Vastu Shastra- ରବିବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ଆସିଥାଏ ଭୟଙ୍କର ଦରିଦ୍ରତା, କୌଣସି କାର୍ଯ୍ୟରେ ମିଳେ ନାହିଁ ସଫଳତା

ବନ୍ଧୁଗଣ ସୌର ମଣ୍ଡଳର ସବୁ ଗ୍ରହ ସୂର୍ଯ୍ୟ ଦେବତାଙ୍କ ଠାରୁ ଊର୍ଜା ପ୍ରାପ୍ତ କରିଥାନ୍ତି । ଏହା ସହ ଆମ ସମସ୍ତଙ୍କର କୁଣ୍ଡଳୀରେ କୌଣସି ଆବ କୌଣସି ଗ୍ରହର ସ୍ଥିତି ରହିଥାଏ । ଆମେ ସମସ୍ତେ ଗ୍ରହକୁ ଶାନ୍ତ ରଖିବା ପାନ ପୂଜା ପାଠ କରିଥାଉ ଯେମିତିକି କମାରେ କୌଣସି ବାଧା ନ ଆସୁ । ଏଥିପାଇଁ ଆମେ ବୁଧବାରରେ ବୁଧ ଦେବ, ଗୁରୁବାରରେ ବୃହସ୍ପତି ଦେବ, ଶୁକ୍ରବାରରେ ଶୁକ୍ର ଦେବା, ଶନିବାରରେ ଶନିଦେବଙ୍କ ଉପାସନା କରିଥାଉ ।

କିନ୍ତୁ ରବିବାର ହେଉଛି ସୂର୍ଯ୍ୟ ଦେବତାଙ୍କ ବାର । ଏହି ଦିନ ଏମିତି କିଛି କାମ କରିବା ଅନୁଚିତ ବା ଖାଦ୍ୟ ଖାଇବା ଅନୁଚିତ ଯାହା ଶାସ୍ତ୍ରରେ କୁହାଯାଇଛି । ତେବେ ସେଗୁଡିକ କଣ ଆସନ୍ତୁ ଜାଣିବା । ୧ – ରବିବାର ଦିନ ଓସ୍ତ ଗଛରେ ଜଳ ଚଢାଇବା ଦ୍ଵାରା ଅନିଷ୍ଟ ହୋଇଥାଏ । କିନ୍ତୁ ଆପଣ ଓସ୍ତ ଗଛରେ ରବିବାର ଦିନ ଦୀପ ଜଳାଇ ପାରିବେ । ଏହା ଦ୍ଵାରା ଶୁଭ ହେବା ସହ କାର୍ଯ୍ୟ ସଫଳହୋଇଥାଏ ।

୨- ରବିବାର ଦିନ ଆରାମ କରିବା ବାହାନାରେ ପ୍ରତେକ ବ୍ୟକ୍ତି ଡେରି ଯାଏଁ ଶୋଇଥାନ୍ତି । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । ଏହି ଦିନ ସକାଳୁ ଉଠି ସ୍ନାନ କରିବା ପରେ ସୂର୍ଯ୍ୟ ଦେବତାଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ଉଚିତ । ଏହା ସହ ଜଳରେ କୁଙ୍କୁମ ଓ ଚାଉଳ ପକାଇ ଜଳ ଅର୍ପଣ କରିବା ଦ୍ଵାରା ସବୁ ଇଚ୍ଛା ପୂରଣ ହୋଇଥାଏ ।

୩- ରବିବାର ଦିନ ନିଜର କେଶ କାଟିବା ଅନୁଚିତ । ଏହା ସହ ମୁଣ୍ଡରେ ତଳ ଲଗାଇବା ଅନୁଚିତ । ଏହି ଦିନ ରାଶି ତେଲ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରନ୍ତୁ । ଏହା ଦ୍ଵାରା ଆଗାମି ଭବିଷ୍ୟତରେ ଆସିବାକୁ ଥିବା ବିପଦରୁ ଆପଣ ମୁକ୍ତି ପାଇବେ ।

୪- ରବିବାର ଦିନ ମସୁର ଡାଲି ସେବନ କରିବା ଅନୁଚିତ । ହିନ୍ଦୁ ଧର୍ମରେ ସନ୍ଥ ବା ଅନ୍ୟ କାହାକୁ ଦାନ କରାଯାଏ ନାହି । ଏହି ଦିନ ସୂର୍ଯ୍ୟ ଦେବତାଙ୍କ ଉପାସନା ହୋଇଥାଏ । ମସୁର ଡାଲିକୁ ନାକାରାତ୍ମକ ଶ୍ରେଣୀରେ ଦେଖା ଯାଇଥାଏ । ତେଣୁ ଭୁଲରେ ବି ରବିବାର ଦିନ ମସୁର ଡାଲି ଖାଇବା ଅନୁଚିତ ।

୫- ରବିବାର ଦିନ ପିଆଜ ଓ ରସୁଣ ଖାଇବା କୁହିତ ନୁହେଁ । ଯଦି କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ଠିକ ନାହି ତେବେ ରବିବାର ଦିନ ପିଆଜ ରସୁଣ ସେବନ କରିବା ବର୍ଜନିୟ ଅଟେ । ଯଦି ଆପଣ ସନ୍ତାନ ପ୍ରାପ୍ତିର ଇଚ୍ଛା ରଖୁଛନ୍ତି ତେବେ ଏହି ଦିନ ସନ୍ଧ୍ୟା ଯାଏଁ ବ୍ରତ ରଖିବା ସହ ସନ୍ଧ୍ୟା ପରେ ବିନା ଲୁଣର ଭୋଜନ ଗ୍ରହଣ କରନ୍ତୁ ।

୬- ରବିବାର ଦିନ ଭୋଜନରେ ରାଶି ତେଲ ଓ ଲୁଣର ଉପୋଯୋଗ କରନ୍ତୁ ନାହି । ଏହା ସହ ନାଲି ଶାଗ ମଧ୍ୟ ସେବନ କରିବା ଅନୁଚିତ । ଏହା ସହ ରବିବାର ଦିନ ମାଛର ସେବନ କରିବା ଅନୁଚିତ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ 

Leave a Reply

Your email address will not be published. Required fields are marked *