Ajira Upadesa- ପୁରୁଷ ଯୌନ ଦୋଷର ପ୍ରତିକାର କ’ଣ ?

୧;- ବନ୍ଧୁଗଣ, ବୟସ ଅଧିକା ହୋଇଗଲା କିମ୍ବା ଡାଇବେଟିସ ରୋଗ ହୋଇଛି, ବ୍ଲଡ଼ ପ୍ରେସର ହୋଇଛି, ଶରୀର ଦୁର୍ବଳ ହୋଇଯାଉଅଛି, ସନ୍ତାନ ସମ୍ଭବ କରିବାର ଶକ୍ତି ହ୍ରାସ ପାଇ ଯାଉଅଛି, ଯାହା କାରଣରୁ ଆପଣଙ୍କ ପତି ଅଥବା ଆପଣଙ୍କ ଧର୍ମପତ୍ନୀ ଅମଙ୍ଗ, ଆପଣ ଜାଣୁଛନ୍ତି ଆପଣଙ୍କ ଦୁର୍ବଳତା କ’ଣ ? ବିକାର କେଉଁଠାରେ ଅଛି ? ପୁରୁଷାର୍ଥ ର ବିକାର ଅଛି ।

ତେବେ ଆପଣ ଗୋଟିଏ କାମ କରିବେ ତାହା ହେଉଛି,- ଆପଣ ଯେତେବେଳେ ପାଣି ସେବନ କରିବେ ସେଥିରେ ମହୁ ଟିକିଏ ଏବଂ ଗୁଡ ଟିକିଏ ପକାଇ ୬ ମାସ ସେବନ କରନ୍ତୁ ଏବଂ ଗୋଟିଏ ଲେଖାଏଁ ଲବଙ୍ଗ ଆପଣ ପାଟିରେ ପକାନ୍ତୁ । ଆପଣ ଦେଖିବେ ଆପଣଙ୍କ ସମସ୍ୟା ଶେଷ ହୋଇଯିବ । ସବୁ ରୋଗ ଶେଷ ହୋଇଯିବ ।

୨;- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ଠାକୁର ପୂଜା କରିବା ସମୟରେ ଦୀପ ରେ ଦୁଇଟି ଲବଙ୍ଗ ପକାଇ ଜଳାଇବ ଦ୍ଵାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ୩;- ଯଦି ଘରର କୌଣସି ସଦସ୍ୟ ବାରମ୍ବାର ରୋଗଗ୍ରସ୍ତ ହେଉଥାନ୍ତି ତେବେ ୭ ତି ଲବଙ୍ଗ ଜଳାଇ ୪ ଦିନକୁ ଥରେ ଘରର କୌଣସି କୋଣରେ ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

୪;- ଯଦି ଅଧିକ ପରିଶ୍ରମ ପରେ ମଧ୍ୟ ଆର୍ଥିକ ସ୍ଥିତି ଖରାପ ହୋଇଥାଏ ତେବେ ୭ ଟି ଲବଙ୍ଗ ଏବଂ ୭ ଟି ଗୋଲ ମରୀଚ କୁ ମୁଣ୍ଡ ଚାରିପଟରେ ୭ ଥର ଘୂରାଇ ନିର୍ଜନ ସ୍ଥାନରେ ଚାରିଦିଗକୁ ପକାଇ ଦେବା ଦ୍ଵାରା ସ୍ଥିତିରେ ସୁଧାର ଆସିଥାଏ ।

୫;- ଯଦି କୌଣସି କାର୍ଯ୍ୟ ରେ ବାରମ୍ବାର ବାଧା ଆସୁଥାଏ, କିମ୍ବା ଅସଫଳ ହେଉଥାଏ, ତେବେ ପାନ ପତ୍ରରେ ଗୁଜୁରାତି, ଲବଙ୍ଗ, ଏବଂ ଗୁଆ କୁ ଗୁଡାଇ ଗଣେଶ ଙ୍କୁ ଅର୍ପଣା କରିଲେ କାର୍ଯ୍ୟ ସଫଳ ହୋଇଥାଏ ।

୬;- ଘରେ କେବେ ମଧ୍ୟ କୌଣସି ଶୁଖିଯାଇଥିବା ଗଛ କିମ୍ବା ଶୁଖିଯାଇଥିବା ତୁଳସୀ ଗଛ ରଖିବା ଉଚିତ ନୁହେଁ । ଏହାଦ୍ଵାରା ଘରେ କୌଣସି ସଙ୍କଟ ଦେଖା ଦେବାର ସମ୍ଭାବନା ରହିଥାଏ ।

୭;- ଘର ଭିତରେ କେବେ ମଧ୍ୟ କଣ୍ଟାଯୁକ୍ତ ଗଛ ରଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ, ଏବଂ ପରିବାର ସଦସ୍ୟ ଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଦେଖାଯାଇଥାଏ ।

୮;- ଘରେ କେବେ ମଧ୍ୟ ଠାକୁର ଙ୍କ ଭାଙ୍ଗିଯାଇଥିବା ମୂର୍ତ୍ତି ପୂଜା କରିବା ଉଚିତ ନୁହେଁ, କିମ୍ବା ଘରେ ରଖିବା ଉଚିତ ନୁହେଁ । ଏହାଦ୍ଵାରା ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ ଏବଂ ଧନ ସଞ୍ଚୟ ହୋଇପାରି ନଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *