ଏହି ଜାଗାରେ ରଖି ଦିଅନ୍ତୁ କେବଳ 5 ଟି ତୁଳସୀ ପତ୍ର, କେବେ ବି ହେବ ନାହିଁ ଟଙ୍କାର ଅଭାବ- Pandit Charan Ramdas

ବନ୍ଧୁଗଣ,  ଆପଣ ମାନେ ତୁଳସୀ ଗଛର ମହତ୍ଵ ଜାଣିଥିବେ, ଆସନ୍ତୁ କିଛି ବିଶେଷ ଉପାୟ ସମ୍ବନ୍ଧରେ ଜାଣିନେବା । ଆପଣ ଦୋକାନ ଘରକୁ ଯିବେ । ନାଲି କନା ଟେ ଆଣିବେ । ନାଲି କନାରେ ୫ ଟି ତୁଳସୀ ପତ୍ର ବାନ୍ଧିଦେଇ ଆପଣଙ୍କ ଯେଉଁଠାରେ ରହୁଛି ଅର୍ଥ ଟଙ୍କା ସେଥିରେ ରଖି ଦେଇଥିବେ । ସକାଳୁ ଏହି କାର୍ଯ୍ୟ କରି ରଖିଲେ ଦୋକାନ ବନ୍ଦ କରିବା ସମୟରେ ସେହି ତୁଳସୀ କୁ ଘରକୁ ନେଇ ଚାଲିଯିବେ, ସବୁଦିନ ଏହିଭଳି କରିଲେ ଆପଣଙ୍କ ଧନରେ ଅଭାବ ହେବ ନାହିଁ ।

ଏହା ସହିତ ଆପଣଙ୍କର ମନୋଷ୍କାମନା ପୂର୍ଣ୍ଣ ହେବ । ଆଉ ଏକ ଉପାୟ ହେଉଛି ୫ ଟି ତୁଳସୀ ପତ୍ରକୁ ଏକ କଳସ ରେ ପାଣି ପୂର୍ଣ୍ଣ କରି ପକାଇ ଦେବେ । ସକାଳୁ ଉଠୁ ଉଠୁ ସୂର୍ଯ୍ୟ ଉଦୟ ପୂର୍ବରୁ ଘର ଓଳାଇବେ । ଏହାପରେ ଭଲ ଭାବରେ ଓଳେଇ ସାରିବା ପରେ ଦୁଆର କୁ ଭଲ ଭାବରେ ଧୋଇଦେବେ ।

ଦୁଆର ମୁହଁ ରେ ସେହି ପୂର୍ଣ୍ଣ କଳସ କୁ ରଖି ଦିଅନ୍ତୁ । ଆପଣ ନିଜେ ଅନୁଭବ କରିବେ ଯେ ଆପଣ ଯାଉଥିବେ ଆସୁଥିବେ ଆପଣଙ୍କ ଘର ପୁରିଲା ପୁରିଲା ଭଳି ଲାଗିବ । ଏହା ନିରାଟ ସତ୍ୟ ଅଟେ । ଆଉ ଏକ ବିଶେଷ କଥା ହେଉଛି ଆପଣ ଡ଼ିମ୍ବିରି ଗଛ ଦେଖିଥିବେ, ଆପଣ ନିଜେ ଅଥବା ପିଲା ମାନଙ୍କୁ କେବେ ହେଲେ ଡ଼ିମ୍ବିରି ଗଛ ମୂଳକୁ ୧ ଅଥବା ୨ କରିବାକୁ ଛା-ଡି-ବେନି ।

ଯଦି ଛା-ଡନ୍ତି ତେବେ ପିଲା ମୁଣ୍ଡ ଖ-ରା-ପ ହେବ । ପା-ଗ-ଳ ହେବାର ସମ୍ଭାବନା ରହିଛି । କାରଣ ଡ଼ିମ୍ବିରି ଗଛରେ ପ୍ରେ-ତା-ତ୍ମା ରହିଥାନ୍ତି । ବାରମ୍ବାର ଏଭଳି ଅପବର୍ଗ ପ୍ରଦାନ କରିଲେ ପ୍ରେ-ତା-ତ୍ମା ମାନେ କ୍ଷତି ସାଧନ କରିଥାନ୍ତି ଜୀବର । ଏହାର ଡାଳ କୁ ନେଇ ଯଜ୍ଞକାର୍ଯ୍ୟ ରେ ବ୍ୟବହାର କରାଯାଏ । ଏଣୁ ଆପଣ କେତେବେଳେ ହେଲେ ଏହି ଭୁଲ କରିବେ ନାହିଁ । ଡ଼ିମ୍ବିରି ଗଛ ଯେଉଁଠାରେ ଅଛି ଆପଣ ତାହା ଚାରିପଟେ ବାଡ ବୁଜିଦେବେ ଏହା ଭାରି ଉପକାର ଗଛ ଅଟେ ।

ଦୁନିଆରେ ସବୁଠାରେ ଫୁଲ ରୁ ଫଳ ହୁଏ । ମାତ୍ର ଡ଼ିମ୍ବିରି ଗଛରେ ଫଳ ଫୁଲ ଏକାଠି ରହିଥାନ୍ତି । ଆଗ ଫୁଲ ହେବା ପରେ ଫଳ ପରିପକ୍ଵ ହୋଇଥାଏ । ବନ୍ଧୁଗଣ ଆପଣ ଏହି ବିଷୟ ବସ୍ତୁ ପ୍ରତି ଧ୍ୟାନ ଦିଅନ୍ତୁ, ଆପଣଙ୍କର ମଙ୍ଗଳ ହେବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *