୧- ବନ୍ଧୁଗଣ, ବୟସ ଅଧିକା ହୋଇଗଲା, ଅଥବା ଡାଇବେଟିସ ରୋଗ ହୋଇଛି, ବ୍ଲଡ଼ ପ୍ରେସର ହୋଇଛି, ତଥା ଶରୀର ଦୁର୍ବଳ ହୋଇଯାଉଛି, ସନ୍ତାନ ସ-ମ୍ଭ-ଗ କରିବାର ଶ-କ୍ତି ହ୍ରା-ସ ପାଇ ଯାଉଛି । ଯେଉଁ କାରଣରୁ ଆପଣଙ୍କର ଧର୍ମପତ୍ନୀ ଅଥବା ସ୍ତ୍ରୀ ଅ-ମ-ଙ୍ଗ । ଆପଣ ଜାଣୁଛନ୍ତି ଆପଣଙ୍କ ଦୁ-ର୍ବ-ଳ-ତା କଣ ଅଟେ ? ବିକାର କେଉଁଠାରେ ଅଛି ? ପୁ-ରୁ-ଷା-ର୍ଥ ର ବି-କା-ର ଅଛି । ତାହା ହେଉଛି ଯେତେବେଳେ ପାଣି ପିଇବେ, ଟିକିଏ ଉଷୁମୁ ପାଣି ସେଥିରେ ମହୁ ଟିକିଏ ଲୁଣ ଟିକିଏ ମିଶାଇ ୬ ମାସ ଆପଣ ପ୍ରୟୋଗ କରନ୍ତୁ ।
ଏହା ସହିତ ଗୋଟିଏ ଲେଖାଏଁ ଲବଙ୍ଗ ପାଟିରେ ପକାନ୍ତୁ । ରୋଗ ନିଶ୍ଚିତ ସମାପ୍ତ ହେବ । ୨- ମଣିଷ ପାଖରେ ପଇସା କାହିଁକି ରହେ ନାହିଁ ? କେଉଁ କେଉଁ ଦୁ-ର୍ଗୁ-ଣ ଥିଲେ, ମଣିଷ ପାଖରୁ ପଇସା ପଳାଇ ଯାଏ ? ପଇସା ଙ୍କୁ ଲକ୍ଷ୍ମୀ କୁହାଯାଏ । ଗୁରୁବାରରେ କଣ କଣ ଆପଣ ପାଳନ କରିବେ ମନେ ରଖନ୍ତୁ ।
ଗୁରୁବାରରେ ଚାଉଳ, ଖଇ, ଚୂଡା ଭାଯିବେ ନାହିଁ । ଆମିଷ ଭୋଜନ କରିବେ ନାହିଁ । ତୁଳା ଭିଡିବେ ନାହିଁ । ଲାଉ ରେ ଆମିଷ ମିଶାଇ ଖାଇବେ ନାହିଁ । ଏବଂ ଖଟର ଛାଇ ତଳେ ଶୋଇବେ ନାହିଁ । ଖାଇଲା ସମୟରେ ହାତରୁ ଅର୍ଣ୍ଣ ତଳେ ପଡିଲେ ଧରିତ୍ରି ମାତା କୋପ କରନ୍ତି । ଏବଂ ମୁହଁ ନ ଧୋଇ ଭୋଜନ କରିଲେ, ସଭାରେ ବସି ମିଛ କହିଲେ, ନିଦରୁ ଉଠି ମୁହଁ ଯଦି ନ ଧୋଇବେ ।
ବିନା ଆସନରେ ଭୂମିରେ ବସିବେ, ଅନ୍ଧାର ଘରେ ଭୋଜନ କରିବେ, ପିନ୍ଧା ଲୁଗା କାନିରେ ବିଞ୍ଚି ହେଉଥିବେ, ନଖ ମୁନରେ ଭୂମି ବି-ଦା-ଡି-ତ କରୁଥିବେ, ଗୁରୁଜନ ଙ୍କୁ ଭକ୍ତି କରିବେ ନାହିଁ, ସ୍ନାନ ପରେ ତୈଳ ଲଗାଉ ଥିବେ, ଏସବୁ କରିଲେ ମନୁଷ୍ୟ ଧନହୀନ ହୋଇଥାଏ । ଅର୍ଥାତ ମନୁଷ୍ୟ ପାଖରେ ଧନ ରହିବ ନାହିଁ । ଆସିବ ଯେମିତି ସେମିତି ପଳେଇ ଯିବ ।
ଅର୍ଥାତ ମନୁଷ୍ୟ ପାଖରେ ଧନ ରହିବ ନାହିଁ । ଆସିବ ଯେମିତି ସେମିତି ପଳେଇ ଯିବ । ଏହି କାର୍ଯ୍ୟ ପ୍ରତି ଆପଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଆମ୍ଭେ ମାନେ ନିଜ ନୀତି ଦିନିଆ କାର୍ଯ୍ୟ ରେ ଅନେକ ଗୁଡିଏ ଭୁଲ କରିଥାଉ ଯାହା ଫଳରେ ଆମ୍ଭକୁ ନାନା ପ୍ରକାରର ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ । ଏଣୁ ଆପଣ ଏଭଳି ଭୁଲ କିଛି ଜାଣିଶୁଣି କରନ୍ତୁ ନାହିଁ ଯାହା ଆପଣଙ୍କୁ ବହୁତ ବଡ ଅସୁବିଧାରେ ପକାଇବ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ