ଯଦି ରାତି 3 ଟା ରେ ଭାଙ୍ଗି ଯାଉଛି ଆପଣଙ୍କ ନିଦ ତ ହେଇ ଯାଆନ୍ତୁ ସତର୍କ, କେବେ ବି ଉଠିବେ ନାହିଁ…ଜାଣନ୍ତୁ ରହସ୍ୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତେ ନିଜର ଘରର ଜିନିଷକୁ ସୁନ୍ଦର ଭାବେ ରଖିବାକୁ ପସନ୍ଦ କରିଥାନ୍ତି । ଘରର ସୁଖ ସମୃଦ୍ଧି ପାଇଁ ଆପଣଙ୍କୁ କିଛି ବିଶେଷ ନିୟମ ଉପରେ ଧ୍ୟାନ ଦେବାକୁ ପଡିବ, ନଚେତ ଆପଣଙ୍କ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଆପଣଙ୍କ ଘରେ କାହାର ଖରାପ ଦ୍ରୁଷ୍ଟି ପଡିବା ଯୋଗୁ ଘର ପରିବାର ନଷ୍ଟ ହୋଇଯାଇଥାଏ । ଏଥି ପ୍ରତି ଆପଣଙ୍କୁ ସଚେତନ ରହିବା ପାଇଁ ପଡିବ ।

ଘର ପରିବାର କୌଣସି ସଦସ୍ୟ ଅଇଁଠା କରିଥିବା ତାଟିଆ କିମ୍ବା ଗିଲାସରେ ପାଣି ପିଇବା ଉଚିତ ନୁହେଁ । ଘରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଘର ଲୋକଙ୍କ ସ୍ଵାସ୍ଥ ଅବସ୍ତାରେ ଅବନ୍ନତି ଘଟିପାରେ । ଘରେ ଅଇଁଠା ବାସନ ପକାଇରଖିବା ଆଦ୍ୱୋ ଉଚିତ ନୁହେଁ । ଘରର ସବୁ ଜିନିଷ ଠିକ ସ୍ଥାନରେ ରଖିବା ଉଚିତ ।

ନଚେତ ଘର ଉପରେ କାହାର ଖରାପ ଦ୍ରୁଷ୍ଟି ଲାଗିପାରେ । ଘରର କୌଣସି ସ୍ଥାନରେ ରାତି ସମୟରେ ଅନ୍ଧାର ରଖିବା ଉଚିତ ନୁହେଁ । ନହେଲେ ଘର ଉପରେ ଖରାପ ଓ ଅଶୁଭ ଶକ୍ତି ମାନେ ବାସ କରିଥାନ୍ତି । ସେଥିପାଇଁ ଅନ୍ଧାର ଜାଗା ମାନଙ୍କରେ ଆଲୋକ ଜଳାଇବା ଠିକ ହୋଇଥାଏ। ଯଦି ରାତିରେ ଶୋଇଲା ସମୟରେ ଆପଣଙ୍କୁ ପାଉଁଜିର ଶବ୍ଦ ଶୁଣିବାକୁ ମିଳିଥାଏ ଏବଂ ଏହି ଶବ୍ଦ ଘରର ଅନ୍ୟ କେହି ସଦସ୍ୟ ଶୁଣିପାରିନଥାନ୍ତି ।

ତେବେ ଘରେ ନକରାତ୍ମକ ଶକ୍ତି ବାସ କରିଛି ବୋଲି ଜାଣିଯିବେ । ଘରେ ପ୍ରଭୁ ହନୁମାନଙ୍କର ପୂଜା ପାଠ କରିବା ଓ ହନୁମାନ ଚାଳିଶା ପଢିବା ଉଚିତ।  ଘର ପରିବାରରେ ଯଦି ସମସ୍ଯା ଲାଗି ରହୁଥାଏ, କାହାର ନା କାହାର ଘରେ ଦୁର୍ଘଟଣା ହେଉଥାଏ । ଘର ସଫା କରିଲେ ମଧ୍ୟ ଘର ଦୁର୍ଗନ୍ଧ ହେଉଥାଏ । ତେବେ ଘରେ ଖରାପ ଶକ୍ତିର ଦୃଷ୍ଟି ପଡିଛି । ଯେଉଁ କାରଣରୁ ଘରେ ସବୁବେଳେ ଅସୁବିଧା ଲାଗି ରହୁଛି ।

ଘରେ ମହିଳାମାନେ ବିନା କାରଣରେ ରାଗିଯିବା, ଘର କାନ୍ଥରେ ବାରମ୍ବାର ଫାଟ ସୃଷ୍ଟି ହେବା, ରାତିରେ ଖରାପ ସ୍ଵପ୍ନ ଦେଖିବା  ଓ ଘରେ ଅଶାନ୍ତି ଲାଗି ରହିବା । ଏହା ସୂଚିତ କରେକି ଆପଣଙ୍କ ଘରେ ଖରାପ ଶକ୍ତି ବାସ କରି ରହିଛି । ଯଦି ରାତି ୧ ରୁ ୩ ଟା ଭିତରେ ଆପଣଙ୍କ ନିଦ ଭାଙ୍ଗିଯାଇଥାଏ ।

ତେବେ କୌଣସି ନକରାତ୍ମକ ଭାବନା ଆପଣଙ୍କୁ ବିଚଳିତ କରିପାରେ । ଏହି ସମୟରେ କୌଣସି ମନ୍ଦିର ଖୋଲା ନଥାଏ କି ପୂଜା ପାଠ ମଧ୍ୟ କରାଯାଉ ନଥାଏ । ତେଣୁ ଏହି ସମୟରେ ତାନ୍ତ୍ରିକ ମାନେ ବଳୀ ଦେବାର ଉପଯୁକ୍ତ ଘଡି ହୋଇଥାଏ। ତେଣୁ ଯଦି ଆପଣଙ୍କର ଏହି ମଧ୍ୟ ରାତ୍ରିରେ ନିଦ ଭାଙ୍ଗିଯାଇଥାଏ । ତେବେ ଆପଣ ଉଠିକି କୁଆଡେ ମଧ୍ୟ ଯିବା ଉଚିତ ହୋଇନଥାଏ ।

ସେହି ସମୟରେ ନକରାତ୍ମକ ଶକ୍ତି ଆପଣଙ୍କ ଭିତରେ ଥିବା ସକରାତ୍ମକ ଊର୍ଜାକୁ ଭଙ୍ଗ କରି ଆପଣଙ୍କ ଶରୀରରେ ବାସ କରିଯାଇଥାଏ । ତେଣୁ ଆପଣ ସେହି ସମୟରେ ଭଗବାନଙ୍କୁ ପ୍ରାର୍ଥନା କରି ପୁଣି ଥରେ ଶୋଇଯିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ  । ତେବେ ଆମ ପେଜ୍କୁ ଲାଇକ୍ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *