Astrology- ପୁରା ଜୀବନ ଦୁଃଖରେ ରହିଥାନ୍ତି ଏହି 3ଟି ନାମର ଲୋକ, କାନ୍ଦି କାନ୍ଦି ବିତେ ଜୀବନ

ଦର୍ଶକ ବନ୍ଧୁ ଏ ଦୁନିଆରେ ସମସ୍ତ ଲୋକ ଚିନ୍ତାରେ ରହିଥାନ୍ତି କିଏ ନିଜ କାରିୟରକୁ ନେଇ ଚିନ୍ତାରେ ରହିଥାନ୍ତି ତ ଆଉ କିଏ ନିଜ ଲାଇଫକୁ ନେଇ । ଏହା ତ ଆମେ ସମସ୍ତେ ଜାଣିଛୁ କି ଏହି ଦୁନିଆରେ ଜନ୍ମ ନେଇଥିବା ପ୍ରତ୍ୟକ ବ୍ୟକ୍ତି ଦୁଃଖର ସାମ୍ନା କରିଥାଏ । କାରଣ ଭଗବାନ ଦୁନିଆକୁ ମଣିଷ ପଠାଇ ଛନ୍ତି ଆଉ ତା ସହିତ ଦୁଃଖ ସୁଖ ବି ପଠାଇ ଛନ୍ତି । ଆଉ ଏହି ଦୁନିଆରେ ଦୁଃଖ ଆଉ ସୁଖ ଏମିତି ଦୁଇ ବିପରୀତ ପରିସ୍ଥିତି ଅଟେ ଯାହାର ସାମ୍ନା ପ୍ରତ୍ୟକ ଲୋକଙ୍କୁ କରିବାକୁ ପଡିଥାଏ ।

ଯେବେ ଆମ ଜୀବନରେ ସୁଖ ଆସେ ଆମେ ଖୁସି ହୋଇଥାଉ ଆଉ ଯେବେ ଆମ ଜୀବନରେ ଦୁଃଖ ଆସେ ଆମେ ଦୋଷ ଦେଇ ଥାଉ । କିନ୍ତୁ ସେମାନେ ବୁଝି ଯାନ୍ତି କି ଦୁଃଖ ପରେ ସୁଖ ନିଶ୍ଚୟ ଆସିଥାଏ । ଏହି ଦୁନିଆରେ ସମସ୍ତେ ଦୁଃଖରୁ ମୁକ୍ତି ପାଇବା ପାଇଁ ଭଗବାନଙ୍କ ସ୍ମରଣରେ ଯାଇଥାନ୍ତି ।

ଆଉ ଯେବେ ତାଙ୍କର ସୁଖ ସମୟ ଆସିଥାଏ ସେମାନେ ଭଗବାନଙ୍କୁ ଭୁଲି ଯାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ତିନୋଟି ନାମର ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ଜୀବନରେ ଅଧିକ ଦୁଃଖ ଭୋଗ କରିଥାନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି S ନାମର ଲୋକ ମାନେ । S ନାମର ଲୋକ ମାନେ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ରଖିଥାନ୍ତି । ଏମାନେ ନିଜ ପ୍ରତ୍ୟକ ସମ୍ପର୍କକୁ ସଚ୍ଚଟରେ ରଖିଥାନ୍ତି । ନିଜେ କଷ୍ଟରେ ରହି ଅନ୍ୟକୁ ଖୁସି ଦେବା ଏମାନଙ୍କୁ ବହୁତ ଖୁସି ଲାଗି ଥାଏ । କିନ୍ତୁ ଏମାନଙ୍କୁ ଲୋକପ୍ରିୟ ହେବାକୁ ଲୋଭ ଥାଏ । ଏମାନଙ୍କ ମନ କୋମଳ ଥିବାର ଅନ୍ୟ ଲୋକ ମାନେ ଏହାର ଫାଇଦା ଉଠାଇ ଥାନ୍ତି । ଯାହା ଦ୍ଵାରା ଏମାନେ ଦୁଃଖ ଭୋଗି ଥାନ୍ତି ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି P ନାମର ଲୋକ ମାନେ । P ନାମର ଅଧିକାଂଶ ଲୋକ ଭୋଲା ହୋଇଥାନ୍ତି ଏହି କାରଣ ହେତୁ ଅନ୍ୟ ଲୋକ ମାନେ ଏମାନଙ୍କର ଖରାପ ଫାଇଦା ଉଠାଇ ଥାନ୍ତି । ଏମାନଙ୍କ ପାଖରେ ଲୋକ ମାନେ ରହି ନାଟକ କରିଥାନ୍ତି ଆଉ ପରେ ଏମାନଙ୍କୁ ଧୋକା ଦେଇଥାନ୍ତି । ତେଣୁ ଏମାନେ ନିଜ ଜୀବନରେ ବହୁତ ଦୁଃଖ ସହି ଥାନ୍ତି ।

୩. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି B ନାମର ଲୋକ ମାନେ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି ଆଉ ଏମାନେ ବହୁତ ପରିଶ୍ରମୀ ବି ଥାନ୍ତି । ଏମାନଙ୍କର ଖରାପ ସ୍ଵଭାବ ଆଉ ଅଧିକ କଥା କହିବା କାରଣରୁ ଏମାନଙ୍କୁ ଗର୍ବୀ ହେବାର ଟାଇଟେଲ ମିଳି ଯାଏ । ତେଣୁ ଲୋକ ମାନେ ଏମାନଙ୍କ ଠାରୁ ଦୂରେଇ ଯାନ୍ତି । ଯାହାଫଳରେ ଏମାନେ ଦୁଃଖରେ ରୁହନ୍ତି ।

Leave a Reply

Your email address will not be published. Required fields are marked *