Health Tips- ପ୍ରତିଦିନ ମାତ୍ର 20 ସେକେଣ୍ଡ ପାଇଁ ଏହିପରି ଗୋଡ ଉଠାନ୍ତୁ… ପୁଣି ଦେଖନ୍ତୁ ଚମତ୍କାର !

ନମସ୍କାର ବନ୍ଧୁଗଣ, ବହୁତ କିଛି କାର୍ଯ୍ୟ ବା ଉପାୟ ରହିଛି ଯାହାକୁ ଆପଣ ମାନେ ସାଧାରଣ ଭାବରେ ବସିଥିବା ଏବଂ ଶୋଇଥିବା ସମୟରେ ବି କରିପାରିବେ । ଆଉ ଆପଣଙ୍କ ଶରୀରରେ ହେଉଥିବା ସମସ୍ୟାକୁ ଦୂରେଇ ଦେଇପାରିବେ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ ନିଜ ଗୋଡର ସହାୟତାରେ କିଭଳି ଭାବରେ ରକ୍ତସଞ୍ଚାଳନ ଠିକ ଭାବରେ ହେବା ସହ ସହଜରେ ଗୋଡରେ ହେଉଥିବା କଷ୍ଟ ଦୂର କରିପାରିବେ ଯଦି ଆପଣ ଏହିଭଳି ଭାବରେ ଗୋଡ ଉପରକୁ ଉଠାଇବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଯଦି ଆପଣ ଥକି ଆସି ସୋଫା ଉପରେ ଶୋଉଛନ୍ତି ତେବେ ଆପଣ ନିଜ ଗୋଡକୁ ସୋଫାରେ ରଖିବା ବଦଳରେ କାନ୍ଥକୁ ଲଗାଇବା ପାଇଁ ଚେଷ୍ଟା କରନ୍ତୁ 90 ଡିଗ୍ରୀ ଆଙ୍ଗେଲରେ । ଏହା ଆପଣଙ୍କ ଥକାପଣକୁ କମ ସମୟରେ ଠିକ କରି ଆପଣଙ୍କୁ ସତେଜ ଅନୁଭୂତ କରାଇଥାଏ । ଅଧିକ ଫାଇଦା ପାଇବା ପାଇଁ ଆପଣ ସକାଳ ଏବଂ ସନ୍ଧ୍ୟା ସମୟରେ ଏହିଭଳି ଗୋଡ ଉପରକୁ ଟେକିବା ଆବଶ୍ୟକ ।

କିନ୍ତୁ ଆପଣଙ୍କୁ ଏକ କଥାର ଧ୍ୟାନ ରଖିବା ପାଇଁ ପଡିବ ଏହି ଆସନକୁ ଆପଣଙ୍କୁ ଖାଲି ପେଟରେ ହିଁ କରିବାକୁ ପଡିବ । ଏହା ବହୁତ ସହଜ ଅଟେ ତେଣୁ ଆପଣ ଏହାକୁ ସହଜରେ କରିପାରିବେ । ଯଦି ଆପଣ ଏହିଭଳି ଗୋଡ ଉପରକୁ ଟେକନ୍ତି ତେବେ ଏହା ଆପଣଙ୍କ ଶରୀରରେ ରକ୍ତ ସଂଚାଳନ ଭଲ ଭାବରେ କରାଇଥାଏ ।

ଯାହାଦ୍ବାରା ଆପଣଙ୍କ ଖାଉଥିବା ଖାଦ୍ୟ ସହଜରେ ହଜମ ହୋଇଥାଏ । ଏବଂ ଭଲରେ ହଜମ ହେବା ସହ ଶରୀରରେ ନ୍ୟୁଟ୍ରିସନ ବି ଅବଜର୍ଭ ହୋଇଥାଏ । ଏହାଫଳରେ ଆପଣଙ୍କ ହଜମ ପ୍ରକ୍ରିୟା ସହ ଜଡିତ ସବୁ ସମସ୍ୟା ଦୂର ହେବାକୁ ଲାଗିଥାଏ । ଏହିଭଳି 90 ଡିଗ୍ରୀ ଉପରକୁ ଗୋଡ ଟେକିବା ଦ୍ଵାରା ଗ୍ରାଭିଟି ଏଗେଷ୍ଟରେ ବ୍ଲଡ଼ ଫ୍ଲୋ ହୋଇଥାଏ । ଏହା ଫଳରେ ବ୍ଲଡ଼ ସରକୁଲେସନ ବଢିଥାଏ ।

ଏହାଦ୍ୱାରା ଯେକୌଣସି ପ୍ରକାର ସୁଜନ ରୁ ଆରାମ ମିଳିଥାଏ । ଏବଂ କିଡନି ଏବଂ ହାର୍ଟରେ ହେଉଥିବା ସୁଜନରୁ ମଧ୍ୟ ମୁକ୍ତି ମିଳିଥାଏ । ଏହା ହରମୋନ ସିକ୍ରେସନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହି ଉପାୟ ଦ୍ଵାରା ଶରୀରକୁ ଭଲ ମାତ୍ରାରେ ଅକ୍ଷିଜେନ ଯାଇଥାଏ ତେଣୁ ବ୍ଲଡ଼ ସରକୁଲେସନ ଠିକ ରହିଥାଏ ଏହି କାରଣ ପାଇଁ ଆପଣଙ୍କଙ୍କୁ ଗୋଡର ଦରଜ ଏବଂ ସୁଜନରୁ ଆରମ ମିଳିଥାଏ ।

ଭଲ ନିଦ୍ରା ପାଇଁ ଆପଣ ଏହି ଉପାୟରେ ଏକ୍ସର ସାଇଜ କରିବାର ଅଭ୍ୟାସ କରନ୍ତୁ । ପିରିଅଡ ସମୟରେ ହେଉଥିବା କଷ୍ଟରୁ ମୁକ୍ତି ପାଇବା ପାଇଁ ମହିଳା ମାନ ଏହି ଏକ୍ସରସାଇଜ କରିବା ଦ୍ଵାରା ସେମାନଙ୍କୁ ହେଉଥିବା କଷ୍ଟରୁ ଆରମ ମିଳିବ ସହ ନିୟମିତ କରିବା ଦ୍ଵାରା କଷ୍ଟ ଆଓ ହୋଇନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *