ଯଦି ରାସ୍ତାରୁ ପଇସା ପାଆନ୍ତି ତ କେଉଁ ସଙ୍କେତ ମିଳିଥାଏ ? ଏହା ସହିତ ପଢନ୍ତୁ ଆହୁରି 20 ଟି Anuchinta

ମନୁଷ୍ୟ ଜୀବନରେ ଭଲ ମନ୍ଦ କିମ୍ବା ଶୁଭ ଅଶୁଭ ସବୁବେଳେ ଲାଗି ରହିଥାଏ । ତେବେ ଏ ସବୁ ଘଟିବା ଆଗରୁ ପ୍ରକୃତି କିଛି ସଂକେତ ମିଳିଥାଏ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ୧- ଘରେ ଲାଗିଥିବା ଘଣ୍ଟା ଯଦି ବାରମ୍ବାର ଖରାପ ହୁଏ ବା କାଚ ଭାଙ୍ଗିଯାଏ ତେବେ ଏହା ଅଶୁଭ ହେବ ସହ ପରିବାର ପ୍ରତି କିଛି ବିପଦ ପଡିବାର ସଂକେତ ହୋଇଥାଏ । ୨- ରୋଷେଇ ଘରେ ରଖାଯାଇଥିବା କାଚ ପାତ୍ର ଯଦି ଗୋଟେ ପରେ ଗୋଟେ ଭାଙ୍ଗିବାକୁ ଲାଗେ ତେବେ ଆର୍ଥିକ ସଙ୍କଟ ପଡିବାର ସଂକେତ ହୋଇଥାଏ ।

୩- ଯଦି ଘରେ ହେଉଥିବା ଶୁଭ କାମରେ ବାରମ୍ବାର ବାଧା ଉପୁଜୁଥାଏ ତେବେ ପରିବାର ପ୍ରତି ବିପଦ ପଡିବାର ସଂକେତ ହୋଇଥାଏ । ୪- ଯଦି ଘର ଉପରେ ଅଚାନକ ପକ୍ଷୀ ହାଡ ଖଣ୍ଡ ପକାଏ ତେବେ ଅଶୁଭ ସୂଚନା ମିଳିବାର ସଂକେତ ହୋଇଥାଏ । କ୍ଷୀର ଗରମ କରିବା ସମୟରେ ବାରମ୍ବାର କ୍ଷୀର ଉତୁରି ତଳେ ପଡିଯାଏ ଏହା ଅଶୁଭ ସଂକେତ ହୋଇଥାଏ ।

୫- ଯଦି ଘରର ଛାତ ବା କାନ୍ଥରୁ ପ୍ଲାଷ୍ଟର ଛାଡେ ଏହା ଅଶୁଭ ହେବାର ସଂକେତ ହୋଇଥାଏ । ଯଦି କୁକୁର ବୀନା କାରଣରେ ଘର ଆଗରେ ଭୋକିବାର ଦେଖାଦିଏ ତେବେ ଏହା ଘରର ସଦସ୍ୟଙ୍କ ଉପରେ ବିପତ୍ତି ପଡିବାର ସଂକେତ ହୋଇଥାଏ ।

୬- ଯଦି ନିଜେ ପିନ୍ଧୁଥିବା ବସ୍ତ୍ରରେ ତୁଳା ଲାଗିବାର ଦେଖନ୍ତି ତେବେ ଶୁଭ ହେବା ସହ ଭଲ ଖବର ମିଳିବାର ସଂକେତ ହୋଇଥାଏ । ଚାବି ଗୁଛାରେ ଯଦି ବାରମ୍ବାର ଜଙ୍କ ଲାଗେ ତେବେ ସମ୍ପର୍କୀୟଙ୍କ ଠାରୁ ଜିନିଷ ପାଇବାର ସୂଚନା ମିଳିଥାଏ ।

୭- ଘରେ ଯଦି ଅଚାନକ ମୂଷାଙ୍କ ସଂଖ୍ୟା ବୃଦ୍ଧି ପାଏ ତେବେ ପରିବାରରେ ବିପଦ ପଡିବାର ସଂକେତ ହୋଇଥାଏ । ବହୁତ ଚେଷ୍ଟା ପରେ ବି କାର୍ଯ୍ୟ ସଫଳ ହୁଏ ନାହି ଏହା ଧନ ହାନି ହେବାର ସଂକେତ ହୋଇଥାଏ ।

୮- ପେଟ ଜନିତ ସମସ୍ଯା ଥିଲେ ଓ ମନ ଚିଡିଚିଡା ଲାଗେ ଆକସ୍ମିକ ଦୁର୍ଘଟଣା ହେବାର ସଂକେତ ହୁଏ । ମୁହଁରେ ଅଧିକ ଲାଲ ଉତପନ ହେଲେ ଧନ ବୃଦ୍ଧି ଓ ଆଇନଜନିତ ସମସ୍ଯା ବଢିବାର ସଂକେତ ହୋଇଥାଏ ।

୯- ଯଦି ଧଳା ରଙ୍ଗର ପ୍ରଜାପତି ଉଡୁଥିବାର ଦେଖନ୍ତି ତେବେ ଭଲ ସମୟ ଆସିବାର ସଂକେତ ହୋଇଥାଏ । ଛୋଟ ବୁଢିଆଣୀ ମୁଣ୍ଡ ପଡିଲେ ଧନ ପ୍ରାପ୍ତିର ସୂଚନା ଦେଇଥାଏ ।

୧୦- କୌଣସି ପକ୍ଷୀ ଘର ଉପରେ ମାରିବାର ଦେଖନ୍ତୁ ତେବେ ପ୍ରେତ ଗୃହକୁ ପ୍ରବେଶ କରିବାର ସଂକେତ ହୋଇଥାଏ । ଯଦି ଘରେ କଳା ପିମ୍ପୁଡି ସମୂହ ଭାବେ ବୁଲୁଥିବାର ଦେଖନ୍ତୁ ତେବେ ଏହା ଐଶ୍ଚାର୍ଜ୍ୟ ବୃଦ୍ଧି ହେବାର ସଂକେତ ହୋଇଥାଏ ।

୧୧- ଘରେ ଯଦି ଖାଲି ବାଲଟି ରଖିଥାନ୍ତି ତେବେ ପାଣି ଭରି ରଖିବା ଶୁଭ ସଂକେତ ହୋଇଥାଏ । ଯଦି ରାସ୍ତାରେ ଯିବା ସମୟରେ ପଇସା ବା ମୁଦ୍ରା ମିଳେ ତେବେ ଏହା ଅଶୁଭ ହୁଏ ଓ କାର୍ଯ୍ୟରେ ସଫଳତା ମିଳିବାର ବିଳମ୍ବ ହେବାର ସଂକେତ ଦେଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *