପ୍ରୟୋଗ କରିବା ଉଚିତ ହୋଇ ନଥାଏ । କାରଣ ଏହା ଆପଣଙ୍କ ମାଇଣ୍ଡ ର ବ୍ଲଡ଼ ସର୍କୁଲେସନ କୁ ଧୃତ ଗତିରେ ବଢାଇ ଦେଇଥାଏ । ମାତ୍ର ଯଦି ଆମ୍ଭେ ଏହାର ସଠିକ ଭାବରେ ବ୍ୟବହାର କରିଥାଉ ଯଥା ହପ୍ତାକୁ ଯଦି ଆମ୍ଭେ ୨ ଦିନ ଖାଇଥାଉ ତେବେ ଗଜବ ର ଫାଇଦା ହୋଇଥାଏ ।
ଏହାର ଫାଇଦା ସମ୍ପର୍କରେ ଆୟୁର୍ବେଦ ରେ ମଧ୍ୟ ଲେଖାଯାଇଅଛି । ଔଷଧ ମାନଙ୍କରେ ମଧ୍ୟ ଏହାର ଅନେକ ଉପାୟରେ ପ୍ରୟୋଗ କରାଯାଇଥାଏ । ଆଗ କାଳର ଲୋକେ ମଧ୍ୟ ବହୁତ ଅଦ୍ଭୁତ ଉପାୟ ପ୍ରୟୋଗ କରୁଥିଲେ ରଶୁଣ କୁ ନେଇ । ଆସନ୍ତୁ ବର୍ତ୍ତମାନ ଜାଣିବା ଯେ ରସୁଣ ସେବନ ଦ୍ଵାରା ଆମ୍ଭକୁ କେଉଁ ଲାଭ ମିଳିଥାଏ ।
ଯଦି ଆପଣ ସକାଳୁ ଉଠି ଖାଲି ପେଟ ରେ ହପ୍ତା କୁ ୨ ଥର ରସୁଣ ର କୋଲ ମହୁ ସହିତ ସେବନ କରନ୍ତି ତେବେ ଆପଣଙ୍କ କ୍ଷମତା ୩୦ ମିନିଟ ନିମନ୍ତେ ବଢିଯାଇଥାଏ । ଯଦି ମହିଳା ମାନଙ୍କର ପିରିୟଡ ର ସମସ୍ୟା ରହିଅଛି ତେବେ ଆପଣ ସପ୍ତାହ ରେ ୨ ଦିନ ମହୁ ସହିତ ଗୋଟେ କୋଲ ରସୁଣ ସେବନ କରନ୍ତୁ । ଯେଉଁ ମାନଙ୍କୁ ରାତିରେ ନିଦ ହେଉନହିଁ ସେମାନେ ରାତିରେ ଗୋଟିଏ କୋଲ ରସୁଣ ଖାଇଲେ, ଆପଣଙ୍କୁ ନିଦ ଭଲ ଭାବରେ ହେବ ।
ଯେଉଁ ଲୋକ ମାନଙ୍କୁ ବ୍ଲଡ଼ ପ୍ରେସର ରହିଅଛି ସେମାନେ ରସୁଣ ସେବନ କରିବା ଦ୍ଵାରା ନିଜ ବ୍ଲଡ଼ ପ୍ରେସର କୁ ନିୟନ୍ତ୍ରଣ କରି ରଖି ପାରିବେ । ମାତ୍ର ଆପଣ ରାତିରେ ଖାଲି ପେଟରେ ଏଥବା ସକାଳେ ଖାଲି ପେଟରେ ରସୁଣ ସେବନ କରନ୍ତୁ । ଏହା ଆପଣ ସପ୍ତାହରେ ୨ ରୁ ୩ ଥର ହିଁ ଖାଆନ୍ତୁ ।
ଏହା ସହିତ ରସୁଣ ଆଣ୍ଟିବ୍ୟାକ୍ଟେରିୟାଲ ମଧ୍ୟ ହୋଇଥାଏ । ଏହାକୁ ଆପଣ ସ୍କୀନ ରେ ଲଗାଇ ପାରିବେ । ଯେଉଁଠାରେ ଆପଣଙ୍କୁ ଫଙ୍ଗଲ ଇନଫେକସନ ହୋଇଅଛି ସେଠାରେ ଆପଣ ରସୁଣ ପେଷ୍ଟ ବନାଇ ଲଗାନ୍ତୁ । ଏହା ଧୀରେ ଧୀରେ କମିବାକୁ ଲାଗିବ । ଯେଉଁ ଲୋକ ମାନଙ୍କୁ କୋଲେଷ୍ଟ୍ରୋଲ ର ପ୍ରୋବ୍ଲେମ ରହିଅଛି, ସେମାନଙ୍କ ନିମନ୍ତେ ମଧ୍ୟ ଏହା ବହୁତ ଲାଭ ଦାୟକ ଅଟେ ।
ଆପଣ ସକାଳେ ଏକ କୋଲ ରସୁଣ କୁ ଏକ ଗିଲାସ କ୍ଷୀର ସହିତ ସେବନ କରନ୍ତୁ । ଏହିଭଳି ଆପଣ ହପ୍ତା ରେ ୧ ଥର ସେବନ କରି ଏହାର ଉପକାର ଦେଖି ନିଅନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ