Vastu Tips- ଯେଉଁ ସ୍ତ୍ରୀର ପୂଜା ଘରେ ଥାଏ ଏହି ଜିନିଷ, ଟଙ୍କାରେ ଭରି ରହିଥାଏ ତା’ର ଘର…

ନମସ୍କାର ବନ୍ଧୁଗଣ , ଯେଉଁ ମହିଳାମାନଙ୍କ ପୂଜା ଘରେ ଏହି ଜିନିଷ ରହିଥାଏ ତାଙ୍କ ଘରେ ଧନର କୋଣସି  ଅଭାବ ରହିନଥାଏ ।  ପୂଜା ଘରେ ରଖନ୍ତୁ ଏହି ସବୁ ଜିନିଷ ଆପଣଙ୍କ ଘର ଧନ ରେ ପରିପୂର୍ଣ୍ଣ ହୋଇଯାଇଥାଏ । ଭଗବାନ ଶ୍ରୀ କୃଷ୍ଣ ଏହା କହିଛନ୍ତି କି ଯେଉଁ ବ୍ୟକ୍ତି ର ଘରେ ଏହି ଜିନିଷ ନଥାଏ । ସେ ବ୍ୟକ୍ତି କେବେ ବି ମାଲାମାଲ ହେଇ ପାରିବ ନାହିଁ । ଆମେ ଭଗବାନ କୁ ଭକ୍ତି ଶ୍ରଦ୍ଧା ସାହା ପୂଜା ପଥ କରିଥାଉ , କିନ୍ତୁ ଆମର ଇଛା ପୂର୍ଣ୍ଣ ହୋଇ ନଥାଏ ।

ତେଣୁ ଆମ ବାସ୍ତୁ ଶାସ୍ତ୍ର ରେ କୁହାଯାଇଥିବା କିଛି ବିଷୟ ଯାହା ଆମକୁ  ପୂଜା ଘରେ ଧ୍ୟାନ ଦେବାକୁ ପଡିଥାଏ ।  ପ୍ରତ୍ୟେକ ଦିନ ସକାଳୁ ଉଠିଲା ପରେ ସାନ୍ନ କରି ପୂଜା ପାଠ କରିବା ଉଚିତ୍ । ଯଦି ପୂଜା କରିବା ସମୟରେ କୋଣସି ସାମଗ୍ରୀ ନ ଥାଏ ତେବେ ପୂଜା କୁ ଅଧା ତୁ ନ ଅଟକାଇ ଚାଉଳ ଏବଂ ଫୁଲ କୁ ଅର୍ପଣ କରି ପୂଜା କରିବା ଉଚିତ୍ ହୋଇଥାଏ । ଭଗବାନଙ୍କ ପ୍ରସାଦ କୁ କେବେ ବି ପୂଜା ପୂର୍ବରୁ ଚାକିବେ ନାହିଁ ।

ଏହା ଅନୁଚିତ୍ ହୋଇ ଥାଏ । ଆପଣ ଆପଣଙ୍କ ପୂଜା ଘରେ ବାସି ଫୁଲ ବା ଭଙ୍ଗା ଜିନିଷ କୁ ରଖିବା ଦ୍ଵାରା ଏହାର କୁପ୍ରଭାବ  ସିଧା ସଳକ ବ୍ୟକ୍ତି ଉପରେ ପଡିଥାଏ ।  ଏହା ଦ୍ଵାରା ଘରେ ଧନର ଅଭାବ ହୋଇଥାଏ ଘର କୁ କଙ୍ଗାଳ କରି ଦେଇଥାଏ । ପୂଜା ଘର ତିଆରି କରିବା ସମୟରେ ଏହା ମନ ରଖିବେ ଯେ ଏହା ଉତ୍ତର ଏବଂ ପୂର୍ବ କୋଣ ରେ ହେବା ଉଚିତ୍ ।

ବାସ୍ତୁ ଅନୁସାରେ ପୂଜା ଘରେ ଭଗବାନ ଙ୍କ ଗୋଟାଏ ମୂର୍ତ୍ତି ରହିବା ଉଚିତ୍ । ପୂଜା ଘରେ ଭଗବାନଙ୍କ ମୂର୍ତ୍ତି ଛଡା ପିତୃ ପୁରୁଷଙ୍କ ଫଟ  ରଖିବେ ନାହିଁ । ଆସନ୍ତୁ ଜାଣିବା ପୂଜା ଘରେ କେଉଁ ଚାରୋଟି ଜିନିଷ ରଖିବା ଉଚିତ୍ ହୋଇଥାଏ । ପ୍ରଥମ ଜିନିଷ  ହେଉଛି ଶଙ୍ଖ  ଘରେ ଏହାକୁ ରଖିବା ଦ୍ଵାରା ସୁନା , ଚାନ୍ଦି , ଧନ ସମ୍ପତି ପ୍ରାପ୍ତ ହୋଇଥାନ୍ତି । ଯେଉଁ ଘରେ ଶଙ୍ଖ ରାହିଥାଏ  ସେହି ଘରେ ମା ‘ ଲକ୍ଷ୍ମୀ ବାସ କରିଥାନ୍ତି ।

2- ପୂଜା ଘରେ ଗଙ୍ଗା ଜଳ ରଖିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ ।  ଏହା ଘରେ ଥିବା ନାକାରାତ୍ମକ ଶକ୍ତି ଦୂର କରିଥାଏ ଏବଂ ପୂଜା ଘର କୁ ପବିତ୍ର କରିଥାଏ । ଗଙ୍ଗା ଜଳ କୁ ତମ୍ବା ପାତ୍ର ରେ ରଖିବା ଶୁଭ ଏବଂ ଶାସ୍ତ୍ର ନିୟମ ହୋଇଥାଏ । 3 – ପୂଜା ଘରେ ବିଷ୍ଣୁ ଏବଂ ଲକ୍ଷ୍ମୀ ସାଥିରେ ଥିବା ଫଟ କୁ ପୂଜା  ଘରେ ରଖିବା ଘର ପାଇଁ ଅତ୍ୟଧିକ ଶୁଭ ହୋଇଥାଏ ।

4-  ପୂଜା ଘରେ ଘିଅ କୁ ରଖିବା ଉଚିତ୍ ଏହା ଘରେ ସୁଖ ସମବୃଦ୍ଧି ଆଣିଥାଏ । ଏହି ଚାରୋଟି ଜିନିଷ କୁ ଆପଣଙ୍କ ପୂଜା ଘରେ ରଖିବା ଦ୍ଵାରା ଆପଣଙ୍କ ଘରେ କେବେ ବି ଧନ ର ଅଭାବ  ହୋଇନଥାଏ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *