ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ଏହି ୩ ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯେଉଁମାନେ କି ଦେଖିବାକୁ ସୁନ୍ଦର ସହିତ କୌଣସି ରାଜକୁମାରୀ ଠାରୁ କମ ନୁହନ୍ତି । ସୁନ୍ଦରତା କେବଳ ଶରୀରରୁ ହୋଇନଥାଏ ।
ଏହା ଦର୍ଶାଇଥାଏ ଯେ ଆପଣ ନିଜକୁ ଅନ୍ୟ ଙ୍କ ସମୁଖରେ କିଭଳି ଭାବେ ପ୍ରସ୍ତୁତ କରୁଅଛନ୍ତି । ଏହା ଅତ୍ୟନ୍ତ ମହତ୍ଵ ରଖିଥାଏ । ଯଦି କୌଣସି ସୁନ୍ଦର ବ୍ୟକ୍ତି ଉତ୍ତମ ଥିବା ଭଳି ପୋଷାକ ନ ପିନ୍ଧେ, ଯଦି ତାଙ୍କ ଠାରେ ଆତ୍ମବିଶ୍ଵାସ ର ଅଭାବ ରହିଥାଏ ତେବେ ସେମାନେ ଆକର୍ଷିତ ହୋଇ ନଥାନ୍ତି । ସେହିଭଳି ଯଦି ଜଣେ ଶ୍ୟାମଳ ରଙ୍ଗର ବ୍ୟକ୍ତି ଅଥବା କମ ସୁନ୍ଦର ଥିବା ବ୍ୟକ୍ତି ଯଦି ଆତ୍ମ ବିଶ୍ଵାସରେ ଭରପୁର ରହିଥାଏ ତାଙ୍କ ମଧ୍ୟରେ ଫ୍ୟାସନ ର ଉତ୍ତମ ସେନ୍ସ ରହିଥାଏ ତେବେ, ସେ ଆକର୍ଷିତ ଦେଖାଯାଇଥାନ୍ତି ।
ଅନ୍ୟକୁ ଆକର୍ଷିତ କରିବା ନିମନ୍ତେ ଆପଣଙ୍କର ଅନ୍ଦାଜ ତଥା ଅଦାକାର ମଧ୍ୟ ମହତ୍ଵ ରଖିଥାଏ ।
୧- J;- ଏହି ନାମର ଝିଅ ମାନଙ୍କ ମଧ୍ୟରେ ଗୋଟିଏ ଅଲଗା ମହତ୍ଵ ରହିଥାଏ । ଏମାନେ ଯେଉନଥାକୁ ଯାଇଥାନ୍ତି ସେଠାରେ ଲୋକମାନେ ଏମାନଙ୍କ ଦ୍ଵାରା ଆକର୍ଷିତ ହୋଇଯାଇଥାନ୍ତି । ନିଜକୁ ଅନ୍ୟ ସାମ୍ନା ରେ ପ୍ରଦର୍ଶଣ କରିବାର ଅନ୍ଦାଜ ମଧ୍ୟ ଏମାନଙ୍କର ବହୁତ ମନୋଲୋଭା ହୋଇଥାଏ । ଏମାନେ ଯଦି କୌଣସି ପାର୍ଟି କୁ ଯାଇଥାନ୍ତି ତେବେ ସେଠାରେ ବହୁତ ଜଣକଙ୍କ ହୃଦୟ କୁ ଚୋରୀ କରି ନେଇଥାନ୍ତି ।
ଏହି ନାମର ଝିଅ ଙ୍କୁ ପାଇବା ପ୍ରତ୍ୟକ ପୁରୁଷ ମାନଙ୍କର ସ୍ଵପ୍ନ ହୋଇଥାଏ । କିନ୍ତୁ ଏହି ନାମର ଝିଅ ମାନଙ୍କର ନଖରା ମଧ୍ୟ କୌଣସି ରାଜକୁମାରୀ ଠାରୁ ଅଲଗା ହୋଇନଥାଏ । ନିଜ ନଖରା କାରଣରୁ ଏମାନେ ବହୁତ ପୁଅ ଙ୍କୁ ଋଜେକ୍ଟ କରିଦେଇଥାନ୍ତି ଏବଂ କୌଣସି ଏକ ସ୍ପେଶାଲ ବ୍ୟକ୍ତି ଙ୍କୁ ନିଜ ଜୀବନର ଜାଗା ଦେଇଥାନ୍ତି ।
୨- K;- ଏହି ନାମର ଝିଅ ମାନେ ବହୁତ ସୁନ୍ଦର ହୋଇଥାନ୍ତି । ଏମାନଙ୍କ କଥା କହିବା ପଦ୍ଧତି ବହୁତ ଭିନ୍ନ ହୋଇଥାଏ । ସାଧାରଣତ ଏମାନେ ମିଠା କଥା କହି ଅନ୍ୟ ର ହୃଦୟ କୁ ଜିତିବାରେ ସକ୍ଷମ ହୋଇଥାନ୍ତି । ଏମାନଙ୍କୁ ସର୍ବଦା ରାଜକୁମାରୀ ଭଳି ରହିବାକୁ ଭଲ ଲାଗିଥାଏ । ଏମାନଙ୍କ ସ୍ଵପ୍ନ ବହୁତ ବଡ ହୋଇଥାଏ ।
୩- S;- ଏହି ନାମର ଝିଅ ମାନେ ଅନ୍ୟ ଅପେକ୍ଷା ବହୁତ ଅଲଗା ହୋଇଥାନ୍ତି । ତାଙ୍କର ଏହି ଅଦା ଉପରେ କେତେକ ପୁଅ ନିଜ ହୃଦୟ କୁ ହାରି ଦେଇଥାନ୍ତି । ପୁଅ ମାନଙ୍କୁ ଏମାନଙ୍କ ସହିତ ମିଶିବା ତଥା କଥାବାର୍ତ୍ତା କରିବା ବହୁତ ଭଲ ଲାଗିଥାଏ । ଏଥି ନିମନ୍ତେ ଏମାନେ ନିଜକୁ ଉତ୍ତମ ବୋଲି ଭାବନ୍ତି । ଏମାନେ ନିଜ କଥାବାର୍ତ୍ତା କରିବାର ଭାବଶୈଳୀ ଦ୍ଵାରା ଅନ୍ୟ କୁ ମୋହିତ କରିଦେଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।
ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।