ରସଗୋଲାକୁ ଇଂରାଜୀରେ କଣ କୁହନ୍ତି ? 90 % ଲୋକ ଜାଣିନଥିବେ ଏହାର ସଠିକ ଉତ୍ତର ! Smart question and answer

ବନ୍ଧୁଗଣ ଭଲ ଭଲ ସ୍ଵାଦିଷ୍ଟ ଖାଦ୍ୟ ଖାଇବାକୁ କିଏ ଅବା ପସନ୍ଦ କରିନଥାଏ । ଏହି ଦୁନିଆରେ ସମସ୍ତ ଖାଦ୍ୟ ବହୁତ ସ୍ଵାଦିଷ୍ଟ ହୋଇଥାଏ । କିନ୍ତୁ ସେଥି ମଧ୍ୟରୁ ରସଗୋଲା ସବୁଠୁ ଭିନ୍ନ ଅଟେ । ରସଗୋଲାର ନାମ ଶୁଣିବା ମାତ୍ରେ ହିଁ ମୁହଁରେ ପାଣି ଚାଲିଆସେ । ଏହା ସହିତ ମନରେ ଏକ ମିଠା ଭାବନା ବି ଜାଗି ଉଠେ । ଏହାର କୌଣସି ଜବାବ ନାହିଁ କି ଏହା କେତେ ସ୍ଵାଦିଷ୍ଟ ଅଟେ । ଏହାକୁ ମୁହଁରେ ଦେବା ମାତ୍ରେ ହିଁ ମନ ଓ ପେଟକୁ ଶାନ୍ତି ମିଳିଥାଏ ଓ ମୁହଁରେ ରଖିବା ମାତ୍ରେ ହିଁ ଏହା ମିଳାଇ ଯାଏ ।

ଦୁନିଆରେ ବିଭିନ୍ନ ପ୍ରକାରର ରସଗୋଲା ଅଛି ଓ କିଛି ରାଜ୍ୟ ନିଜ ଅନୁସାରେ ନିଜର ରସଗୋଲା ତିଆରି କରିଥାନ୍ତି । ଆମ ଦେଶରେ ବିଭିନ୍ନ ପ୍ରକାରର ମିଠା ଅଛି କିନ୍ତୁ ସେଥି ମଧ୍ୟରୁ ରସଗୋଲା ଭିନ୍ନ ପ୍ରକାରର ମିଠା ଅଟେ । ଯାହାକୁ ସବୁ ଭାରତୀୟ ପସନ୍ଦ କରିଥାନ୍ତି । କହିବାକୁ ଗଲେ ଓଡିଶା ଓ ପଶ୍ଚିମବଙ୍ଗରେ ଆପଣଙ୍କୁ ରସଗୋଲା ଅଧିକ ମାତ୍ରାରେ ନଜର ଆସିବ ।

ବନ୍ଧୁଗଣ ଆପଣ ଜାଣି ମଧ୍ୟ ଥିବେ । ଯେ ଏହି ରସଗୋଲାକୁ ନିଜର କହିବା ପାଇଁ ଏହି ଦୁଇ ରାଜ୍ୟ ମଧ୍ୟରେ ବହୁତ ବିବାଦ ଦେଖା ଦେଇଥାଏ । ପଶ୍ଚିମବଙ୍ଗର ସରକାରଙ୍କ କହିବା ଥିଲା କି ରସଗୋଲାର ଜନ୍ମ ଆମ ରାଜ୍ୟରେ ହୋଇଛି, ଅପର ପକ୍ଷରେ ଓଡିଶାର ଲୋକଙ୍କ କହିବା ଅନୁସାରେ ରସଗୋଲା ଆମର ତାହା ଆମ ରାଜ୍ୟରେ ହିଁ ପ୍ରଥମେ ତିଆରି କରାଯାଇଥିଲା ।

କିନ୍ତୁ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ଯେଉଁ ରସଗୋଲା ମିଠାର ଏକ ପ୍ରତୀକ ଅଟେ । ଏଥିସହ ସମସ୍ତେ ମଧ୍ୟ ତାହାକୁ ଭଲପାଇଥାନ୍ତି । ହେଲେ ଏହି ରସଗୋଲାକୁ ଇଂରାଜୀରେ କ’ଣ କୁହାଯାଏ କଣ ଆପଣ ଜାଣିଛନ୍ତି ? ରସଗୋଲାର ଇଂରାଜୀ ଅନୁବାଦ ଜାଣିବା ପାଇଁ ଅକ୍ସଫୋର୍ଡର ଅନଲାଇନ ଡିକ୍ସନାରୀ ଓ ଏହା ସହିତ ଗୁଗଲ ଟ୍ରାଂସଲେଟରେ ଚେକ କରାଯାଇଥିଲା । ଏହା ପରେ ସେଥିରୁ ଯାହା ଏହାର ଜବାବ ବାହାରିଥିଲା । ସେହି ଜବାବ ବହୁତ ହିଁ ହୃଦୟସ୍ପର୍ଶୀ ବାହାରିଲା ।

କହିବାକୁ ଗଲେ କେତେକ ଇଣ୍ଟରଭିୟୁରେ ବି ଏହି ପ୍ରଶ୍ନ କରାଯାଏ କି ରସଗୋଲାର ଇଂରାଜୀ ନାମ କ’ଣ ଅଟେ ? ତେବେ ସମସ୍ତେ ଏହାର ଭିନ୍ନ ଭିନ୍ନ ଜବାବ ଦେଇଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆଜି ପର୍ଯ୍ୟନ୍ତ ରସଗୋଲାର ଅନୁବାଦ କରାଯାଇ ନାହିଁ । ରସଗୋଲାକୁ ଇଂରାଜୀରେ ‘Rasgulla’ ହିଁ କୁହଯାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇରହିବା ଓ ନୂଆ ନୂଆ ଅପଡେଟ ପାଇବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *