ରାତିରେ ଚୁପଚାପ ନିଜ ଝାଡୁ ତଳେ ରଖି ଦିଅନ୍ତୁ ଏହି ଗୋଟେ ଜିନିଷ, ରାତାରାତି ଭାଗ୍ୟ ବଦଳିଯିବ…Sadhu Vani

ବନ୍ଧୁଗଣ ସମସ୍ତଙ୍କ ଘରେ ଘରେ ଝାଡୁ ରହିଥାଏ । ଯାହାକୁ ଆମେ ଘରର ସଫେଇ କାର୍ଯ୍ୟ ପାଇଁ ବ୍ୟବହାର କରିଥାଉ । ଯଦି ଜ୍ଯୋତିଷ ଶାସ୍ତ୍ର ହିସାବରେ ଦେଖିବା ଝାଡୁର ବହୁତ ମହତ୍ଵ ରହିଛି । ଅନେକ ଲୋକ ଝାଡୁକୁ ଘରର ଏକ ସାଧାରଣ ଜିନିଷ ବୋଲି ଭାବିଥାନ୍ତି । ହେଲେ ଏହା ଝାଡୁ ବିଷୟରେ ଭାବିବା ସଂପୂର୍ଣ୍ଣ ଭୁଲ ଅଟେ । କାରଣ ଝାଡୁକୁ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଇଥାଏ । ତେବେ ଝାଡୁର ଯଦି ଆପଣ ସଠିକ ରୂପେ ବ୍ୟବହାର କରିବେ । ତେବେ ଝାଡୁ ଆପଣଙ୍କର ଭାଗ୍ୟକୁ ଚମକାଇ ଦେବ ।

ବନ୍ଧୁଗଣ ସୂର୍ଯ୍ୟାସ୍ତ ପରେ କେବେବି ଝାଡୁ ଲଗାଇବା ଉଚିତ ନୁହେଁ । ମାନ୍ୟତା ରହିଛି ଏମିତି କରିବା ଦ୍ଵାରା ମା’ ଲକ୍ଷ୍ମୀ କ୍ରୋଧିତ ହୋଇଯାଇଥାନ୍ତି । ଯଦି ଅତି ଦରକାର ପଡୁଥିବାରୁ ରାତିରେ ଘର ଝାଡୁ ଲଗାଇବାକୁ ପଡୁଥାଏ । ତେବେ ଅଳିଆ ଘର ବାହାରକୁ ନିଅନ୍ତୁ ନହିଁ । ନହେଲେ ଘର ଲକ୍ଷ୍ମୀ ବାହାରକୁ ଚାଲିଯାଇଥାନ୍ତି । ଜ୍ଯୋତିଷ ଶାସ୍ତ୍ର ହିସାବରେ ଝାଡୁକୁ ଘରର କୌଣସି ଗୋଟିଏ ଜାଗାରେ ରଖିବା ଆବଶ୍ୟକ ହୋଇଥାଏ ।

ଯଦି ଝାଡୁ ଆପଣ ସ୍ଵପ୍ନରେ ଦେଖିଥାନ୍ତି ତେବେ ଜାଣିବେ କୌଣସି ଆର୍ଥିକ କ୍ଷତି ହୋଇବ । ଯଦି ଏମିତି ସ୍ଵପ୍ନ ଦେଖୁଛନ୍ତି ଗାଈକୁ କୌଣସି ଗଛ ପତ୍ର ଖୁଆଇ ଦିଅନ୍ତୁ । ଗାଈଙ୍କୁ ପ୍ରଣାମ କରି କ୍ଷମା ପ୍ରାଥନା କରିଦିଅନ୍ତୁ । କୌଣସି ଝାଡୁକୁ ଅତି ପୁରୁଣା ହୋଇଗଲେ ଅର୍ଥାତ 6 ମାସ କି ବର୍ଷେ ପରେ ବ୍ୟବହାର କରିବା ଉଚିତ ହୋଇନଥାଏ । ପୁରୁଣା ଓ ଛିଣ୍ଡା ଝାଡୁ ଘରେ ରଖିବା ଉଚିତ ହୋଇନଥାଏ । କାରଣ ଝାଡୁର ଛୋଟ ଛୋଟ ଟୁକୁଡା ଘରେ ଛିଡି ପଡିଥାଏ ତେବେ ଘରେ ଧନର ହାନି ହୋଇଥାଏ ।

ଯଦି ନୂଆ ଝାଡୁର ଉପଯୋଗ କରିବାକୁ ଚହୁଁଛନ୍ତି ତେବେ ଶନିବାର ଦିନ ନୂଆ ଝାଡୁରେ ଝାଡୁ କରିବା ଆରମ୍ଭ କରନ୍ତୁ । ଘରର ଅତି ଦରକାରୀ ଜିନିଷ ଭଳି ଝାଡୁକୁ ମଧ୍ୟ ଲୁଚାଇକି ରଖନ୍ତୁ । ବାହାର ଲୋକଙ୍କ ନଜରରେ ଝାଡୁକୁ ରଖନ୍ତୁ ନାହିଁ । ରାତିରେ ଝାଡୁକୁ ସବୁବେଳେ ଘରର ମୁଖ୍ୟ ଦ୍ଵାରରେ ଶୁଆଇକି ରଖନ୍ତୁ ।

ଝାଡୁ ମୁଖ୍ୟ ଦ୍ଵାର ଆଡକୁ ମୁହଁ କରି ରଖିବେ ଯେମିତି ରାତିରେ କୌଣସି ନକରାତ୍ମକ ଏନର୍ଜି ଆସିଲେ ଝାଡୁ ତାହାକୁ ଘରକୁ ପ୍ରବେଶ କରିବାକୁ ଦେବ ନାହିଁ । ହେଲେ କେବଳ ରାତି ସମୟରେ ହିଁ ଝାଡୁକୁ ମୁଖ୍ୟ ଦ୍ଵାର ପାଖରେ ରଖନ୍ତୁ । ଦିନ ସମୟରେ କିନ୍ତୁ ସେଠାରେ ରଖିବେ ନାହିଁ । ଝାଡୁ ତଳେ ରାତିରେ କଣ ରଖି ଶୋଇବା ଦ୍ଵାରା ବ୍ୟକ୍ତିର ଭାଗ୍ୟ ଚମକି ଉଠିଥାଏ ଆସନ୍ତୁ ସେ ବିଷୟରେ ଜାଣିବା ।

ଯେତେବେଳେ ଝାଡୁ ରଖିବେ ସେଥିରେ ଦୁଇ ଚାରିଟା ଜୀରା ଦାନା ଝାଡୁ ତଳେ ପକାଇ ରଖିବେ । ସକାଳୁ ଯେତେବେଳେ ଆପଣ ଝାଡୁ ଲଗାଇବେ ତେବେ ଝାଡୁ କରିବା ସହିତ ଏହି ଜୀରାକୁ ମଧ୍ୟ ଝାଡୁ କରି ବାହାରକୁ ଫୋପାଡି ଦେବେ । ଏହା କରିବା ଦ୍ଵାରା ଆପଣଙ୍କ ଘରର ଆର୍ଥିକ ସ୍ଥିତି ଧୀରେ ଧୀରେ ମଜଭୁତ ହେବାକୁ ଲାଗିବ । ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *