ବନ୍ଧୁଗଣ ଆମ ଦୈନଦିନ ଜୀବନରେ ଆମ ସହିତ ବହୁତ କିଛି ଶୁଭ ଓ ଅଶୁଭ କାର୍ଯ୍ୟ ହୋଇଥାଏ । ଯେଉଁଥି ପାଇଁ ଆମେ କିଛି ମାତ୍ରାରେ ଲାଭବାନ ହୋଇଥାଉ ତ କିଛି ମାତ୍ରାରେ ଆମର କ୍ଷତି ହୋଇଥାଏ ।
ହେଲେ ବନ୍ଧୁଗଣ ଆମ ଜୀବନରେ ଆସିବାକୁ ଯାଉଥିବା କିଛି ସମସ୍ଯା ବିଷୟରେ ଆମେ ପୂର୍ବରୁ ଜାଣି ନଥାଉ । ଯଦି ଆମେ କିଛି ସମୟ ପୂର୍ବରୁ ତାହା ବିଷୟରେ ଜାଣି ଦେବା ତ ହେଲେ ଆମେ ସେହି ସମସ୍ଯାକୁ ଦୂର କରିବା ପାଇଁ ଚେଷ୍ଟା କରିବା ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବାସ୍ତୁଶାସ୍ତ୍ର ଅନୁସାରେ କିଛି ସଙ୍କେତ ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କ ପାଇଁ ଉଭୟ ଲାଭ କିମ୍ବା କ୍ଷତି ଆଣିପାରେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ଅନୁଚିନ୍ତା ବିଷୟରେ ।
୧. ବନ୍ଧୁଗଣ ଯଦି ଆପଣଙ୍କ ଘରେ ଲାଗିଥିବା ଘଣ୍ଟା ବାରମ୍ବାର ଖରାପ ହେଉଥାଏ ତା ହେଲେ ଆପଣଙ୍କ ପରିବାର ଉପରେ କିଛି ଗମ୍ଭୀର ସଙ୍କଟ ଆସିବାର ସୂଚନା ମିଳିଥାଏ । ତେଣୁ ଆପଣ ଏଥିପାଇଁ ପ୍ରସ୍ତୁତ ରୁହନ୍ତୁ ।
୨. ଯଦି ବନ୍ଧୁଗଣ ଆପଣଙ୍କ ରୋଷେଇ ଘରେ ବାରମ୍ବାର କାଚ ଜିନିଷ ଭାଙ୍ଗିଥାଏ ତା ହେଲେ ଏହା ଆପଣଙ୍କ ଗୃହ ପ୍ରତି ଆର୍ଥିକ ସଙ୍କଟ ଆସିବାର ସଙ୍କେତ ଦେଇଥାଏ ।
୩. ଯଦି ଆପଣଙ୍କ ଘରର ଶୁଭ କାର୍ଯ୍ୟରେ ବାରମ୍ବାର ବାଧା ଉତ୍ପନ୍ନ ହେଉଛି ତା ହେଲେ ଆପଣ ବୁଝି ଯାନ୍ତୁ ଆପଣଙ୍କ ଘରେ ଏକ ବଡ ବିପଦ ଆସିବାକୁ ଯାଉଛି ।
୪. ଯଦି ବନ୍ଧୁଗଣ ଆପଣଙ୍କ ଘର କିମ୍ବା ଛାତ ଉପରେ କାଉନ କିମ୍ବା ଚିଲ କୌଣସି ହାଡ ପକାଇ ଥାନ୍ତି ତା ହେଲେ ଆଗାମୀ ସମୟରେ ଆପଣଙ୍କୁ ଏକ ଅଶୁଭ ଖବର ମିଳିବାକୁ ଯାଉଛି ।
୫. ଯଦି ବନ୍ଧୁଗଣ ଉଭୟ ଦିନ କିମ୍ବା ରାତି ସମୟରେ ଆପଣଙ୍କୁ କୁକୁର କାନ୍ଦିବାର ଶବ୍ଦ ଶୁଭାଯାଇଥାଏ ତା ହେଲେ ଆପଣଙ୍କୁ ଘରୁ ଏକ ବଡ ସଙ୍କଟ ଆସିବାକୁ ଯାଉଛି । ତେଣୁ ବନ୍ଧୁଗଣ ଆପଣ ସତର୍କ ହୋଇ ରୁହନ୍ତୁ ।
୬. ଯଦି ଆପଣଙ୍କ ଘରର ଚାବିରେ ବାରମ୍ବାର ଜଙ୍କ ଲାଗୁଛି ତା ହେଲେ ଆପଣଙ୍କୁ କିଛି ଜିନିଷ ମିଳିବାକୁ ଯାଉଛି । ଏହା ବନ୍ଧୁଗଣ ଏକ ଶୁଭ ସଙ୍କେତ ଅଟେ ।
୭. ଯଦି ଆପଣ ବସ୍ତ୍ର ପିନ୍ଧୁ ଥିବା ସମୟରେ ଆପଣଙ୍କ ବସ୍ତ୍ରରେ ଥିବା ବଟନ ଓଲୋଟା ଲାଗିଯାଏ ତା ହେଲେ ଏହା ଆପଣଙ୍କ ପାଇଁ ଏକ ଅଶୁଭ ସଙ୍କେତ ଅଟେ । ତେଣୁ ଆପଣଙ୍କୁ ସେହି ବସ୍ତ୍ର ନପିନ୍ଧିବା ଉଚିତ ।
୮. ଯଦି ବନ୍ଧୁଗଣ ଆପଣ ନିଜ ନାକକୁ ଦେଖି ପାରୁ ନାହାନ୍ତି ତା ହେଲେ ଏହା ଆପଣଙ୍କ ଶରୀର ପାଇଁ ଏକ ଅଶୁଭ ସଙ୍କେତ ଅଟେ । ଆପଣ ଆଗାମୀ ସମୟରେ ଏକ ଗମ୍ଭୀର ରୋଗରେ ପଡି ପାରନ୍ତି ।
୯. ଯଦି ଆପଣଙ୍କ ଘର ଭିତରେ ବିଲେଇ କଳି କରିବାର ସୂଚନା ଦିଅନ୍ତି ତା ହେଲେ ଏହା ଆପଣଙ୍କ ଘର ପାଇଁ ଧନହାନୀର ସୂଚନା ଦେଇଥାଏ ।
୧୦. ଯଦି ଆପଣ ଆକାଶରୁ ଉଲକା ଖାସୁଥିବାର ଦେଖନ୍ତି ତା ହେଲେ ଏହା ସ୍ୱାସ୍ଥ୍ୟ ଖରାପ ହେବାର ଏବଂ ଆର୍ଥିକ ସଙ୍କଟ ସୃଷ୍ଟି ହେବାର ସୂଚନା ଦେଇଥାଏ ।
୧୧. ପୂଜା କରିବା ସମୟରେ ଆଖିରୁ ଲୁହ ବାହାରିବା ବହୁତ ଶୁଭ ସଙ୍କେତ ହୋଇଥାଏ । ଏହାର ଅର୍ଥ ଭଗବାନ ଆପଣଙ୍କ ଡାକ ଶୁଣିଛନ୍ତି ।
ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।