ରାମ ନବମୀ ଦିନ ଏହି 1 ଜିନିଷ ନିଶ୍ଚୟ ଖାଆନ୍ତୁ, ପୁରା ବର୍ଷ ଜମେଇ କି ଘରେ ହେବ ଟଙ୍କା ବର୍ଷା…

ନମସ୍କାର ବନ୍ଧୁଗଣ, ପବିତ୍ର ରାମ ନବମୀ ଦିନ ଭଗବାନ ରାମଙ୍କ କୃପା ପାଇବା ହେଲେ ଖାଆନ୍ତୁ ଗୋଟିଏ ଜିନିଷ ଯାହା ଆପଣଙ୍କ ଜୀବନ ବଦଳାଇ ଦେବ । ଭାବନା ଠାରୁ ଅଧିକ ବହୁତ କିଛି ଭଗବାନ ରାମଙ୍କ କୃପାରୁ ଆପଣଙ୍କୁ ମିଳିବ । ଭଗବାନଙ୍କ କୃପା ଲାଭ କରିବା ପାଇଁ ମଣିଷ ବହୁତ କିଛି କରିଥାଏ କିନ୍ତୁ ଏହା ତ ବହୁତ ସହଜ ଅଟେ । ଆପଣ କରିପାରିବେନି ବା କାହିଁକି । ତେବେ ଆସନ୍ତୁ ଜାଣିବା ରାମ ନବମୀ ଦିନ ଆପଣଙ୍କୁ କେଉଁ ଗୋଟିଏ ଜିନିଷ ଖାଇବା ଦ୍ଵାରା ମିଳିବ ଧନ ସମ୍ପତ୍ତିର ଆଶୀର୍ବାଦ ।

ରାମନବମୀ ଦିନ ସକାଳୁ ଉଠି ନିଜର ନିତ୍ୟ କର୍ମ ସାରି ଘରର ଠାକୁରଙ୍କ ପୂଜା କରନ୍ତୁ । ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ ଜଳ ନିହାତି ଭାବରେ ଚଢାନ୍ତୁ । ରାମନବମୀ ଦିନ ମଧ୍ୟାନ୍ନ ସମୟରେ ଭଗବାନ ରାମଙ୍କ ପୂଜା ଅର୍ଚ୍ଚନା କରନ୍ତୁ । ରାମଙ୍କ ଆରଧାନ କରିବା ପାଇଁ ପ୍ରଥମେ ତାଙ୍କୁ ଅକ୍ଷତ ଏବଂ ଫୁଲା ଚଢା ଯାଏ ଏହାପରେ ତାଙ୍କର ସ୍ନାନ କରାଯାଏ । ପଞ୍ଚାମୃତରେ ଭଗବାନଙ୍କୁ ସ୍ନାନ କରାନ୍ତୁ ।

ଭଗବାଙ୍କୁ ତୁଳସୀ ନିଶ୍ଚୟ ଚଢାନ୍ତୁ କାରଣ ଶ୍ରୀରାମଙ୍କର ତୁଳସୀ ବହୁତ ପ୍ରିୟ ହୋଇଥାଏ । ଏହାପରେ ଭଲ ଭାବରେ ଭଗବାନଙ୍କର ଶ୍ରୀଙ୍ଗାର କରି ତାଙ୍କୁ ନୂତନ ବସ୍ତ୍ର ପିନ୍ଧାଇବେ । ଭଗବାନଙ୍କୁ ନାନା ସୁଗନ୍ଧିତ ଦ୍ରବ୍ୟ ମନ ମଧ୍ୟ ଭୋଗ ଲଗାନ୍ତୁ । ସମସ୍ତ କାର୍ଯ୍ୟ 12 ପୂର୍ବରୁ ସାରି ଦିଅନ୍ତୁ ଏବଂ ଠିକ 12ଟା ବେଳେ ଭଗବାନଙ୍କୁ ଭୋଗ ଚଢାଇବା ଉଚିତ ।

ଭଗବାନଙ୍କ ଜନ୍ମ ଉତ୍ସବ ପରେ ଆପଣ ଭୋଜନ ଗ୍ରହଣ କରିବା ଉଚିତ । ଆପଣ ବ୍ରତ କରନ୍ତୁ ବା ନ କରନ୍ତୁ ଆପଣ ଭଗବାନଙ୍କ ଜନ୍ମ ଉତ୍ସବ ପରେ ଆପଣ ଭୋଜନ ଗ୍ରହଣ କରିବେ । ତେଣୁ ଆପଣ ଚାଉଳ ଖିରି ପ୍ରସ୍ତୁତ କରି ଭଗବାନଙ୍କ ସାମ୍ନାରେ ଅର୍ପଣ କରନ୍ତୁ । ଖିରିରେ ତୁଳସୀ ଦଳ ଏବଂ କେଶର ଇତ୍ୟାଦି ପକାଇ ପ୍ରସ୍ତୁତ କରନ୍ତୁ ଏବଂ ଭଗବାନଙ୍କୁ ଭୋଗ ଲଗାନ୍ତୁ ।

ଏହାପରେ ଆଳତି କରି ରାମ ଚରିତ ପାଠ କରନ୍ତୁ । ରାମନବମୀ ପୂଜା ପରେ ଆପଣଙ୍କୁ ଭଗବାନ ଠାରେ ପ୍ରସାଦ ଭାବରେ ଅର୍ପଣ କରାଯାଇଥିବା ଖିରୀ ଖାଇବା ଉଚିତ । ଅର୍ଥାତ ଆପଣଙ୍କୁ ରାମ ନବମୀ ଦିନ ଯେଉଁ ଜିନିଷଟି ଖାଇବା ଦ୍ଵାରା ଧନ ଲାଭ ହେବା ସହ ଅଭାବ ଅସୁବିଧା ଦୂର ହେବ ତାହା ହେଉଛି ଏହି ଖିରୀ । ଏହିଦିନ ଭଗବାନଙ୍କୁ ଚଢାଯାଇଥିବା ଖିରୀ ଖାଇବାର ବହୁତ ଅଧିକ ମହତ୍ଵ ରହିଛି ।

ରାମନବମୀ ଦିନ ଖିରୀ ଖାଇବା ଦ୍ଵାରା ଜୀବନରେ କେବେ ମଧ୍ୟ ଅଭାବର ସାମ୍ନା କରିବାକୁ ପଡିନଥାଏ । ଏବଂ ସାରା ବର୍ଷ ଆପଣଙ୍କ ପାଖକୁ ଭଗବାନ ରାମଙ୍କ କୃପାରୁ ଧନର ଆଗମନ ହେବାକୁ ଲାଗିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ,ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *