ପୁଅଙ୍କ ଏହି ଜିନିଷ ସବୁଠୁ ବେସୀ ପସନ୍ଦ କରିଥାନ୍ତି ଝିଅମାନେ, ଜାଣନ୍ତୁ

ଆଜି ଆମେ ଜାଣିବା କି ପୁଅ ଙ୍କ ପାଖରେ ରହି ଥିବା ଏମିତି ପାଞ୍ଚଟି ଜିନିଷ ଜାହା ଝିଅ ମାନଙ୍କୁ ସବୁ ଠାରୁ ବେଶୀ ପସନ୍ଦ । ଆପଣ ମାନଙ୍କ ପାଖରେ ଯଦି ସେହି ଜିନିଷ ରହିଛି ତେବେ ଝିଅ ଆପଣ ମାନଙ୍କୁ ପ୍ରଥମେ ପସନ୍ଦ କରିବ । ତେବେ ଆଉ ଡେରୀ ନ କରି ଆସନ୍ତୁ ସେହି ବିଷୟ ରେ ଜାଣିବା ।ପୟେଣ୍ଟ ନମ୍ବର ଏକ ରେ ହେଲା ଦାୟୁତ୍ୱ ସଂମ୍ପର୍ଣ୍ଣ ରହି ଥିବା ପୁଅ ମାନଙ୍କୁ ଝିଅ ମାନେ ପ୍ରଥମେ ପସନ୍ଦ କରନ୍ତି ।

ହେଲେ ଯେଉଁ ପୁଅ ମାନଙ୍କ ର କୈଣସି କାମ ରେ ଦାୟୁତ୍ୱ ନାହିଁ କି ନିଜ ଜିମେଦାରୀ କୁ ସେମାନେ ନିଜେ ଉଠି ନ ଥାନ୍ତି ସେହି ପରି ପୁଅ ମାନଙ୍କୁ ଝିଅ ମାନେ କେବେ ବି ପସନ୍ଦ କରନ୍ତି ନାହିଁ ।ଦୁଇ ରେ ହେଲା ଝିଅ ପଛରେ ପଡିବା ।

ଏମିତି ରେ ପୁଅ ମାନେ ଏମିତି ଭାବନ୍ତି କି ଆମେ ମାନେ ଯଦି ଝିଅ ମାନଙ୍କୁ ସବୁ ଇମ୍ପ୍ରେସ କରିବା ବା ନିଜର ଇମସନାଲ ଚେହେରା ସେମାନଙ୍କୁ ଦେଖେଇବା ତେବେ ସେମାନେ ଆମ ଉପରେ ଫିଦା ହୋଇ ଯିବେ ହେଲେ ଆପଣ ମାନଙ୍କୁ ଜଣେଇ ଦେବୁ କି ଝିଅ ମାନଙ୍କୁ ଏହି ପରି ପୁଅ ମାନେ କେବେ ବି ପସନ୍ଦ ହୋଇ ନ ଥାନ୍ତି । ବରଂ ଝିଅ ମାନେ ସେହି ପରି ପୁଅ ମାନଙ୍କ ଠୁ ଦୂର କୁ ଦୂର ଜାଇ ଥାନ୍ତି ।

ଏଠାରେ ଆପଣ ମାନଙ୍କୁ ଜାଣିବା ଦରକାର କି ଝିଅକୁ ଆପଣ ମାନେ ନିଜ ପାଖରେ ରଖିବେ ତେବେ ନିଜ ଜିବନ କୁ ପ୍ରଥମେ ଖୁସୀ ରେ ଭରି ଦିଅନ୍ତୁ ।ସେହି ପରି ତିନି ନମ୍ବର ରେ କଥା କହିବାର ଶୈଳୀ । ଯଦି ପୁଅ ମାନଙ୍କ କଥା କହିବା ଶୈଳି ଯଦି ଭଲ ରହିଛି ତେବେ କେହିବି ଝିଅ ଆପଣ ମାନଙ୍କ ଉପରେ ଫିଦା ହେବ ।

ବେଳେ ବେଳେ ଏମିତି ହୋଇ ଥାଏ କି ଆପଣ ମାନଙ୍କ କଥା କହିବା ଶୈଳି ରେ ହିଁ ଝିଅ ମାନେ ଇମ୍ପ୍ରେସ ହୋଇ ଥାନ୍ତି । ହେଲେ ଏହି ଗୁଣ ଯାହା ପାଖରେ ନ ଥିବ ସେହି ପରି ପୁଅ ମାନଙ୍କୁ କେବେ ବି ଝିଅ ମାନେ ପସନ୍ଦ କରନ୍ତି ନାହିଁ ।ଚାରି ନମ୍ବର ରେ ସମ୍ମାନ ଦେବା ଏମିତି ବି ଲୋକ ମାନେ ରହି ଥାନ୍ତି ଯେଉଁ ମାନେ ଝିଅ ମାନଙ୍କୁ ଅସମ୍ମାନ କରି କଥା ହୁଅନ୍ତି ହେଲେ ଯଦି ଆପଣ ମାନେ ଝିଅ ମାନଙ୍କୁ ସମ୍ମାନ ଦେଇ କଥା କହିବେ ତେବେ ଆପଣ ମାନଙ୍କ ଉପରେ ଝିଅ ନିଶ୍ଚିତ ଭାବେ ଫିଦା ହେବ ।

ଏବଂସେଷ ରେ ଆପଣ ମାନଙ୍କ ଡିଫାରେଣ୍ଟ ଆଇଡେଣ୍ଟିଟି ରହି ଥିବା ଦରକାର ଆପଣ ମାନେ ଯେଉଁ ସୋସାଇଟି ରେ ରୁହନ୍ତି ସେଠାରେ ଆପଣ ମାନଙ୍କ ପରିଚୟ ଅଲଗା ରହି ଥିବା ଦରକାର ତେବେ ବି ଆପଣ ମାନଙ୍କ ଉପରେ ଝିଅ ମାନେ ଫିଦା ହେବେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *