Vastu Shastra- ରବିବାର ଦିନ ଗାଈ କୁ ଖୁଏଇ ଦିଅନ୍ତୁ ରୁଟି ସହିତ ଏହି 1 ଜିନିଷ, ବର୍ଷିବ ଖାଲି ଧନ ହିଁ ଧନ

ବନ୍ଧୁଗଣ, ହିନ୍ଦୁ ଧର୍ମ ର ଶାସ୍ତ୍ର ପୁରାଣ ରେ ଗୋମାତା ଙ୍କୁ ପ୍ରତ୍ୟକ୍ଷ ଦେବତା ବୋଲି କୁହାଯାଏ । ଗାଈଙ୍କର ଗୋବର ହେଉ କିଅବା ଗୋମୁତ୍ର ସବୁଠାରେ ଔଷଧୀୟ ଗୁଣ ରହିଅଛି । ଯେଉଁ ବ୍ୟକ୍ତି ଏହି ସବୁ ର ଉପଯୋଗ ପଡ଼ିଥାଏ ସେ ଅନେକ ପ୍ରକାରର ବିମାରୀ ରୁ ବଞ୍ଚି ରହିଥାଏ ।

ଯେଉଁ ଘରେ ଗାଈ ରହିଥାନ୍ତି ସେଠାରେ ବାସ୍ତୁ ଦୋଷ ଉପସ୍ଥିତ ହୋଇ ନଥାଏ । ସେହି ଗୃହରେ ସୁଖ ଶାନ୍ତି ର ବାସ ହୋଇଥାଏ । ପୁରାଣ ଅନୁଯାୟୀ ଗାଈ ଙ୍କ ମଧ୍ୟରେ ୩୩ କୋଟି ଦେବତା ଙ୍କ ବାସ ରହିଅଛି ବୋଲି ମାନାଯାଏ । ଗୋମାତା ଙ୍କୁ କେବେ ମଧ୍ୟ ଝାଡୁ ଅଥବା ଅନ୍ୟାନ୍ୟ ଜିନିଷ ରେ ମାରିବା କଥା ନୁହେଁ । ଗାଈ ମାନଙ୍କର ହ-ତ୍ୟା କରିବା ନ-ର୍କ ର ଦ୍ଵାର ଖୋଲିବା ସହିତ ସମାନ ହୋଇଥାଏ । ଗୋମାତା ଙ୍କୁ ଖାଦ୍ୟ ଖୁଆଇବା ଦ୍ଵାରା ଆମ୍ଭର ବିଶେଷ ଉପକାର ହୋଇଥାଏ ।

ଯଦି ଆପଣଙ୍କ ଘରେ ଗାଈ ନାହିଁ, ତେବେ ଆପଣ ଗାଈ ଙ୍କୁ ରୋଟି ଖୁଆନ୍ତୁ । ଗାଈଙ୍କ ସେବା ନକରି ପାରୁଥିଲେ ମଧ୍ୟ ଆପଣ ଗାଈ ଙ୍କୁ ରୋଟି ଖୁଆଇ ସୁଖ ସମୃଦ୍ଧି ପ୍ରାପ୍ତ କରି ପାରିବେ । ଯେଉଁ ବ୍ୟକ୍ତି ମାନେ ବିଦେଶ ରେ ରହୁଛନ୍ତି ସେମାନଙ୍କୁ ଯଦି ଗାଈ ମିଳୁ ନାହାନ୍ତି ତେବେ ଆପଣ ମାନେ କୌଣସି ବୃଦ୍ଧ ବ୍ୟକ୍ତି ଙ୍କୁ ଅଥବା ଗରିବ ବ୍ୟକ୍ତି ଙ୍କୁ ରୋଟି ଖାଇବାକୁ ଦିଅନ୍ତୁ ।

ଏଥିରେ ପୂଣ୍ୟ ଫଳ ମିଳିବା ଦ୍ଵାରା ଆପଣଙ୍କ ସୁଖ ସମୃଦ୍ଧି ତଥା ମାତା ଲକ୍ଷ୍ମୀ ଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ମାତ୍ର ଆପଣଙ୍କ ଘରେ ଯଦି ଖାଦ୍ୟ ବଞ୍ଚି ଯାଉଅଛି ଅଥବା ଅଇଁଠା ଖାଦ୍ୟ ଆପଣ ଗୋ ମାତା ଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ । ଏହା ଘୋର ପାପ ଅଟେ । ଯଦି ଆପଣ ନିଜ ଘରେ ରୋଟି ବନାଉଛନ୍ତି ତେବେ ସର୍ବ ପ୍ରଥମ ରୋଟି ଆପଣ ଗୋମାତା ଙ୍କ ନିମନ୍ତେ ବନାନ୍ତୁ ।

ଏହା ପରେ ଆପଣ ଘରର ଅନ୍ୟ ସଦସ୍ୟ ଙ୍କ ନିମନ୍ତେ ରୋଟି ପ୍ରସ୍ତୁତ କରନ୍ତୁ । ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନର ସମସ୍ତ ଦୁଖ ଦରଦ ଦୂର ହୋଇଯାଇଥାଏ । ରବିବାର ଦିନ ଆପଣ ଗାଈ କୁ ରୋଟିରେ ହଳଦୀ ମିଶାଇ ଖାଇବାକୁ ଦିଅନ୍ତୁ । ଏହା ଫଳରେ ଆପଣଙ୍କ ଜୀବନରେ ଆପଣ ଚାହୁଁଥିବା ସମସ୍ତ ଜିନିଷ କୁ ଆପଣ ଅତି ସହଜରେ ପାଇ ପାରିବେ ଅଥବା ହାସଲ କରି ପାରିବେ ।

ଏହା ସହିତ ଯଦି ଆପଣ ରବିବାର ଦିନ ରୋଟି ରେ କିଛି ଲୁଣ ମିଶାଇ ଏକ ଧଳା ଗାଈ ଙ୍କୁ ଖାଇବାକୁ ଦିଅନ୍ତି ତେବେ ଆପଣଙ୍କ ଘରେ ଧନ ର ଅଭାବ ଆଦୌ ହେବ ନାହିଁ ଏହା ସହିତ ଆପଣଙ୍କ ଘରେ ସର୍ବଦା ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ଲାଗି ରହିବ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *