ପୁଅ ହେବାର ସବୁଠୁ ସହଜ, ସରଳ ଓ ସାତ୍ତ୍ୱିକ ଉପାୟ ! ଋତୁସ୍ରାବ ଠାରୁ କରନ୍ତୁ ଏହି ମହା ଉପାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତ ଦମ୍ପତି ମାନଙ୍କର ଜୀବନରେ ସନ୍ତାନ ପ୍ରାପ୍ତିର ଏକ ଅଲଗା ପ୍ରକାରର ଆନନ୍ଦ ରହିଥାଏ । ବିବାହିତ ସ୍ଵାମୀ ଓ ସ୍ତ୍ରୀ ତଥା ତାଙ୍କ ପରିବାର ବର୍ଗଙ୍କର ସନ୍ତାନ ପ୍ରତି ବହୁତ ସ୍ନେହ ଶ୍ରଦ୍ଧା ରହିଥାଏ । ଯେଉଁ ମାନଙ୍କର ସନ୍ତାନ ପ୍ରାପ୍ତିରେ ଅସୁବିଧା ରହୁଛି । ବିଶେଷ କରି ଯେଉଁ ମାନେ ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଅଧିକ ମାତ୍ରାରେ ଇଛୁକ ସେମାନେ ନିହାତି ଭାବରେ ଏହି ଉପାୟକୁ କରିବା ଦରକାର ।

ଏହି ଉପାୟ କରିବା ପାଇଁ ଇଛୁକ ଥିବା ମହିଳା ମାନେ ପ୍ରଥମେ କରି ନିଜର ମାସିକ ଋତୁସ୍ରାବକୁ ପରିବର୍ତ୍ତନ କରିବାକୁ ପଡିବ । ଯେପରି ଯଦି ଆପଣଙ୍କ ଋତୁସ୍ରାବ ଶୁକ୍ଳପକ୍ଷରେ ହେଉଛି ତାହାକୁ ଆପଣ କୃଷ୍ଣପକ୍ଷ କିମ୍ବା ଯଦି କୃଷ୍ଣପକ୍ଷରେ ହେଉଛି ତାହାକୁ ଶୁକ୍ଳପକ୍ଷକୁ ପରିବର୍ତ୍ତନ କରିଦେବାକୁ ହେବ ।

ମାସିକ ଋତୁସ୍ରାବର ସମୟକୁ ପରିବର୍ତ୍ତନ କରିବା ପାଇଁ ଆପଣ ଡାକ୍ତରଙ୍କର ପରାମର୍ଶରେ ମେଡ଼ିସିନ ଖାଇ ନିଜର ଋତୁସ୍ରାବର ସମୟକୁ ଚେଞ୍ଜ କରିପାରିବେ । ମହିଳାର ଋତୁସ୍ରାବର ଚତୁର୍ଥ ଦିନରୁ ଆରମ୍ଭ କରି ୧୬ ଦିନ ପର୍ଯ୍ୟନ୍ତ ସମୟ ଅବଧି ମଧ୍ୟରେ ଯଦି ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଶାରୀରିକ ମିଳନ ଘଟିଥାଏ । ତେବେ ପୁତ୍ର ସନ୍ତାନ ଜନ୍ମ ହୋଇଥାଏ ।

ଋତୁସ୍ରାବର ୪ ଦିନରୁ ଆରମ୍ଭ କରି ୧୬ ଦିନ ମଧ୍ୟରେ ଯେଉଁ ସବୁ ଯୁଗ୍ମ ସଂଖ୍ୟା ପଡିଥାଏ । ଯେପରିକି ୪, ୬, ୮, ୧୦, ୧୨, ୧୪ ଓ ୧୬ ଏହି ଦିବସ ମାନଙ୍କରେ ଯଦି ଦମ୍ପତି ମାନଙ୍କର ମିଳନ ଘଟିଥାଏ । ତେବେ ନିହାତି ଭାବେ ପୁତ୍ର ସନ୍ତାନ ଜନ୍ମ ହୋଇଥାଏ । ଯଦି ଅଯୁଗ୍ମ ତଥା ୩, ୫, ୭, ୯, ୧୧, ୧୩ ଓ ୧୫ ଏହି ସବୁ ଦିବସ ମାନଙ୍କରେ ସ୍ଵାମୀ ଓ ସ୍ତ୍ରୀ ସହବାସ କରିଥାନ୍ତି ।

ତେବେ ସେମାନଙ୍କର କନ୍ୟାରତ୍ନ ଜନ୍ମ ହୋଇଥାଏ । ଯେଉଁ ଦିନ ଆପଣ ସନ୍ତାନ ପ୍ରାପ୍ତିର କାମନା ନେଇ ସହବାସ କରିବେ । ସହବାସ କରିବାର ୭ ଘଣ୍ଟା ପୂର୍ବରୁ ଆପଣ ଏକ ବଡ ପାଚିଲା ଲେମ୍ବୁ ଚିପୁଡି ଭଗବାନ ନାରାୟଣଙ୍କ ପାଖରେ ଥୋଇ ସମର୍ପଣ କରି ଦେଇ ଆସନ୍ତୁ । ସ୍ଵାମୀ ଓ ସ୍ତ୍ରୀ ମିଳନ ହେବାର ଅଧ ଘଣ୍ଟା ପୂର୍ବରୁ ସେହି ଚିପୁଡି ଥିବା ଲେମ୍ବୁକୁ ଆଣି ସ୍ଵାମୀ ଓ ସ୍ତ୍ରୀ ଉଭୟ ବାଣ୍ଟିକି ପିଇ ଦେଇ ସହବାସ କରନ୍ତୁ ।

ଯେତେବେଳେ ମହିଳା ଜାଣିବେ ତାଙ୍କର ଗର୍ଭ ରହିଛି । ଶୁକ୍ଳ ପକ୍ଷର ପ୍ରତ୍ଯେକ ସୋମବାର ଦିନ ଆପଣ ଏକ କର୍ପୁରକୁ ଭାଙ୍ଗି ତାହାର ଅଧା ଫାଳକୁ ପୂର୍ବମୁଖା ହୋଇ ବେଡ୍ ରୁମ୍ ରେ ଜାଳିଦେବେ । ଅନ୍ୟ ଅଧା କର୍ପୁରକୁ କୌଣସି ମନ୍ଦିରକୁ ପ୍ରସାଦ ସହିତ ପଠାଇ ଦେବେ । ଏହା ସହିତ ଗର୍ଭ ଧାରଣର ଚତୁର୍ଥ ମାସରେ ମୟୂର ଚନ୍ଦ୍ରିକା ଆଣି ତାହାର ଚାରି ପାଖରୁ ସବୁ ପର କାଟି ମଝି ଅଂଶକୁ ଛୋଟ ଛୋଟ ଖଣ୍ଡ କରନ୍ତୁ ।

ଗୁଡ ସହିତ ମିଶାଇ ଲଗାତର ୩ ଦିନ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ୩ ଦିନ ପାଇଁ ୩ ଟି ମୟୂର ଚନ୍ଦ୍ରିକାର ସେବନ କରନ୍ତୁ । ଏପରି କରିବା ଦ୍ଵାରା ନିହାତି ଭାବେ ପୁତ୍ର ସନ୍ତାନ ପ୍ରାପ୍ତ ହୋଇବ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *