ରାସ୍ତାରେ ଟଙ୍କା ପାଇଲେ କେଉଁ ଅସୁବିଧା ଦେଖା ଦେଇଥାଏ ? ଏହା ସହିତ ପଢନ୍ତୁ ଆଜିର ଆହୁରି 20 ଟି Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୀବନରେ ବହୁତ କିଛି ତଥ୍ୟ ରହିଥାଏ । ଯେଉଁ ତଥ୍ୟ ଯଦି ବ୍ୟକ୍ତି ଜାଣିବାକୁ ପାଇଥାଏ । ତେବେ ସେହି ସବୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟକୁ ନିଜ ନୀତିଦିନିଆ ଜୀବନରେ ପ୍ରୟୋଗ କରିବା ଦ୍ଵାରା ଜୀବନ ଅଧିକ ସୁଖମୟ ହୋଇଥାଏ । ତେବେ ଚାଲନ୍ତୁ ସେହିପରି କିଛି ଜ୍ଞାନପୂର୍ଣ୍ଣ କଥା ଜାଣିନେବା । ଯଦି ଘରେ ଲାଗିଥିବା ତୁଳସୀ ଗଛ ଧୀରେ ଧୀରେ କରି ଶୁଖିବାକୁ ଆରମ୍ଭ କରିଥାଏ ।

ତେବେ ଏହା ଘର ପାଇଁ ଆସୁଥିବା ଆଗାମୀ କିଛି ବିପଦର ସୂଚନା ଦେଇଥାଏ । ଯଦି ଘରେ ଲଗାଇଥିବା ତୁଳସୀ ଛନ ଛନ ହୋଇ ଦିନକୁ ଦିନ ସବୁଜ ସୁନ୍ଦର ହୋଇ ବଢିଥାଏ । ତେବେ ଏହା ଘର ପାଇଁ କିଛି ଶୁଭ ସୂଚନା ଦର୍ଶାଇଥାଏ । ବହୁତ ଲୋକଙ୍କର ମୁହଁରେ ବ୍ରଣ ସମସ୍ଯା ରହିଥାଏ । ତେବେ ସକାଳୁ ଉଠି ଛୋଟ ଖଣ୍ଡ ଡାଲଚିନିକୁ ଗୁଣ୍ଡ କରି ଦିଅନ୍ତୁ ।

ସେଥିରେ ଅଳ୍ପ ମହୁ ମିଶାଇ ବ୍ରଣ ହୋଇଥିବା ଜାଗାରେ ଲଗାଇ ଦିଅନ୍ତୁ । ୧୫ ମିନିଟ ପରେ ସାଧା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ୭ ରୁ ୮ ଦିନ ପର୍ଯ୍ୟନ୍ତ ଏହିପରି ଭାବରେ ଲଗାତାର କରିବା ଦ୍ଵାରା ମୁହଁର ଦାଗ ବ୍ରଣ ସବୁ ଭଲ ହୋଇଯାଇଥାଏ । ଯେତେ ଟଙ୍କା ଅର୍ଜନ କରିଲେ ଯଦି ଟଙ୍କାର ସବୁବେଳେ ଅଭାବ ରହୁଥାଏ । ତେବେ ଗାଧୋଇବା ସମୟରେ କଳା ରାଶି ପକାଇ ପାଣିରେ ଗାଧାନ୍ତୁ ।

ଏହା ସହିତ ଶନିବାର ଦିନ କପଡାରେ କିଛି କଳା ଗୁଡ ଓ କଳା ରାଶି ବାନ୍ଧି କୌଣସି ଗରିବ ଲୋକଙ୍କୁ ଦାନ କରି ଦିଅନ୍ତୁ । ଯଦି କୌଣସି ମନସ୍ଥ ଇଛାକୁ ପୂରଣ କରିବା ପାଇଁ ଚାହିନଥନତି । ତେବେ ୭ ଥର ଦିତୀୟା ଚନ୍ଦ୍ରକୁ ଦର୍ଶନ କରି ନିଜର ମନବାଞ୍ଛା ଜଣାଇ ଏହାକୁ ପୂରଣ କରନ୍ତୁ । ଅମାବାସ୍ୟାର ଗୋଟିଏ ଦିନ ଛାଡି ତାପର ଦିନକୁ ଦିତୀୟା ଚନ୍ଦ୍ର ଦେଖାଦେଇଥାଏ ।

ସନ୍ଧ୍ୟା ୫ ରୁ ୭ ଟା ସମୟ ଅବଧି ମଧ୍ୟରେ ଚନ୍ଦ୍ର ଦର୍ଶନ କରି ମନବାଞ୍ଛା କୁହନ୍ତୁ । ଫାଟିଯାଇଥିବା ଚୁଡିକୁ ମହିଳା ମାନେ ହାତରେ ପିନ୍ଧିବା ଅନୁଚିତ । ଏହା ବହୁତ ଅଶୁଭ ହୋଇଥାଏ । ତେଣୁ ହାତରେ ପିନ୍ଧିଥିବା ଫଟା ଚୁଡିକୁ ହାତରୁ କାଢି ୩ ଥର ଚୁମ୍ବନ କରି ତାହାକୁ ନେଇ ଡଷ୍ଟବିନରେ ପକାନ୍ତୁ ।

ଯଦି ଶୁକ୍ଳପକ୍ଷ ଗୁରୁବାର ଦିନ କୌଣସି ଯାଗାରୁ ବା ଲୋକଙ୍କ ପାଖରୁ କଇନ ପାଇଥାନ୍ତି । ତେବେ ସେହି ଗୋଟେ କଇନ ସାଥିରେ କିଛୁ ଅରୁଆ ଚାଉଳ ମିଶାଇ ଏକ ନାଲି କପଡାରେ ବାନ୍ଧି ଦିଅନ୍ତୁ । ତାପରେ ତାହାକୁ ନେଇ ନିଜ ଠାକୁର ଘରେ ରଖନ୍ତୁ । ଏହା ଘରର ଆର୍ଥିକ ସ୍ଥିତିକୁ ଭଲ ରଖିଥାଏ । ଘରର ଉନ୍ନତି ହୋଇଥାଏ । ଯଦିଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *