ପୂଜା କରିବା ସମୟରେ ଆଖିରୁ ଲୁହ ବାହାରିଲେ କ’ଣ ସୂଚନା ମିଳିଥାଏ ? Ajira Anuchinta

ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥା ଗୁଡିକର ପାଳନ କରିବା ଉଚିତ । ଏହା ଦ୍ଵାରା ମଣିଷ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ଏହା ସହିତ ମଣିଷକୁ କେବେ ହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ଅନୁଚିନ୍ତା ବିଷୟରେ । ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବାକୁ ହେଲେ କେଉଁ ନୀତି ନିୟମ ପାଳନ କରିବା ଆବଶ୍ୟକ ? ଆସନ୍ତୁ ତାହା ସମ୍ବନ୍ଧରେ ଜାଣିବା ।

୧- ଆପଣଙ୍କ ଘରେ ଲାଗିଥିବା ଘଣ୍ଟା ଯଦି ବାରମ୍ବାର ଖରାପ ହେଉଛି ତେବେ, ଆପଣଙ୍କ ପରିବାର ଉପରେ କିଛି ଗମ୍ଭୀର ସଙ୍କଟ ଆସିବାର ସୂଚନା ମିଳିଥାଏ । ଏହା ପୂର୍ବ ରୁ ଆପଣ ସତର୍କ ହୋଇ ରୁହନ୍ତୁ ।

୨- ଯଦି ଆପଣଙ୍କ ରୋଷେଇ ଘରେ କିଛି କାଚ ପାତ୍ର ବାରମ୍ବାର ଭାଙ୍ଗିବାକୁ ଲାଗେ ତେବେ, ଏହା ଆପଣଙ୍କ ଗୃହ ପ୍ରତି କିଛି ଆର୍ଥିକ ସଙ୍କଟ ଆସିବାର ସୂଚନା ଦେଇଥାଏ ।

୩- ଯଦି ଆପଣଙ୍କ ଘରେ ସମସ୍ତ ଶୁଭ କାର୍ଯ୍ୟ ରେ ବାଧା ଉପୁଜୁଥାଏ, ତେବେ ଜାଣିବେ ଆସନ୍ତା ସମୟରେ କିଛି ବିପଦ ପଡିବାର ସୂଚନା ମିଳେ ।

୪- ଯଦି ଘରର ଛାତ ଉପରେ କିମ୍ବା ଅଗଣାରେ କାଉ କିମ୍ବା ଚିଲ ହାଡ ପକାଏ ତେବେ କିଛି ଅଶୁଭ ଖବର ମିଳିବାର ସୂଚନା ମିଳିଥାଏ ।

୫- ଯଦି ଘରର ଚାତରୁ ଅଚାନକ ପ୍ଲାଷ୍ଟର ଖସେ କିମ୍ବା ଘରର କାନ୍ଥ ଫତେ ତେବେ ଏହା କିଛି ଅଶୁଭ ଘଟିବାର ସୂଚନା ଦେଇଥାଏ ।

୬- ଦିନ ହେଉ ଅଥବା ରାତି ଯଦି କୁକୁର କାନ୍ଦିବାର ଶୁଣାଯାଏ ତେବେ କିଛି ଅଶୁଭ ହୋଇଥାଏ ।

୭- ଯଦି ଆକାଶରେ ଉଲକା ଖାସୁଥିବାର ଦେଖନ୍ତି, ତେବେ ଏହା ସ୍ୱାସ୍ଥ୍ୟ ଖରାପ ହେବାର ଏବଂ ଆର୍ଥିକ ସଙ୍କଟ ସୃଷ୍ଟି ହେବାର ସୂଚନା ଦେଇଥାଏ ।

୮- ଯେଉଁ ଘରେ ବିଛା ବାହାରକୁ ବାହାରିବାର ଦେଖାଯାଏ ତେବେ ସେହି ଘରେ ଆର୍ଥିକ ସଙ୍କଟ ତଥା ଧନହାନି ର ସମ୍ଭାବନା ରହିଥାଏ ।

୯- ଯଦି କୌଣସି ଲୋକର ବାଡି ବଗିଚାରେ ଗାଈ ଚାରିବାର ଦେଖାଯାଏ ତେବେ ଏହା ଆର୍ଥିକ ସମସ୍ୟା ଦୁଆର ହେବାର ସଂକେତ ଅଟେ ।

୧୦- ଯଦି ଆପଣ ସକାଳୁ ଉଠିବା ସମୟରେ ନଡିଆ ଦେଖନ୍ତି ତେବେ ସେହି ଦିନ ଟି ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।

୧୧- ସକାଳୁ ଉଠିଲା ପରେ ଦହି ଅଥବା କ୍ଷୀର ଦେଖନ୍ତି ତେବେ ଏହା ଶୁଭ ସୂଚନା ମିଳିବାର ସଙ୍କେତ ଅଟେ ।

୧୨- ଯଦି ଖରାପ ସମୟ ଚାଲିଥିବା ସମୟରେ ଝିଣ୍ଟିକାର ଶବ୍ଦ ଶୁଣାଯାଏ କିମ୍ବା ଝିଣ୍ଟିକା ଦେଖାଯାଏ ତେବେ ଏହା ଭଲ ସମୟ ଆସିବାର ସୂଚନା ଦେଇଥାଏ ।

୧୩- ଯଦି ଘରର କୌଣସି ଜାଗାରେ ଉଈ ଲାଗିଯାଏ କିମ୍ବା ମହୁମାଛି ବଶାକରେ ତେବେ ଏହା ଘରର ମୁଖ୍ୟ ଲୋକଙ୍କ ପାଇଁ ଅସୁବିଧା ପଡିବାର ସୂଚନା ଦେଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

୧୪- ପୂଜା କରିବା ସମୟରେ ଆଖିରୁ ଲୁହ ବାହାରିବା ର ଅର୍ଥ ଭଗବାନ ଆପଣଙ୍କ ପୂଜାରେ ସନ୍ତୁଷ୍ଟ ଅଛନ୍ତି । ଏବଂ ଆପଣଙ୍କ ସବୁ ଦୁଖ କୁ ସେ ଦୂର କରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *