Ajira Anuchinta- ରବିବାର ଦିନ ଆମିଷ ଭୋଜନ କଲେ କ’ ଣ ହୋଇଥାଏ ? ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏହି ଦୁନିଆର ସମସ୍ତ ମାନବ ଜାତି ନିଜ ଜୀବନକୁ ଉତ୍ତକୃଷ୍ଟ କରି ସୁଖଦ ଜୀବନଶୈଳୀରେ ବଞ୍ଚିବାକୁ ପସନ୍ଦ କରିଥାଏ । ଆଜିର ବର୍ତ୍ତମାନର ଯୁଗରେ ଅନେକ କିଛି ପରିବର୍ତ୍ତନ ମଧ୍ୟ ଆମେ ଦେଖିବାକୁ ପାଉଛୁ । ଆଗ କାଳର ଜୀବନଶୈଳୀର ଢାଞ୍ଚା ଅପେକ୍ଷା ଏବେକାର ଢାଞ୍ଚା ପ୍ରାୟତଃ ବଦଳିବାରେ ଲାଗିଛି । ଆଧୁନିକ ହୋଇ ଜୀବନଜାପନ କରିବା ସହିତ ମଧ୍ୟ ଆମକୁ କିଛି ଶାସ୍ତ୍ର ସମ୍ବଦ୍ଧୀୟ ନିୟମାବଳୀ ମଧ୍ୟ ପାଳନ କରିବାକୁ ପଡିବ ।

ବହୁତ ଦିନ ଧରି କୌଣସି କାର୍ଯ୍ୟକୁ ସଫଳ କରିବାକୁ ଇଛା କରୁଛନ୍ତି । କିନ୍ତୁ ଆପଣଙ୍କର ମନବାଞ୍ଛା ଯଦି ପୂରଣ ହେଉନଥାଏ । ତେବେ ମଙ୍ଗଳ ବାର କିମ୍ବା ଶନିବାର ଦିନ ଗୋଟା ପାନ ପତ୍ରକୁ ନେଇ ଯଦି ଭଗବାନ ହନୁମାନଙ୍କ ପାଖରେ ରଖିବେ । ତେବେ ବହୁତ ଶୀଘ୍ର ମନସ୍ଥ ଇଛା ପୂରଣ ହେବ ।

ତୁଳସୀ ଗଛ ରଖିଥିବା ସ୍ଥାନ ତଥା ମା ବୃନ୍ଦାବତୀ ରହିଥିବା ଜାଗାରେ କେବେ ମଧ୍ୟ ତାର ଟାଣି ଲୁପାପଟା ଶୁଖାଇବା ଉଚିତ ନୁହେଁ । ତୁଳସୀ ଗଛର ୭ ହାତ ଛାଡି ଲୁଗା ଶୁଖାପାରିବେ । ବହୁତ ଲୋକ ଅଛନ୍ତି କି ଯେଉଁ ମାନେ ଛାତ ଉପରେ ଲୁପାପଟା ସଫା କରିଥାନ୍ତି । ଏହା ସହିତ ଛାତ ଉପରେ ଗହମ, ଚାଉଳ ଧୋଇଥାନ୍ତି ।

ଏପରି କରିବା ଉଚିତ ନୁହେଁ, ଏହା ଦ୍ଵାରା ଅମଙ୍ଗଳ ହୋଇଥାଏ । ମନ୍ଦିରରେ ଚପଲ ହଜିବା ଶୁଭ ହୋଇଥାଏ କିନ୍ତୁ ଚପଲ ଚୋରୀ କରିଥିବା ବ୍ୟକ୍ତିର ସେହି ଦିନ ଠାରୁ ଖରାପ ଦିନ ଆରମ୍ଭ ହୋଇଯାଇଥାଏ । ରବିବାର ଦିନ ମଶୁର ଡାଲି, ଅଦା ଓ ନାଲି ରଙ୍ଗର ଶାଗ ଖାଇବା ଉଚିତ ନୁହେଁ । ରବିବାର ଦିନ ଆମିଷ ଖାଇବାରୁ ନିଜକୁ ନିବୃତ୍ତ କରି ରଖିବା ଉଚିତ ହୋଇଥାଏ ।

ଆମିଷ ଭୋଜନ କରୁଥିବା ବ୍ୟକ୍ତିଙ୍କୁ ରାଜଦଣ୍ଡ ମିଳିଥାଏ । ଯେଉଁ ମାନେ ରବିବାର ବାରଣ କରାଯାଇଥିବା ଖାଦ୍ୟ ଓ ଆମିଷକୁ ସେବନ କରିନଥାନ୍ତି । ସେମାନେ ରାଜଦଣ୍ଡ ନଭୋଗିବା ସହ ସେମାନଙ୍କ ଉପରେ ସୂର୍ଯ୍ୟ ଦେବତାଙ୍କ ଆଶ୍ରୀବାଦ ରହିଥାଏ । ଠାକୁର ଘରେ ପ୍ରତ୍ଯେକ ଦିନ ଧୂପକାଠି ଜଳଯାଇଥାଏ । କେବେ ମଧ୍ୟ ବାଉଁଶରେ ତିଆରି ଧୂପଜକାଠି ଜଳାଇବା ଉଚିତ ହୋଇନଥାଏ ।

ଧୂପକାଠି ଲଗାଇ ସାରିଲା ପରେ ଏହାକୁ ଫୁଙ୍କିକି ଲିଭାନ୍ତୁ ନାହିଁ । ଶୁକ୍ଳ ପକ୍ଷ ଗୁରୁବାର ଦିନ ଯଦି ଗୋଟିଏ କଇନ୍ ପାଇଥାନ୍ତି । ତେବେ ତାହାକୁ କେବେ ମଧ୍ୟ ଖର୍ଚ କରିବେ ନାହିଁ । ସେହି କଇନ୍କୁ ନାଲି କପଡାରେ କିଛି ଅରୁଆ ଚାଉଳ ସହିତ ବାନ୍ଧି ଠାକୁର ଘରେ ରଖିଦିଅନ୍ତୁ । ଏହା ଦ୍ଵାରା ଧନ ବୃଦ୍ଧି ହୋଇଥାଏ ।  ଆପଣ ଯଦି ଉପରୋକ୍ତ ନିୟମର ପାଳନ କରିବେ । ତେବେ ଆପଣଙ୍କର ତଥା ଆପଣଙ୍କର ପରିବାରର ମଙ୍ଗଳ ହୋଇବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ ।ଧନ୍ୟବାଦ

Leave a Reply

Your email address will not be published. Required fields are marked *