ରାତିରେ ଭୁଲରେ ବି ଏହି ସବୁ କାମ କରନ୍ତୁ ନାହିଁ ନଚେତ ପୁରା ପରିବାର ବର୍ବାଦ ହୋଇଯିବ

ଶାସ୍ତ୍ର ଓ ପୁରାଣ ଅନୁସାରେ ଦିନ ଓ ରାତିକୁ ଅଲଗା ଅଲଗା କାର୍ଯ୍ୟପାଇଁ ସମର୍ପଣ କରାଯାଇଛି । ଏହା ମଧ୍ୟ ନିର୍ଦେଶ ଦିଆଯାଇଛି କି କେଉଁ କାମ କେତେବେଳେ କରିବା ଉଚିତ । ଏମିତି କିଛି କାର୍ଯ୍ୟ ଅଛି ତାହା ରାତିରେ କରିବା ଆଦୌ ଉଚିତ ନୁହେଁ । ତେବେ ଆଜି ଆମେ ଜାଣିବା ଏହି ୫ଟି କାମ ବିଷୟରେ, ଯାହାକି ଏହାକୁ ରାତିରେ କରିବା ଆଦୌ ଉଚିତ ନୁହେଁ ।

ଏହାକୁ ରାତିରେ କଲେ ଆପଣଙ୍କର ବହୁତ ଅସୁବିଧା ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ ବିଶୟରେ । ରାତିରେ ସୋଇଲାବେଳେ କେଶକୁ ଖୋଲାକରି ସୁଅନ୍ତୁ ନାହିଁ । ଶାସ୍ତ୍ରରେ କୁହାଯାଇଛି ଯେ, ରାତିରେ କେଶକୁ ଖୋଲା କରି ସୋଇବାଦ୍ୱାରା ଏହା ପ୍ରତିକୂଳ ବ୍ରହ୍ମ ବୋଲି କୁହାଯାଇଛି ।

ଏହାଦ୍ୱାରା ନକାରାତ୍ମକ ଶକ୍ତିର ସହଜରେ ପ୍ରଭଵ ପଡିଥାଏ । ତେଣୁ ସୋଇଲାବେଳେ କେଶକୁ ବାନ୍ଧି କରି ସୋଇବାଦରକାର । ବିଷ୍ଣୁ ପୁରାଣ ଅନୁସାରେ, ମଶାଣୀର ଆଖପାଖ ଅଞ୍ଚଳରେ ବୁଲିବା ଉଚିତ ନୁହେଁ । କାରଣ ରାତ୍ରି ସମୟରେ ସେଠାରେ ନକାରାତ୍ମକ ଶକ୍ତି ଅଧିକ ହୋଇଥାଏ, ଯାହାକି ଆପଣଙ୍କୁ କ୍ଷତି ପହଞ୍ଚାଇଥାଏ । ରାତ୍ରି ସମୟରେ କୌଣସି ପୁରୁଷ ଖରାପ ଚରିତ୍ରର ନାରୀ ପାଖକୁ ଯିବା ଉଚିତ ନୁହେଁ । ଏବଂ ଖରାପ ସମ୍ପର୍କ ରଖୁଥିବା ଲୋକଙ୍କ ସହ ମିଶିବା ଭଲ ହୋଇନଥାଏ । କାରଣ ଏପରି ସ୍ଥିତିରେ ଆପଣଙ୍କର ମାନ ହିନୀ ହୋଇଥାଏ ଓ ଆପଣ ଲଜ୍ୟା ପାଇଥାନ୍ତି ।

ରାତ୍ରି ସମୟରେ ଛକ ପାଖରେ ବୁଲିବା ଉଚିତ ନୁହେଁ । କାରଣ ଛକ ହେଉଛି ଚାରିଆଡୁ ମିଶିଥିବା ରାସ୍ତା । ସେଥିପାଇଁ ଏଥିରେ ସବୁଆଡୁ ନକାରାତ୍ମକ ଉର୍ଜା ଆସି ମିଶିଥାଏ । ଏହା ରାତ୍ରି ସମୟରେ ଅଧିକ ହୋଇଥାଏ । ତେଣୁ ଚଣ୍ଡୀ ପାଠ କରିସାରି ରାତିରେ ଛକ ଉପରେ ପୂଜାକରି ବଳି ଦିଆଯାଇଥାଏ । ରାତିରେ ଅତର ଲଗାଇ ଶୋଇବା ଉଚିତ ନୁହେଁ । ଶାସ୍ତ୍ର ଅନୁସାରେ ରାତିରେ ଅତର ଲଗାଇ ସୋଇଲେ ନାକରାତ୍ମକ ଶକ୍ତି ଗୁଡିକ ଆପଣଙ୍କ ଆଡ଼କୁ ଟାଣି ହୋଇ ଆସିଥାନ୍ତି ଓ ଆପଣଙ୍କୁ ବହୁତ କ୍ଷତି ପହଞ୍ଚାଇଥାନ୍ତି । ତେଣୁ କୁହାଯାଏ, ରାତିରେ ସୋଇଲାପୂର୍ବରୁ ଭଲକରି ମୁହଁ, ହାତ ଓ ଗୋଡ଼ ଧୋଇକି ଶୁଅନ୍ତୁ । ଆହୁରି ମଧ୍ୟ୍ୟ ଶୋଇଲା ପୂର୍ବରୁ ଈଶ୍ୱରଙ୍କୁ ଧ୍ୟାନ କରି ଶୁଅନ୍ତୁ ।

ଯଦି ଆପଣ ଏହିସବୁ ନିୟମକୁ ମାନିବେ ତେବେ ଆପଣଙ୍କର ସବୁ ଦିଗରେ ଭଲ ହୋଇଥାଏ । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *