ପୁରା ଦିନର ଏମିତି ଏକ ସମୟ, ଯାହା କିଛି ବି ମାଗିଲେ ସବୁ ହେବ ପୂରଣ (Ajira Anuchinta)

ବନ୍ଧୁଗଣ, ମଣାଯାଇଥାଏ ଯେ ସବୁବେଳେ ନିଜ ମୁହଁ ରେ ଭଲ କଥା କହିବା ଉଚିତ । କାରଣ ଜଣା ନଥାଏ କେବେ କେଉଁ କଥା ସତ ହୋଇଯିବ । ଧାର୍ମିକ ମାନ୍ୟତା ଅନୁଯାୟୀ ସଂପୂର୍ଣ୍ଣ ଦିନ ମଧ୍ୟରେ ଏଭଳି ଏକ ଦିନ ଆସିଥାଏ ଯାହା ଦ୍ଵାରା ଆପଣଙ୍କ ମୁହଁ ରେ କୁହାଯାଇଥିବା କଥା ସତ ହୋଇଯାଇଥାଏ । ବିଦ୍ୟା, ବୁଦ୍ଧି, ଜ୍ଞାନ, ଏବଂ ବିବେକ ର ଅଧିଷ୍ଠିତ ଦେବୀ ମା ସରସ୍ଵତୀ ଏହି ଅନ୍ଧକାରମୟ ଜୀବନରେ ମନୁଷ୍ୟ କୁ ସଠିକ ରାସ୍ତାରେ ନେଇଯିବାର ସମସ୍ତ ଦାଇତ୍ଵ ମାତା ସରସ୍ଵତୀ ଙ୍କ ଉପରେ ରହିଥାଏ ।

ଏହି ଦେବୀ ମନୁଷ୍ୟ କୁ ମହାନ ତୁଲ୍ୟ ସମ୍ପନ୍ଦ ଜ୍ଞାନ ପ୍ରଦାନ କରିଥାନ୍ତି । ପୌରାଣିକ କଥା ଅନୁଯାୟୀ ମାତା ସରସ୍ଵତୀ ଙ୍କୁ ପଦ୍ମ ଫୁଲ ଉପରେ ବସିଥିବାର ଦେଖାଯାଇଥାଏ । ସଂପୂର୍ଣ୍ଣ ଦିନରେ ଏଭଳି ଏକ ସମୟ ଆସିଥାଏ ଯାହା ଦ୍ଵାରା ବ୍ୟକ୍ତି ର ପାଟିରେ ଆସିଥିବା କଥା ସତ ହୋଇଯାଇଥାଏ । ଶାସ୍ତ୍ର ଅନୁଯାୟୀ କୁହାଯାଇଅଛି ଯେ ଆମ୍ଭେ ସବୁବେଳେ ଭଲ କଥା କହିବା ଉଚିତ । କାରଣ ମାତା ସରସ୍ଵତୀ ଙ୍କ ଇଛା ଅନୁଯାୟୀ ମାତା ଆପଣଙ୍କ କଣ୍ଠ ରେ ସ୍ଥାନ ଗ୍ରହଣ କରି ପାରନ୍ତି ।

ଆପଣ କହିଥିବା କଥା ସତ ମଧ୍ୟ ହୋଇପାରେ । ସାଧାରଣତ ଆପଣ ମାନେ ଅନେକ ସମୟରେ ଧ୍ୟାନ ରଖିଥିବେ ଯେ ଆପଣ କହିଥିବା କେତେକ କଥା ସତ ହୋଇଯାଇଥାଏ । ଏହାର କାରଣ ମାତା ସରସ୍ଵତୀ ହୋଇଥାନ୍ତି । ଯଦି ଆପଣଙ୍କ ସହିତ କେବେ ମଧ୍ୟ ଏପରି ହୋଇଥାଏ, ତେବେ ଆପଣଙ୍କୁ ସର୍ବଦା ଭଲ କଥା କହିବା ଆବଶ୍ୟକ ।

ଯଦି ଆପଣ କିଛି ପାପ କର୍ମରୁ ବଞ୍ଚିତ ହେବାକୁ ଚାହୁଁଛନ୍ତି ତେବେ ଆପଣ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣ କାହାରୀକୁ ଖରାପ ଶବ୍ଦ କୁହନ୍ତୁ ନାହିଁ । ଏବଂ କାହା ସହିତ ଖରାପ ବ୍ୟବହାର ମଧ୍ୟ କରନ୍ତୁ ନାହିଁ । ବହୁତ ଲୋକ ମାନଙ୍କର ଏହା ଅଭିଯୋଗ ରହିଥାଏ ଯେ ହଟାତ ସେମାନଙ୍କ ଘରେ ଅନେକ କିଛି ଓଲଟା ପାଲଟା ହେବାକୁ ଲାଗିଥାଏ । ଜେଭଳି ସମସ୍ତ କାର୍ଯ୍ୟ ହେଉ ହେଉ ବିଗିଡି ଯାଇଥାଏ ।

କୌଣସି କାର୍ଯ୍ୟ ତାଙ୍କ ଲକ୍ଷ ଅନୁଯାୟୀ ହୁଏ ନାହିଁ । ଯଦି ଆପଣଙ୍କୁ ଏହିଭଳି କିଛି ଖରାପ ଭାବନା ଆସୁଅଛି ତେବେ ଆପଣ ସକାଳୁ ଉଠି ଏହି ଶବ୍ଦ ଉଚ୍ଚାରଣ କରନ୍ତୁ । ଏହାଦ୍ଵାରା ଆପଣଙ୍କ ଇଛା ନିଶ୍ଚିତ ଭାବରେ ପୁରଣ ହେବ । ଭଗବାନ ଶିବ ଆପଣଙ୍କ ଉପରେ ହେବେ ପ୍ରସନ୍ନ । ଏଥିପାଇଁ ଆପଣଙ୍କୁ କେବଳ ଏହି ଶବ୍ଦ କହିବାକୁ ହେବ । ସେହି ଶବ୍ଦ ଅଥବା ମନ୍ତ୍ର ଟି ହେଉଅଛି,- “ଓମ ଯୁମ ସ” ଏହି ମନ୍ତ୍ର ବଳରେ ଆପଣଙ୍କ ଜାତକରେ ଯାହା ଦୋଷ ରହିଅଛି ସେହି ସବୁର ସମାପ୍ତ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *